Browsing Category
ଅପରାଧ
ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଲାଞ୍ଚ କାରବାରର ଭିଡିଓ ଭାଇରାଲ….
ଦାରିଙ୍ଗବାଡି( ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଚାଲିଛି ସିଧା ସଳଖ ଲାଞ୍ଚ କାରବାର । ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି l କେହିଜଣେ ସଚେତନ ନାଗରିକ ଚତୁରତାର ସହ ତହସିଲ କାର୍ଯ୍ୟାଳୟର ଅସଲ ମୁଖା ଖୋଲିଛନ୍ତି । ତେବେ ପ୍ରଶାସନ ଏ ନେଇ କଣ…
Read More...
Read More...
ମାର୍ଲାବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା ଗ୍ରସ୍ତ…
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲାବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା ହୋଇଛି । ବସଟି ଭୁବନେଶ୍ଵର ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ମାର୍ଲବା ଘାଟିରେ ବସ ଘାଟି ରାସ୍ତା ଓହ୍ଲାଇବା ବେଳେ କୌଣସି କାରଣ ବଶତଃ ରାସ୍ତା ପାର୍ଶ୍ୱରେ ଓଲଟି…
Read More...
Read More...
ଦୁଇଟି ଦୁର୍ଘଟଣାରେ ଦୁଇଜଣ ଗୁରୁତର, ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ…
ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦୁଇ ପୃଥକ ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ସୁଲୁମା ଗ୍ରାମର ଫିଲିମନ ଦିଗାଲ(୬୧) କୌଣସି କାମରେ ଦାରିଙ୍ଗବାଡ଼ି ଯିବା ପାଇଁ ଘରୁ…
Read More...
Read More...
ପରକ୍ରିୟା ପ୍ରୀତିରୁ ଯୁବକକୁ ଛୁରା ମାଡ଼…
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅଧୀନ ହିଞ୍ଜିଳି ସିକିରି ରାସ୍ତା ମଧ୍ୟରେ ବିବାହିତ ମହିଳାଙ୍କ ସହିତ ପରକୀୟା ପ୍ରୀତିରୁ ସ୍ଵାମୀ ଓ ପ୍ରେମିକ ମଧ୍ୟରେ ମାରପିଟ୍ ଘଟିଛି । ମହିଳାଙ୍କ ସ୍ଵାମୀର ଧାରୁଆ ଅସ୍ତ୍ର ଆକ୍ରମଣରେ ପ୍ରେମିକ ଆହତ ହୋଇଥିବା ବେଳେ…
Read More...
Read More...
ଗଦାପୁରରେ ଅଘଟଣ, ଆମ୍ବ ଗଛରୁ ପଡ଼ି ଜଣେ ମୃତ…..
ଦାରିଙ୍ଗବାଡି(ଆଶୋକ ସିଂ): ଆମ୍ବ ତୋଳିବାର ହେଲା କାଳ l ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗଦାପୁର ଗ୍ରାମରେ । ଉକ୍ତ ଗ୍ରାମର ବାଉରୀ ପାତ୍ର ବୟସ ପ୍ରାୟ ୬୦, କଞ୍ଚା ଆମ୍ବ ତୋଳିବାକୁ ଯାଇ ମୃତ୍ୟୁର ଶିକାର ହୋଇଛନ୍ତି । ପ୍ରକାଶ ଯୋଗ୍ୟ…
Read More...
Read More...
ମିନି ଟ୍ରକ ଧକ୍କାରେ 2 ବର୍ଷର ଶିଶୁ ପୁତ୍ର ମୃତ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଡାସ କୁପା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି l ଏକ ମିନି ଟ୍ରକ ଧକାରେ ଜଣେ ଶିଶୁର ମୃତ୍ୟୁ ଘଟିଛି l ଘଟଣା ଅନୁଶାରେ ଘୁ.ଉଦୟଗିରି ଥାନା ଅଧିନସ୍ଥ ଆଡାସିକୁପା (ନୂଆସାହି) ଗ୍ରାମର ବାସିନ୍ଧା ଆନନ୍ଦେଶ୍ୱର ପ୍ରଧାନ ଓ ସୁମିତ୍ରା…
Read More...
Read More...
ମହେନ୍ଦ୍ରତନୟା ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର…
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କରଡ଼ା ସିଂ ଗ୍ରାମ ସ୍ଥିତ ମହେନ୍ଦ୍ରତନୟା ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ସରୋଡା ଗ୍ରାମର ୩୮ ବର୍ଷୀୟ ସୁନିଲ କୁମାର ଭୂୟାଁ ବୋଲି ପ୍ରାଥମିକ ସୂଚନା ମିଳିଛି । ସୂଚନା ପ୍ରକାରେ ବୁଧବାର ଦିନ…
Read More...
Read More...
ଗଦାପୁରରେ ଘରପୋଡି, ଲକ୍ଷାଧିକ ଟଙ୍କାର ସମ୍ପତି ସହିତ ସରକାରୀ କାଗଜ ପତ୍ର ସମ୍ପୂର୍ଣ୍ଣ ନଷ୍ଟ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗଦାପୁର ପଞ୍ଚାୟତର ଆମ୍ବିଲପଦା ସାହିର ଜଣେ ବ୍ୟବସାୟୀ ଗ୍ରାବ୍ରିଏଲ୍ ଦିଗାଲଙ୍କ ଘରେ ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ନିଆ ଲାଗି ସମୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଥିବା ଖବର ଜଣା ପଡ଼ିଛି । ଯାହାରି ଫଳରେ…
Read More...
Read More...
ତୁବୁରୁସିଂ ଗ୍ରାମରେ ବଜ୍ରାଘାତ: ଜଣେ ଗୁରୁତର ଓ ଚାରି ଆହତ, ଆହତଙ୍କ ମଧ୍ୟରେ ଦୁଇ ଶିଶୁ…
ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଅନଘା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ଆଜି କାଳ ବୈଶାଖୀ ପ୍ରଭାବରେ ଖୁବ ଜୋରରେ ପ୍ରଂଚଣ୍ଡ ଶବ୍ଦରେ ବଜ୍ରାଘାତ ହୋଇଥିଲା l ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି l…
Read More...
Read More...
ଘୁ.ଉଦୟଗିରିରେ 2 ପୃଥକ ଦୁର୍ଘଟଣା: ଜଣେ ମୃତ, 3 ଆହତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଅନିଲ ପ୍ରଧାନ(61) ନାମାକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଲୁଲୁ ପ୍ରଧାନ (ବେଟିକଲା), ରୁଦ୍ର ପାଢ଼ୀ ଓ ଦେବାଶିଷ ପାଣି ଗୁରୁତର ଆହତ ହୋଇ ଘୁ. ଉଦୟଗିରି…
Read More...
Read More...