Browsing Category
ଅପରାଧ
ଅଜଣା ରୋଗରେ ୪୦ରୁ ଉର୍ଦ୍ଧ୍ବ ଛେଳି ମୃତ…
ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡିବନ୍ଧ ବ୍ଲକର ଲାବନ୍ୟନଗର ଠାରେ ଛେଳି ମଡକ ଦେଖିବାକୁ ମିଳିଛି I ଆଜି ସକାଳୁ ହଟାତ୍ ଲୋକେ ଉଠି ଦେଖିଲା ବେଳକୁ ସାତରୁ ଆଠ ଗୋଟି ଛେଳି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ବାଶୀନ୍ଧା ସ୍ଥାନୀୟ ପଶୁ ଚିକିତ୍ସାଲୟ ଅଧିକାରୀଙ୍କୁ…
Read More...
Read More...
ଭିଜିଲାନ୍ସ ଜାଲରେ ଗୁଡାରି ରାଜସ୍ୱ ନିରୀକ୍ଷକ….
ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ I ତିନି ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ରେଭିନ୍ୟୁ ଇନ୍ସପେକ୍ଟର I କନ୍ଧମାଳ ଜିଲ୍ଲା ଜଣେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି I ଗିରଫ ଜଣଙ୍କ ହେଲେ ଖଜୁରୀପଡା ତହସିଲ…
Read More...
Read More...
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମପଡ଼ା ଠାରେ ପେଟ୍ରୋଲିଙ୍ଗ ସମୟରେ ହୁଣ୍ଡାଇ ଭେରେନା ଗାଡ଼ି ନମ୍ୱର ଓ ଆର ୦୨ବିଏକ୍ସ ୮୭୭୩ ଗାଡ଼ିରୁ ୧୧୦ କ୍ଵିଇଣ୍ଟାଲ ୬୦୦ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଛି ପୁଲିସ I ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ…
Read More...
Read More...
ରାତି ଅଧିଆ ରାସ୍ତା ମରାମତି, ରାତିରେ ପଡ଼ିଥିବା ପିଚୁ ସକାଳେ ଉଠିଥିବା ଅଭିଯୋଗ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡ଼ା ବ୍ଲକରେ ଥିବା ପକନାଗାଁ ଠାରୁ ବାରପୁଲିଆ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାର କେତେକ ସ୍ଥାନରେ ପିଚୁ ଉଠି ଯାଇ ରାସ୍ତା ଖରାପ ହୋଇଥିଲା I ତେଣୁ ଉକ୍ତ ରାସ୍ତାକୁ ଆରଡି ବିଭାଗ ମରାମତି କରିଛି I କିନ୍ତୁ ଉକ୍ତ…
Read More...
Read More...
ବରିଷ୍ଟ ଆଇନଜିବିଙ୍କ ଦେହାନ୍ତ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକର ବରିଷ୍ଟ ଆଇନଜୀବୀ ଭାଗିରଥି ରାଉତରାୟଙ୍କ ଗତକାଲି ୭୧ ବର୍ଷ ବୟସରେ ଦେହାନ୍ତ ହୋଇଛି I ସୂଚନା ଅନୁଯାଇ ଭାଗିରଥି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତି କରା ଯାଇଥିଲା I ହେଲେ…
Read More...
Read More...
ଗଣମାଧ୍ୟମ ପ୍ରତିନିଧିଙ୍କୁ ଠିକାଦାରଙ୍କ ଜୀବନରେ ମାରିବାର ଧମକ, ଚକାପାଦ ଥାନାରେ ମାମଲା ରୁଜୁ….
ଅନୁସନ୍ଧାନ ଭାରତ(ବ୍ୟୁର): ଗଣମାଧ୍ୟମ ପ୍ରତିନିଧିଙ୍କୁ ଠିକାଦାରଙ୍କ ନାଲି ଆଖି I ଖବର ସଂଗ୍ରହ କରିବାକୁ ଯାଇ ଥିବା ସମୟରେ ମିଳିଛି ଜୀବନରେ ମାରିବାର ଧମକ I କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଚକାପାଦ ଗ୍ରାମପଞ୍ଚାୟତରେ ଏପରି ଏକ ଘଟଣା ଘଟିଥିବାର ଚକାପାଦ ଥାନାରେ ଅଭିଯୋଗ ହୋଇଛି I
…
Read More...
Read More...
ଅଟୋ ଦୁର୍ଘଟଣାରେ ଅଳ୍ପକେ ବର୍ତିଲେ ଚାଲକ ଓ ଯାତ୍ରୀ…
ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ ଗ୍ରାମର ଲଙ୍କାଗଡ଼ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି l
ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅଟୋ ଚାଳକ ଏବଂ ଯାତ୍ରୀ I ସୂଚନା ମୁତାବକ ଏକ ହଳଦୀଆ ରଙ୍ଗର…
Read More...
Read More...
ଅଟୋ ସହ ଗଞ୍ଜେଇ ଜବତ : ଚାରି ଗିରଫ
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଥାନା ପୁଲିସ ପକ୍ଷରୁ ବାରଖମା ଅଞ୍ଚଳରେ ପେଟ୍ରୋଲିଙ୍ଗ ସମୟରେ ଏକ ଅଟୋରୁ ୪୫ କେଜି ୩୦୦ ଶହ ଗ୍ରାମ ବେଆଇନ ଗଂଜେଇ ଜବତ କରା ଯାଇଛି I ବାଲିଗୁଡା ଥାନା ଏସଆଇ ଶାନ୍ତନୁ ପ୍ରଧାନଙ୍କ ସହ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ…
Read More...
Read More...
ସାମ୍ବାଦିକଙ୍କୁ ପୁଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ସହ ମାଡ଼ ମାରିବା ଘଟଣା: ଦୃଢ଼ ନିନ୍ଦା କଲା ମାଲକାନଗିରି…
ଅନୁସନ୍ଧାନ ଭାରତ(ବ୍ୟୁର): କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜଣେ ମହିଳା ପୁଲିସ କନଷ୍ଟେବଳ ଚାପୁଡ଼ା ମାରିବା ସହ ତାଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ କେନ୍ଦ୍ର କରି ମାଲକାନଗିରି ଜିଲ୍ଲାର ସାମ୍ବାଦିକ ଓ କନ୍ଧମାଳ ଗଣମାଧ୍ୟମ ସଂଘ ଏହାକୁ ଦୁଢ ନିନ୍ଦା କରିଛନ୍ତି I ସୂଚନା…
Read More...
Read More...
ଦାରିଙ୍ଗବାଡ଼ି ପୁଲିସ ଦ୍ୱାରା ସଡ଼କ ସଚେତନ ଏବଂ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ହୁ ହୁ ହୋଇ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୁଲିସ I ଏହାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡି ପୁଲିସ ପକ୍ଷରୁ ମଧ୍ୟ ଆଜି ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା I ଏହି…
Read More...
Read More...