ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ନୂଆଗାଁ ବ୍ଲକର ମହାସିଙ୍ଗ ଠାରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଉଇଛି I 

ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କୁ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି I ହେଲେ ବାଇକ ଚାଳକଙ୍କ ପରିଚିତ ମିଳି ପାରି ନାହିଁ I ପ୍ରାପ୍ତ ସୂଚନା ଅନୁସାରେ ନୁଆଁଗଁ ବ୍ଳକର ମହାସିଂ ଦୁଙ୍ଗିଆଡେଇ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି I ଯୁବକ ଜଣକ ଓଆର୧୨-ଏ୯୨୨୩ ନମ୍ବର ବାଇକ ଯୋଗେ ଦୃତ ବେଗରେ ବାଲିଗୁଡାରୁ ନୂଆଗାଁକୁ ଯାଉଥିବା ସମୟରେ ଭାରଶ୍ୟାମ ହରାଇ ଥିବା ଜଣାପଡ଼ିଛି । ବାଇକ ଚଳକଙ୍କ ପରିଚୟ ମିଳି ପାରି ନାହିଁ I