Browsing Category

ଖେଳ

ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ: ଓଡ଼ିଶା ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ହାସଲ, ଓଡ଼ିଶା ଟେନିସବଲ୍…

ଅନୁସନ୍ଧାନ ଭାରତ(ବ୍ୟୁର): ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଥିବା ୨୭ ତମ ଜାତୀୟ ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ରେ ଓଡ଼ିଶା ତୃତୀୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାସଲ କରିଛି l ଓଡ଼ିଆ ଦଳ ଆଜି ପ୍ରତ୍ୟାବର୍ତ୍ତନ କରିଛି l ବ୍ରୋଞ୍ଜ ପଦକ ଵିଜୟୀ ଓଡିଶା ଦଳରେ ସାମିଲ ଖେଳାଳି…
Read More...

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍‌ଜା ସ୍ମରଣିକା ଉନ୍ମୋଚିତ……

ଅନୁସନ୍ଧାନ ଭାରତ(ବ୍ୟୁର) : ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ସଭା ଗୁରୁବାର ଅପରାହ୍ଣରେ ସହିଦ ‌ସ୍ପୋର୍ଟିଂ କ୍ଲବ୍‌ ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସରେ ଅନୁଷ୍ଠିତ ହୋଇଯାଇଛି l ଡକ୍ଟର ପଟ୍ଟନାୟକ ଖେଳ ସାମ୍ବାଦିକ ଭାବେ ଯେତିକି ପରିଚିତ ନଥିଲେ ଜଣେ…
Read More...

୨୦ବର୍ଷରୁ କମ୍‌ ସାଫ ଫୁଟବଲ୍‌ ଚାମ୍ପିଅନ୍‌ସିପ୍‌ : ବାଂଲାଦେଶକୁ ୫-୨ ଗୋଲ୍‌ରେ ହରାଇ ଭାରତ ଚାମ୍ପିଅନ୍……

ଅନୁସନ୍ଧାନ ଭାରତ(ବ୍ୟୁର) : କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୨୦ବର୍ଷରୁ କମ୍‌ ସାଫ ଫୁଟବଲ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି l ଶୁକ୍ରବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତ ୫-୨ ଗୋଲ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା l…
Read More...

ଲେକଚର ବୁଲିଆନ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଫାଇନାଲ ମ୍ୟାଚରେ ବାଲିଗୁଡ଼ା ଫୁଟବଲ ଦଳକୁ ହରାଇ ଦୀପକ ଏଫସି କ୍ଲବ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଅଂଚଳର ଟାଣୁଆ ନେତା ସମସ୍ତଙ୍କର ଅତି ପରିଚିତ ସ୍ବର୍ଗତ ଲେକଚରର ବୁଲିଆନ ମେମୋରିଆଲ ଫୁଟବଲ ଟୋର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚ ଦୀପକ ଫୁଟବଲ କ୍ଲବ ଓ ବାଲିଗୁଡ଼ା ଫୁଟବଲ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ମ୍ୟାଚରେ ଦୀପକ ଫୁଟବଲ ଦଳ ୨-୦…
Read More...

କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ………

ଅନୁସନ୍ଧାନ ଭାରତ(ବ୍ୟୁର): କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଆଜି ପୂର୍ବାହ୍ନ ୮.୩୦ ସମୟରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡିଶା ହକି ପ୍ରମୋସନ କାଉନସିଲର ଅଧକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ ଜାତୀୟ…
Read More...

ଲେକ୍ଚରର୍ ବୁଳିଆନ ମେମୋରିଆଲ ଟୁର୍ଣ୍ଣାମେଣ୍ଟ, ତୃତୀୟ ଦିନରେ ୧/୦ରେ ବାଲିଗୁଡା ବିଜୟୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଘୁ.ଉଦୟଗିରି ଫୁଟବଲ୍ କ୍ଲବ ଦ୍ବାରା ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ଲେକ୍ଚରର ବୁଳିଅନ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ବାଲିଗୁଡା ବନାମ ଫୁଲବାଣୀ (ବୁଢା ଦାନି) ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା l ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ…
Read More...

ଲେକ୍ଚରର୍ ବୁଳିଆନ ମେମୋରିଆଲ ଟୁର୍ଣ୍ଣାମେଣ୍ଟ, ଦ୍ୱିତୀୟ ଦିନରେ ୧/୦ରେ ସାରଙ୍ଗଡ ବିଜୟୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ. ଉଦୟଗିରି ଫୁଟବଲ୍ କ୍ଲବ ସହଯୋଗରେ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ଲେକ୍ଚରର ବୁଲିଅନ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ସାରଙ୍ଗଡ଼ ବନାମ ଭଞ୍ଜନଗର (ଚକରାବିଶୋଇ) ମ୍ୟାଚ ଅନୁଷ୍ଠିତ ହୋଇ ଥିଲା I ଏହି ମେଚରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ…
Read More...

ସ୍ବର୍ଗତ କାଉନସିଲର ଲେକ୍ଚରର ବୁଲିଆନ ମେମୋରିଆଲ ଫୁଟବଲ ଟୋର୍ଣ୍ଣାମେଣ୍ଟର ଉଦଘାଟିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଜଣାଶୁଣା ରାଜନେତା ତଥା ଘୁ.ଉଦୟଗିରି ଏନଏସିର ୬ନଂ ୱାର୍ଡ ର ବିଜେଡି କାଉନସିଲର ଲେକ୍ଚରର ବୁଲିଅନଙ୍କ ଗତ ମାସ ୧୪ ତାରିଖରେ ହୃଦଘାତରେ ଦେହାନ୍ତ ହୋଇଥିଲା I ସେ ଜଣେ ଅତି ମିଷ୍ଠଭାଷୀ ଓ ସମସ୍ତଙ୍କ ସହ ମିଳାମିଶା ପ୍ରକୃତିର ନିର୍ଭୟ ବ୍ୟକ୍ତିତ୍ୱ…
Read More...

ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ସମୀକ୍ଷା କଲେ କ୍ରୀଡ଼ା ଓ ଯୁବସେବା…

ଅନୁସନ୍ଧାନ ଭାରତ(ବ୍ୟୁର): ୨୪ ଜୁଲାଇ ୨୦୨୨: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ତଥା ଗୃହ ବିଭାଗର ମାନ୍ୟବର ରାଷ୍ଟମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି…
Read More...

ଦି କ୍ଲବ ପକ୍ଷରୁ ଆୟୋଜିତ ପ୍ରଶାନ୍ତି ବିହାର ପ୍ରିମିଅର ଲିଗ (PPL – 5) ସଟ୍ ବାଉଣ୍ଡରୀ ଟେନିସ ବଲ କ୍ରିକେଟ…

ଅନୁସନ୍ଧାନ ଭାରତ(ବ୍ୟୁର): ଦି କ୍ଲବ ପକ୍ଷରୁ ଆୟୋଜିତ ପ୍ରଶାନ୍ତି ବିହାର ପ୍ରିମିଅର ଲିଗ (PPL - 5) ସଟ୍ ବାଉଣ୍ଡରୀ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେ ଉଦଯାପିତ ହୋଇଯାଇଛି । ଏଥିରେ ଏଚ୍ ଆର ଏ ଷ୍ଟିକରସକୁ ହରାଇ ଲିପନ୍ ଆଭେଞ୍ଜର ଚମ୍ପିୟନ ହୋଇଛି । ଦୀର୍ଘ ତିନି ଦିନ ଧରି ୬ଟି ଦଳ ମଧ୍ୟରେ…
Read More...