Browsing Category
ଲାଇଫ୍ ଷ୍ଟାଇଲ୍
ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଦଶମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ….
ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବୁର୍ବିନାଯୁ ଠାରେ ବ୍ଲକ ସ୍ତରୀୟ ଦଶମ ମାସିକ…
Read More...
Read More...
ମୋହନା ବଣିକ ସଂଘ ପକ୍ଷରୁ ଦୁର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ..
ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ପାଖେଇ ଆସୁଛି ଦୁର୍ଗାପୂଜା । ପଲ୍ଲୀରୁ ସହର ସବୁଠି ଧୁମ୍ ଧାମରେ ପାଳନ ହେବ ଦୁର୍ଗା ପୂଜା l ଏହି ଅବସରରେ ମା'ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ହେବା ସହ ଭଳିକି ଭଳି ମେଢ଼ ଦେଖିବାକୁ ମିଳିବ । କାରିଗରମାନେ ବିଭିନ୍ନ ଢ଼ଙ୍ଗର ମା'ଙ୍କ ମୂର୍ତ୍ତି ଗଢ଼ିବାରେ…
Read More...
Read More...
ଓଳମ୍ବାରେ ହିନ୍ଦୀ ଦିବସ ପାଳିତ…
ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଓଳମ୍ବା ସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶିଶିର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଶିକ୍ଷକ ରାଜେନ୍ଦ୍ର ପାଣିଗ୍ରାହୀ, କୋରା ପ୍ରସାଦ ମହାକୁଡ଼, ମନୋଜ…
Read More...
Read More...
ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ….
ଧରାକୋଟ(ସୁନୀଲ କୁମାର ଚୋଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡେନିସ ବେହେରାଙ୍କ ସହ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ପ୍ରଧାନ ଅଚାନକ ଭାବେ ସରକାରୀ ଆଶ୍ରମ ବିଦ୍ୟାଳୟ ବଳରାମ ପୁର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା…
Read More...
Read More...
ଲଡୁଗାଁ ପିଏଚସିରେ ମାନସିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଶିବିର ଅନୁଷ୍ଠିତ…..
କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୋଜନରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଲଡୁଗାଁ ଠାରେ ଗୁରୁବାର ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଡିପିଏଚଓ ଡ଼.ରାଜେଶ…
Read More...
Read More...
ସିନାପାଲିରେ ସୁଭଦ୍ରା ଓ ଆବାସ ଯୋଜନାର ଶୁଭାରମ୍ଭ….
ସିନାପାଲି(ପରମେଶ୍ୱର ମେହେର): ଓଡିଶାର ମହିଲା ମାନଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୁଗାନ୍ତକାରି ସୁଭଦ୍ରା ଯୋଜନାର ଶୁଭ ଉଦଘାଟନ ହୋଇଥିବା ବେଲେ ଆବାସ ଯୋଜନାର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ…
Read More...
Read More...
ଗଉନ୍ତିଆ ପଡାରେ ଜାକଜକମରେ ବିଶ୍ଵକର୍ମା ପୂଜା ପାଳିତ…..
ନୁଆପଡା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବେଲରଦନା ସ୍ଥିତ ଗଉନ୍ତିଆପଡା ଠାରେ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ପଡାର ଶତାଧିକ ମହିଳା ଓ ପୁରୁଷ ଗ୍ରାମର ପିଲା ସାଗରବନ୍ଧରୁ ଜଳ ପୁର୍ଣ୍ଣ କଳସି ଆଣି ପୁଜକ ରିତି ନିତି ଅନୁସାରେ କଳସ ସ୍ଥାପନ କରିଥିଲେ…
Read More...
Read More...
“ସୁଭଦ୍ରା “ଯୋଜନାର ଶୁଭାରମ୍ଭ ଭର୍ଚୁଆଲରେ ସାମିଲ ହେଲା ଗୋଲାମୁଣ୍ଡା ବ୍ଲକ…..
ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ ): ମହିଳା ସଶକ୍ତି କରଣ ଓ ଆତ୍ମ ନିର୍ଭରଶୀଳ ଉପରେ ଆଧାରିତ ରାଜ୍ୟ ସରକାରଙ୍କ ଅଭିନବ ଯୋଜନା"ସୁଭଦ୍ରା"ର ଶୁଭାରମ୍ଭ ଆଜି ହୋଇଯାଇଛି । ରାଜ୍ୟର ୨୫ ଲକ୍ଷ୍ୟ୧୧ ଜଣ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଯାଇଛି ପାଞ୍ଚ ହଜାର ଟଙ୍କା । ତତ୍ ସହିତ ଯଶସ୍ଵି…
Read More...
Read More...
କୋକସରା ବ୍ଲକରେ ସୁଭଦ୍ରା ଯୋଜନା ଲୋକାର୍ପଣ ସମାରୋହ ଅନୁଷ୍ଠିତ…..
କୋକସରା(ତ୍ରିଲୋକ୍ୟ ବେଶ୍ରା): ସେପ୍ଟେମ୍ବର ୧୭ ତାରିଖରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିବସ ଅବସରରେ ଓଡିଶା ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ପାଳିରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଜନ୍ମ ଦିବସ ପାଳନ ସହ ଓଡିଶାରେ ବିଜେପି ମୋହନ ସରକାରଙ୍କ ୧୦୦ ଦିନ ପୁର୍ତ୍ତୀ…
Read More...
Read More...
ଅନ୍ୱେଷାରେ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର); କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଅନ୍ୱେଷା ହଷ୍ଟେଲରେ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ହଷ୍ଟେଲ ସୁପରିଟେଣ୍ଡଣ୍ଟ ସୁଧିର କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ…
Read More...
Read More...