Browsing Category
ଅପରାଧ
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୃଦ୍ଧ ଲାବଣ୍ୟର ଘର ଭୁଶୁଡ଼ିଲା…
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତର ପରିଡ଼ା ଗ୍ରାମରେ ଲଗାଣ ବର୍ଷାରେ ଲାବନ୍ୟା ଗାଣ୍ଟା (65)ଙ୍କ ଘର ଭୁସୁଡ଼ିଛି । ବୃଦ୍ଧ ଲାବଣ୍ୟ ନିଜ ସ୍ତ୍ରୀ ସାବିତ୍ରୀ ଗାଣ୍ଟା ବୟସ 62 ଦୁହେଁ ଏହି ଟିଣ ଘର କରି ଜୀବନ କାଟୁଥିଲେ l…
Read More...
Read More...
ଗୁମ୍ମା ବ୍ଲକ ଛକ ଖମ୍ବ ଅଛି, କିନ୍ତୁ ବିଜୁଳି ଗାଏବ….
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ରାଜ୍ୟରେ ନାରୀ ନିର୍ଯ୍ୟାତନା, ଲୁଟ, ଡକାୟତି ଓ ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି । ଏସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ସହର ଠାରୁ ଗାଁ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବିଡ଼ମ୍ବନାର ଵିଷୟ ଯେ ଦୀପ ତଳ ଅନ୍ଧାର…
Read More...
Read More...
ଦୁଇ ବାଇକ ମୁହାଁମୁହିଁ ଦୁଇଜଣ ମୃତ୍ୟୁ, ଜଣେ ଗୁରୁତ୍ୱର…
କୋଟଗଡ଼(ଦୀପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ଲାସେରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧୋକାରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲକୁ ନିଅ ଯାଇଛି l ସୂଚନା ମୁତାବକ ଆଜି ଦିପହରରେ ନେତାଜୀ ସୁବାସ ବୋଷ କଲେଜ…
Read More...
Read More...
ଧରାକୋଟ ଚୋରୀ ଅଭିଯୋଗରେ ଚାରି ଗିରଫ……
ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଗଂଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଧରାକୋଟ ଗ୍ରାମର ସୁଦେସ୍ତ୍ନା ସାହୁଙ୍କ ଘରୁ ଗତ 19/6/2025 ତାରିଖ ରାତିରେ କିଛି ଅଜଣା ବ୍ୟକ୍ତି ସିନ୍ଧୁକ ଭାଙ୍ଗି ଅଧ ତୋଳା ସୁନା, ରୂପା ସାମଗ୍ରୀ, ନଗଦ 5000 ଟଙ୍କା, ଲୁଗା ପଟା ସହ ଏକ…
Read More...
Read More...
ଧରାକୋଟ ଅଞ୍ଚଳରେ ପାଗଳା କୁକୁର କାମୁଡା ଆତଙ୍କ….
ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଗତ ଦୁଇ ଦିନ ହେବ ଧରାକୋଟ ବ୍ଲକର କୁସୁରାବ, ଲକ୍ଷ୍ମୀପୁର, ବରିଗୁଡା ଗ୍ରାମରେ ପାଗଳା କୁକୁର ଆକ୍ରମଣରେ ଯୁବକ, ବୃଦ୍ଧ, ମହିଳାମାନେ ଶିକାର ହୋଇଥିବା ଦେଖିବାକୁ ମିଳିଛି l ଘରୁ ବାହାରି ଚାଷ ଜମିକୁ ଯିବା ବେଳେ, ମନ୍ଦିରରୁ ଫେରିଲା…
Read More...
Read More...
ଟ୍ରକ ଦୃଘଟଣାରେ ଯୁବକ ମୃତ୍ୟୁ….
କୋଟଗଡ଼(ଦିପେନ୍ଦ୍ର କୁମାର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଜଗନ୍ନାଥ ମନ୍ଦିର ନିକଟରେ ଏକ ଦୁର୍ଘଟଣା ଘଟି ଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ସାଧାରଣ ଦିବସରେ.ପ୍ୟାରେଡ ଦେଖି ଫେରୁଥିବା ସମୟରେ ବିପରୀତ ଦିଗରୁ ଏକ ବାଇକି ଟ୍ରକକୁ ଓଭର ଟେକ କରୁଥିବା ବେଳେ ସାମ୍ନାପଟୁ…
Read More...
Read More...
OSRTC ବସ ସହ ଘରୋଇ ବସର ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର ଅଳ୍ପକେ ବର୍ତ୍ତିଲେ ଦଶ ଯାତ୍ରୀ…
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ଧନନ୍ତର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ OSRTC ବସ ସହ ଘରୋଇ ବସର ମୁହାଁମୁହିଁ ଧକ୍କା I ଘରୋଇ ବସର ଡ୍ରାଇଭର ଗୁରୁତର ଆହତ ହୋଇ ଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଦଶ ଯାତ୍ରୀ l ସୂଚନା ଅନୁସାରେ OSRTC ବସଟି ୧୦ ଜଣ…
Read More...
Read More...
ଗାଁ ମଝିରେ ଜଣେ ବ୍ୟକ୍ତିଙ୍କୁ ବିଭତ୍ସ ହତ୍ୟା ….
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମର ବୈଷ୍ଣବ ତୋଟା ସାହିରେ ଜଣେ ବ୍ୟକ୍ତିଙ୍କୁ ଗାଁ ମଝି ଦାଣ୍ଡରେ ହତ୍ୟା କରାଯାଇଛି l ହତ୍ୟା କାଣ୍ଡରେ ମୃତ ବ୍ୟକ୍ତି ଜଣଙ୍କ ହେଲେ ୫୫ ବର୍ଷୀୟ ହରି ପଟ୍ଟନାୟକ l ସୂଚନା ଅନୁସାରେ ରାଳବ ଗ୍ରାମର…
Read More...
Read More...
ଟାଟା ପାୱାରର ଖାମଖିଆଲି ନୀତି: ଲୁଗା ସୁଖେଇବା କାମରେ ବ୍ୟବହାର ହେଉଛି ସର୍ଭିସ୍ ତାର, ବିପଦକୁ ସ୍ଵାଗତ କରୁଛି ବିଦ୍ୟୁତ…
ଦାରିଙ୍ଗବାଡି(ଆଶୋକ ସିଂ): ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ କେତେବେଳେ ଯେ କାହାର ଜୀବନ ଜୀବ ତାହା କହି ହେବ ନାହିଁ l ଘରକୁ ଘର ବିଦ୍ୟୁତ ସଂଯୋଗ କରିବା ପାଇଁ ଏଲ ଟି କେବୁଲ ସର୍ଭିସ୍ ତାର ସାହାଯ୍ୟରେ ଟଣା ଯାଇଛି l ସୁରକ୍ଷା ଦୃଷ୍ଟିରୁ ଓ ବିଦ୍ୟୁତ୍ ଚୋରୀକୁ ରୋକିବା ପାଇଁ କେବୁଲ…
Read More...
Read More...
ପରିସଲ ଗ୍ରାମରୁ ବୃଦ୍ଧା ନିଖୋଜ, ଥାନାରେ ଅଭିଯୋଗ….
ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଥାନା ପରିସଲ ଗ୍ରାମର ଜଣେ ୮୬ ବର୍ଷୀୟ ବୃଦ୍ଧ ନିଖୋଜ ଥିବା ଜଣାପଡିଛି l ମିଳିଥିବା ସୂଚନା ପ୍ରକାରେ ଚଳିତ ମାସର ଗତ ୭ ତାରିଖ ଗୁରୁବାର ଦିନ ସକାଳ ୧୧ ଘଣ୍ଟା ସମୟରେ ପରିସଲ ଗ୍ରାମର ୮୬ ବର୍ଷୀୟ ବୃଦ୍ଧ ଉଦୟ ଚନ୍ଦ୍ର ମାଳି…
Read More...
Read More...