Browsing Category
ଲାଇଫ୍ ଷ୍ଟାଇଲ୍
ଘୁ.ଉଦୟଗିରି ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରର ବିଭିନ୍ନ ଘରୋଇ ଅନୁଷ୍ଠାନ ସହିତ ସରକାରୀ କାଯ୍ୟାଳୟରେ ଅନୁଷ୍ଠିତ ହୋଇଛି ବିଶ୍ୱକର୍ମା ପୂଜା । ଏଥି ପାଇଁ ପୂର୍ବ ପ୍ରସ୍ତୁତି କରାଯାଇଥିବା ବେଳେ ଆଜି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଛନ୍ତି ଦେବ ଶିଳ୍ପୀ ବିଶ୍ୱକର୍ମା ।…
Read More...
Read More...
ଖସଡ଼ା ଜଳପ୍ରପାତ ଠାରେ ଅସ୍ଥାୟୀ ବନ କର୍ମଚାରୀଙ୍କ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ….
ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ଲବାର୍ସିଂ ପଞ୍ଚାୟତ ସ୍ଥିତ ଖସଡ଼ା ଜଳପ୍ରପାତ ଠାରେ ପାରଳାଖେମୁଣ୍ଡି ଡିଭିଜନର ଅସ୍ଥାୟୀ ବନ କର୍ମଚାରୀ ମାନଙ୍କର କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାତଟି ରେଞ୍ଜର ପାଖାପାଖି ୬୦ ଜଣ ଅସ୍ଥାୟୀ…
Read More...
Read More...
କୁର୍ତ୍ତମଗଡ଼ ଠାରେ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେଲା ପ୍ରଭୁ ଗଣେଶଙ୍କ ଭସାଣି ଉତ୍ସବ….
ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ତୁମ୍ବୁଡ଼ିବନ୍ଦ ବ୍ଲକ କୁର୍ତ୍ତମଗଡ଼ ପଞ୍ଚାୟତର ବଜାର ସାହିରେ ଗତ 7/08/24 ରିଖ ଦିନ ପ୍ରଭୁ ଗଣେଶଙ୍କ ପୂଜା କରାଯାଇଥିଲା । ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବହୁ ଆଡମ୍ବର ସହିତ ପୂଜାର୍ଚନା କରାଯାଇଥିଲା । ଆଜି ଅପରାହ୍ନ 5 ଟା 30 ସମୟରେ ପ୍ରଭୁ…
Read More...
Read More...
ଜଗନ୍ନାଥ ଛକ ଦୁର୍ଗାପୂଜା କମିଟିର ମାଟି ଅନୁକୂଳ…..
ସିନାପାଲି(ପରମେଶ୍ୱର ମେହେର): ଆଗକୁ ମାଁ ଦୁର୍ଗାଙ୍କ ଶାରଦୀୟ ପୂଜା l ପୂଜା ମଣ୍ତପ ମାନଙ୍କରେ ବିରାଜିବେ ଜଗତଜନନୀ ମାଁ ଦୁର୍ଗା l ଏଥି ପାଇଁ ଚଳଚଂଚଳ ହେଲାଣି ସମସ୍ତ ପୂଜା କମିଟି l ନୂଆପଡା ଜିଲ୍ଲା ସିନାପାଲି ଜଗନ୍ନାଥ ଛକ ଦୁର୍ଗାପୂଜା କମିଟି ତରଫରୁ ଚଳିତ ବର୍ଷର ଦୁର୍ଗାପୂଜାର ମୃଣ୍ମୟୀ…
Read More...
Read More...
ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଅସହାୟ ବାଳକର ସ୍ବପ୍ନ ହେଲା ସାକାର…
ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ଅନ୍ତ ଘଟାଇବା ପ୍ରୟାସରେ ଜିଲ୍ଲାପାଳ ମଧୁସୂଦନ ଦାଶ ଗତକାଲି ଲିଟିସର୍ଗି ଗ୍ରାମ ପଞ୍ଚାୟତରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ସେଠାକାର ପୁରୁଷ ଓ ମହିଳା ଶ୍ରମିକମାନଙ୍କୁ ନେଇ ଏକ ସଚେତନତା ସଭାର ଆୟୋଜନ କରିଥିଲେ l…
Read More...
Read More...
ଗୁଣପୁରର ମନ ମୋହିଲା ରାଇଜିଙ୍ଗ ମେଲୋଡି….
ଗୁଣପୁର(ସୁନିଲ୍ କୁମାର ସାବତ): ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଅବସରରେ ରାୟଗଡା ଜିଲ୍ଲା ଗୁଣପୁର ନୀଳାଦ୍ରି ବିହାର ଓ ବଳରାମ ନଗର ପୂଜା କମିଟି ପକ୍ଷରୁ ସ୍ଥାନୀୟ କଳାକାରଙ୍କୁ ନେଇ ରାଇଜିଙ୍ଗ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁଣପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ…
Read More...
Read More...
ମା’ଭଗବତୀଙ୍କ ପୀଠରେ ଷଷ୍ଠୀ ଓଷା, ପାର୍ବଣ ପ୍ରସ୍ତୁତି ପାଇଁ ଷଷ୍ଠୀ ବ୍ରତ ଧାରଣ କଲେ ସେବାୟତ…..
ଚିଲିକା(ସଂଗ୍ରାମ ରଣା): ବାଣପୁର-ଉପକୂଳ ଓଡ଼ିଶାର ମହାନ ପର୍ବ ଷଷ୍ଠୀ ଓଷା, ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ପୁରପଲ୍ଲୀର ପ୍ରତି ଘରେ ଭାଗ୍ୟର ଦେବୀ ଷଷ୍ଠୀଦେବୀଙ୍କୁ ଛଅତିଅଣ ଛ ଭଜା ସହିତ ନାନାଦି ପ୍ରକାର ପିଠାପଣା, କ୍ଷିରୀ ଖେଚଡ଼ି କରି ପୂଜାକରାଯାଏ । ଏହି ଦିନ ଗୃହମାନଙ୍କରେ ମା'ଙ୍କୁ ପୂଜା…
Read More...
Read More...
ଯୋଗୀମାରିରେ ଗଣେଷ ପୂଜା ପାଳିତ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସହର ସମେତ ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ସ୍ଥାନୀୟ ଯୋଗୀମାରି ଗ୍ରାମ ଠାରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ…
Read More...
Read More...
ଗଣ ପର୍ବ ନୂଆଖାଇ ପାଇଁ ଦାଦନ ଶ୍ରମିକଙ୍କ ଗାଁ ମୁହାଁ…..
ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଦାଦନ ସମସ୍ୟା ଦିନକୁ ଦିନ ପ୍ରମୁଖ ସମସ୍ୟା ଭାବରେ ଉଭାନ ହୋଇଛି l ଏହା ଫଳରେ ପେଟ ପାଟଣା ପାଇଁ ସିନାପାଲି ଅଞ୍ଚଳର ହଜାର ହଜାର ଦାଦନ ଶ୍ରମିକ ସୁଦୂର ଆନ୍ଦ୍ରପ୍ରଦେଶ, ତାମିଲନାଡୁ, ଗୁଜୁରାଟ, ଚେନାଇ, ତେଲେଙ୍ଗାନା, ଦିଲ୍ଲୀ,…
Read More...
Read More...
ପବିତ୍ର ତୀଜ ପୁଜା ଅନୁଷ୍ଠିତ….
ରାଇରଙ୍ଗପୁର(ଉତ୍ତମ ରାମ): ଭାଦ୍ର ମାସ ତୃତୀୟାରେ ଅନୁଷ୍ଠିତ ହେଇଥାଏ ପବିତ୍ର ତୀଜ ପୁଜା । ଶିବ ପାର୍ବତୀଙ୍କ ବିବାହ ଉପରେ ଆଧାରିତ ଏହି ପୁଜାକୁ ମହିଳାମାନଙ୍କ ଦ୍ବାରା 24 ଘଣ୍ଟା ନିର୍ଜଳା ବ୍ରତ କରାଯାଇଥାଏ । ସ୍ବାମୀର ଦୀର୍ଘ ଏବଂ ନିରୋଗ ଜୀବନ ନିମନ୍ତେ କରାଯାଉଥିବା ଏହି ବ୍ରତ ପରେ…
Read More...
Read More...