Browsing Category

ଅପରାଧ

୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ….

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡ଼ା ପୁଲିସ୍ ୫୦ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ କୁ ଗିରଫ କରିଛି I ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ଠାରୁ ଭୁବନେଶ୍ଵର ଚାଲାଣ ହେଉଥିଲା I ଗିରଫ ୨ ଜଣ ବାଲିଗୁଡ଼ା ଥାନା ଡୁମୁଡି ସାହିର ଅଜୟ ଦିଗାଲ ଓ ଶଙ୍କର ଦିଗାଲ I…
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ଥ, ଚାଳକ ଗୁରୁତର ଆହତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ନୂଆଗାଁ ବ୍ଲକର ମହାସିଙ୍ଗ ଠାରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଉଇଛି I ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କୁ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି I ହେଲେ ବାଇକ ଚାଳକଙ୍କ ପରିଚିତ ମିଳି ପାରି ନାହିଁ I ପ୍ରାପ୍ତ…
Read More...

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ ଘଟଣା, ୫ ଲକ୍ଷ ଟଙ୍କା କ୍ଷତି ପୁରାଣ ଦାବିରେ ରାଜପଥ ଅବରୋଧ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିଙ୍କ ମୃତ ଘଟଣାକୁ ନେଇ କ୍ଷତି ପୁରାଣ ଦାବିରେ ପରିବାର ଏବଂ ଅଂଚଳର ଜନସାଧାରଣ ରାଜ ରାସ୍ତା ଅବରୋଧ କରି ଥିଲେ I ମୃତକ ଜଣକ ହେଲେ କୋଟଗଡ ଥାନା ସୁବର୍ଣ୍ଣଗିରି ଗାଁର ବାସୁଦେବ…
Read More...

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଥାନା ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତର ବାଉଡି ଗ୍ରାମରେ ଘର ଭିତରୁ ଜଣେ ମହିଳାଙ୍କ ମୃତ ଦେହ ଜବତ କରିଛି ଘୁ.ଉଦୟଗିରି ପୁଲିସ I ମୃତ ମହିଳା ଜଣକ ହେଲେ ମଦନ ମଲ୍ଲୀକଙ୍କ ସ୍ତ୍ରୀ ରିତିକା ସାହୁ I ଘଟଣା ଅନୁସାରେ ଗତ…
Read More...

କୋଲଭର୍ଟରେ ଧକ୍କା ହେଲା ବାଇକ: ଦୁଇ ଆହତ, ବାଇକ ହେଲା ଦୁଇ ଖଣ୍ଡ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନବାଗେରି ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ ଟିକାବାଲି ବ୍ଲକ ପାଡାଙ୍ଗି ଗ୍ରାମର ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି I ଘଟଣା ଅନୁସାରେ ପାଡାଙ୍ଗି ଗ୍ରାମର…
Read More...

ଅଟୋ ଷ୍ଟାଣ୍ଡ ପାଇଁ ସ୍ଥାନ ଦିଅ, ନ ହେଲେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଟୋ ପାର୍କିଙ୍ଗ କରିବୁ: ବାପୁଜି ଅଟୋ ମାଲିକ…

ଅନୁସନ୍ଧାନ ଭାରତ(ବ୍ୟୁର): କ.ନୂଆଗାଁ ବାପୁଜୀ ଅଟୋ ମାଲିକ ସଂଘ ପକ୍ଷରୁ ଅଟୋ ଷ୍ଟାଣ୍ଡ ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି I ବାପୁଜୀ ଅଟୋ ମାଲିକ ସଂଘ ସଭାପତି ଅମିନ ଦିଗାଲ , ସମ୍ପାଦକ ବିବେକା ନନ୍ଦ ମଲ୍ଲିକ, କୋଷଧକ୍ଷ ଅନିଲ ଚାନ୍ଦ ସିଂ, ହେରଦ୍…
Read More...

ଅପହୃତ ନାବାଳିକା ଉଦ୍ଧାର ଅଭିଯୁକ୍ତ ଟିଉସନ ଶିକ୍ଷକଙ୍କୁ କୋର୍ଟ ଚାଲାଣ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁରୁଙ୍କ ନାମରେ ଲାଗିଛି କଳଙ୍କ I ଟିଉସନ ଛାତ୍ରୀଙ୍କୁ ଅପହରଣ କରି ଜେଲଗଲେ ଶିକ୍ଷକ I କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ଏହିଭଳି ଅଭାବନୀୟ ଘଟଣା ଘଟିଛି I ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀକୁ କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡି ପୁଲିସ I…
Read More...

୫ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ…..

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଥରେ ବାଲିଗୁଡା ପୁଲିସିକୁ ମିଳିଛି ବଡ଼ ସଫଳତା I ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ଗ୍ରାମ ସଲାକିଆ ଠାରେ ଚଢ଼ାଉ କରି ୫ କୁଇଣ୍ଟାଲ ୨ କେଜି ୯୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ବାଲିଗୁଡ଼ା ପୁଲିସ I ଗିରଫ…
Read More...

ଗଞ୍ଜେଇ ଚୋରା ଚାଲାଣ ମାମଲା, ୩ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀ ଯୁକ୍ତ ଦିଲିପ କୁମାର ବିଶ୍ବାଳ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୩ ଜଣ ଅଭିଯୁକ୍ତ ଆନନ୍ଦ ପ୍ରଧାନ, ସୁବାସ ଚନ୍ଦ୍ର ସାହୁ, ଦିନେଶ କୁମାର ସାହୁ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି I ନୟାଗଡ଼ ଜିଲ୍ଲା ଫତେଗଡ…
Read More...

ଘୁ.ଉଦୟଗିରି ଠାରେ ଜି.ଏସ.ଟି. ଚଢ଼ାଉ ଆଶଙ୍କାରେ ଦୋକାନ ବଜାର ବନ୍ଦ, ଗ୍ରାହକ ହନ୍ତସନ୍ତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଥିବା ଲକ୍ଷ୍ମୀ ବଜାର, ବନ୍ଧ ଛକ, ଗାନ୍ଧୀ ଛକ, ବରଳିନୀ ମାର୍କେଟ ରେ ଥିବା ଦୋକାନ ଗୁଡ଼ିକ ଆଜି ମଧ୍ୟାହ୍ନ ରୁ ହଠାତ ବନ୍ଦ ହୋଇଯାଇ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା I ଦୋକାନ ଗୁଡିକୁ ତାଲା ବାନ୍ଧି ସତେ ଯେମିତି କରୋନା…
Read More...