ଅଟୋ ଦୁର୍ଘଟଣାରେ ଅଳ୍ପକେ ବର୍ତିଲେ ଚାଲକ ଓ ଯାତ୍ରୀ…

ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ ଗ୍ରାମର ଲଙ୍କାଗଡ଼ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି l

csp

ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅଟୋ ଚାଳକ ଏବଂ ଯାତ୍ରୀ I ସୂଚନା ମୁତାବକ ଏକ ହଳଦୀଆ ରଙ୍ଗର ଅଟୋ ତୁମୁଡିବନ୍ଧରୁ ରାମପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ବଳଦ ଅଟୋ ସାମ୍ନାକୁ ଦୌଡ଼ି ଆସିଥିଲା I ଫଳରେ ବଳଦକୁ ଧକ୍କା ଦେଇ ରାସ୍ତାରେ ଅଟୋଟି ଓଲୋଟି ଯାଇଥିଲ