Browsing Category

ଅପରାଧ

ବସ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର, ଦୁଇଟି ବାଇକ ଗୋଟିଏ କାର ଚୁରମାର…

ଧାରଣାରେ ବସିଲେ ଗ୍ରାମବାସୀ: ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ଦାବୀ, ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡି ବସ ଚଳାଚଳ ଠପ୍ ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଚାଲିଗଲା ଜଣକ…
Read More...

ଘର୍ ଭିତରୁ ନାଗସାପ ଉଦ୍ଧାର ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ୍ ସାନକୋଦଣ୍ଡା ପଞ୍ଚାୟତ ବଡପଥରା ଗ୍ରାମରୁ ଛଅଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଛି । ସାପଟି ଗ୍ରାମର ରାଜନ ବିଷୋୟୀଙ୍କ ଘରେ ଥିବା ପରିବାର ଲୋକେ ଦେଖିଥିଲେ । ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ଓ…
Read More...

କୂଅ ଭିତରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର…..

ଭଞ୍ଜନଗର(ନିଲୁ ବିଷୋୟୀ):  ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ଆଜି କୂଅ ଭିତରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ହେମ ଗୌଡ଼(୭୦)। ରବିବାର ପୂର୍ବାହ୍ନ ସମୟରେ ସେ ଘରୁ ବାହାରକୁ ଯାଇଥିଲେ । ଏହା ପରେ ଆଉ ଘରକୁ ଫେରିନଥିଲେ । ବହୁ ସମୟ ପର୍ଯ୍ୟନ୍ତ ସେ ଘରକୁ…
Read More...

ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ…

ପାରଳାଖେମୁଣ୍ଡି (ପ୍ରବୀଣ ଲିମା ): ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ଅଡବା ଥାନା ବିରିକୋଟ ପୁରୁଣାଗାଁର ପ୍ରତାପ ମାଝୀ l ଗତକାଲି ବିଳମ୍ବିତ ରାତିରେ ପ୍ରତାପ ନିଜ ପରିବାର ସହ ଘରେ ଶୋଇଥିଲେ l ଏହି ସମୟରେ ଏକ ପାହାଡିଆ ବିରଳ ପ୍ରଜାତିର ବିଷାକ୍ତ ସାପ…
Read More...

ଲୋକଙ୍କ ଟେନସନ ବଢ଼ାଇଛି ଜାତୀୟ ରାଜପଥ ୫୯….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଦିନେ ନୁହେଁ ସବୁଦିନ ଯାତାୟାତ ବେଳେ ଟେନସନରେ ଲୋକଙ୍କୁ ରହିବାକୁ ପଡୁଛି ଜାତୀୟ ରାଜପଥ ୫୯କୁ ନେଇ । ଗୋପାଳପୁର ଠାରୁ ଖରୀଆର ରୋଡ ଯାଇଥିବା ଜାତୀୟ ରାଜପଥ ୫୯ର କାଳଷଣ୍ଢ ପୁର ଠାରୁ ଗୋଲା ଦାମୋଦର ପଲି ପର୍ଯ୍ୟନ୍ତ ତିନି କିମି ରାସ୍ତା…
Read More...

ଘର ଛାତ ଉପରୁ ୧୦ ଫୁଟ ଲମ୍ବର ଅହିରାଜ ଉଦ୍ଧାର….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ବାହାଡ଼ାପଦର ଗ୍ରାମରୁ ଆଜି ଏକ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି । ଗ୍ରାମର ସନାତନ ସାହୁଙ୍କ ଘର୍ ଛାତ ଉପରେ ଏହି ବିଷଧର ସାପ ରହିଥିବା ପରିବାର ଲୋକେ ଦେଖିଥିଲେ । ଏହା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ସ୍ନେକ୍…
Read More...

ଭଞ୍ଜନଗର ଆଖପାଖ ଅଞ୍ଚଳରେ ବ୍ରାଉନ୍‌ସୁଗାର୍ କାରବାର, ୩ ଯୁବକ ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଖପାଖ ଅଞ୍ଚଳରେ କିଛି ଦିନ ହେବ ବେଆଇନ ଭାବେ ବ୍ରାଉନସୁଗାର ବେପାର ଲୁଚାଛପାରେ ଚାଲିଥିବା ବେଳେ ପୁଲିସ୍ ଚଢାଉ କରି ୩୧ ଗ୍ରାମ୍ ୪୦୦ ମିଲିଗ୍ରାମ ଓଜନର ବ୍ରାଉନ୍‌ସୁଗାର୍ ଜବତ କରିଛି । ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ…
Read More...

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୃଦ୍ଧ ଲାବଣ୍ୟର ଘର ଭୁଶୁଡ଼ିଲା…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତର ପରିଡ଼ା ଗ୍ରାମରେ ଲଗାଣ ବର୍ଷାରେ ଲାବନ୍ୟା ଗାଣ୍ଟା (65)ଙ୍କ ଘର ଭୁସୁଡ଼ିଛି । ବୃଦ୍ଧ ଲାବଣ୍ୟ ନିଜ ସ୍ତ୍ରୀ ସାବିତ୍ରୀ ଗାଣ୍ଟା ବୟସ 62  ଦୁହେଁ ଏହି ଟିଣ ଘର କରି ଜୀବନ କାଟୁଥିଲେ l…
Read More...

ଗୁମ୍ମା ବ୍ଲକ ଛକ ଖମ୍ବ ଅଛି, କିନ୍ତୁ ବିଜୁଳି ଗାଏବ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ରାଜ୍ୟରେ ନାରୀ ନିର୍ଯ୍ୟାତନା, ଲୁଟ, ଡକାୟତି ଓ ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି । ଏସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ସହର ଠାରୁ ଗାଁ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବିଡ଼ମ୍ବନାର ଵିଷୟ ଯେ ଦୀପ ତଳ ଅନ୍ଧାର…
Read More...

ଦୁଇ ବାଇକ ମୁହାଁମୁହିଁ ଦୁଇଜଣ ମୃତ୍ୟୁ, ଜଣେ ଗୁରୁତ୍ୱର…

କୋଟଗଡ଼(ଦୀପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ଲାସେରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧୋକାରେ  ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲକୁ ନିଅ ଯାଇଛି  l ସୂଚନା ମୁତାବକ ଆଜି ଦିପହରରେ ନେତାଜୀ ସୁବାସ ବୋଷ କଲେଜ…
Read More...