Browsing Category
ଲାଇଫ୍ ଷ୍ଟାଇଲ୍
ବଡ଼ଦରଲୀପଡାରେ ଝାଡାବାନ୍ତି, ଦୁଇ ମୃତ ତିନି ଗୁରୁତର….
ସିନାପାଲି(ପରମେଶ୍ୱର ମେହେର): ନୁଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ପଞ୍ଚାୟତ ବଡ଼ଦରଲୀପଡା ଠାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତ ବ୍ୟକ୍ତି ଦ୍ବୟ ବଲମତ ମାଝୀ (୨୨)…
Read More...
Read More...
ସିନାପାଲିରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ…..
ସିନାପାଲି(ପରମେଶ୍ୱର ମେହେର): ନୁଆପଡା ଜିଲ୍ଲା ସିନାପାଲି ସ୍ଥିତ ବସଷ୍ଟାଣ୍ଡ ପରିସରରେ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଷ୍ଟେଟବ୍ୟାଙ୍କ ସିନାପାଲି ଶାଖା ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ସିନାପାଲି ବ୍ଲକ ସ୍ୱଚ୍ଛ ଓ ପରିମଳ ବିଭାଗ…
Read More...
Read More...
ସାର୍ବଜନୀନ ଦୁର୍ଗା ପୂଜା ଲଡୁଗାଁ, ପ୍ରତିମା ନିର୍ମାଣ ପାଇଁ ମାଟି ପୂଜନ କାର୍ଯ୍ୟକ୍ରମ….
କୋକସରା(ତ୍ରିଲୋକ୍ୟ ବେଶ୍ରା): ଧରା ପୃଷ୍ଠକୁ ଆସିଛି ପାର୍ବଣ ଋତୁ, ଧରାବତରଣ କରିଛନ୍ତି ମା ଜଗତ ଜନନୀ ଦୁର୍ଗା । ଅନେକ ସ୍ଥାନରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବୁଧବାର କୋକସରା ବ୍ଲକ ଲଡୁଗାଁ ଠାରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ କମିଟି ପକ୍ଷରୁ…
Read More...
Read More...
ରାୟଗଡ଼ ବ୍ଲକ୍ ରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ…
ରାୟଗଡ(ଟିକି ଲିମା): ପରିବେଶ ସୁରକ୍ଷା ଜୀବନ ରକ୍ଷା ଅର୍ଥାତ ଯଦି ପରିବେଶ ସ୍ୱଚ୍ଛ ଓ ସୁନ୍ଦର ରହିଲେ ଜନସାଧାରଣ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇପାରିବେ l ତେଣୁ ଏହି ପ୍ରରିପେକ୍ଷୀରେ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ କାର୍ଯ୍ୟକ୍ରମ ବି.ଆର.ସି ସ୍ୱରୂପ…
Read More...
Read More...
ଗଦାପୁରରେ କଣ୍ଟାପୀଡା ଯାତ୍ରା ଉଦଯାପିତ….
ଦାରିଙ୍ଗବାଡି(ଅଶୋକ ସିଂ): ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳର ଗଦାପୁର ଠାରେ ବାଲିଯାତ୍ରା ବା କଣ୍ଟାପୀଡା ଯାତ୍ରା ପାଳନ କରାଯାଇଛି । ଗତ ୧୨ ଦିନ ଧରି ଚାଲିଥିବା ଏହି ଯାତ୍ରା ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଛି । ବିଶ୍ୱାସ ରହିଛି ବାଲିଯାତ୍ରା ହେଲେ ଶୀତ ଆସେ,…
Read More...
Read More...
ମାଁ ଆସିବେ ବୋଲି ଖୁସିରେ ହସୁଛି କାଶତଣ୍ଡୀ….
ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କାଶତଣ୍ଡିକୁ ଦେଖିଲେ ଶରତ ଋତୁର ଆଗମନ ଏବଂ ପାର୍ବଣ ଋତୁର ଆରମ୍ଭ ବୋଲି ସମସ୍ତେ ଜାଣିଛନ୍ତି l ଏହି ବର୍ଷ ଟିକେ ଆଗରୁ ଧରିତ୍ରୀ ବୁକୁରେ କାଶତଣ୍ଡୀ ଶୋଭା ପାଉଥିବା ବେଳେ ଦୁର୍ଗାପୂଜା ହେବାକୁ ଆଉ କିଛିଦିନ ବାକି ରହିଛି l ଆଶ୍ଵିନ ମାସରେ ଧାରବତରଣ କରିବେ ଜଗତ…
Read More...
Read More...
ହିଞ୍ଜିଳିକାଟୁ ବ୍ଳକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ….
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଆଜି ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରୁରେ ଅଧ୍ୟକ୍ଷ ସୁଜିତ୍ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବ୍ଳକ ଶିକ୍ଷାଧିକାରୀ…
Read More...
Read More...
ଶ୍ରୀ ଗଣେଶ ବଣିକ ସଂଘ ପକ୍ଷରୁ ମାଁ’ ଗଜଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ….
ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଳକ ହାଇସ୍କୁଲ ଛକଠାରେ ଦୀର୍ଘ ୧୧ ବର୍ଷ ଧରି ପାଳନ ହୋଇ ଆସୁଛି ମାଁ ଗଜଲକ୍ଷ୍ମୀଙ୍କ ପୂଜା । ଏହି ଗଜଲକ୍ଷ୍ମୀ ପୂଜା ଦେଖିବା ସହ ଓ ମା'ଙ୍କର ଆଶୀର୍ବାଦ ନେବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଲୋକ ରୁଣ୍ଡହୁଅନ୍ତି । ଏହି ପରିପେକ୍ଷୀରେ…
Read More...
Read More...
କୋକସରା ସିଏଚସିରୁ ଗଡ଼ିଲା ଡେଙ୍ଗୁ ସଚେତନତା ରଥ….
କକୋସରା(ତ୍ରିଲୋକ୍ୟ ବେଶ୍ରା): ଏଡିଶ ମଶା ଯୋଗୁଁ ଡେଙ୍ଗୁ ରୋଗ ବ୍ୟାପିଥାଏ l ଏହି ମଶାରୁ କେମିତି ସୁରକ୍ଷିତ ରହିବା ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନତା ସୃଷ୍ଟି ଅଭିଯାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ…
Read More...
Read More...
ବେଲଟୁକୁରି ଶିଶୁ ମନ୍ଦିରରେ ମାତୃସମ୍ମିଳନୀ ଅନୁଷ୍ଠିତ…..
ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବେଲ୍ ଟୁକୁରି ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପିତାମ୍ବର ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ କୀର୍ତ୍ତି ଚନ୍ଦ୍ର ସାହୁ , ମୁଖ୍ୟ…
Read More...
Read More...