Browsing Category
ଅପରାଧ
ଭଞ୍ଜନଗର ଘାଇରେ ବୁଡି ୨ଯୁବକର ମୃତ୍ୟୁ…
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଜଳଭଣ୍ଡାରରେ ଗାଧୋଇବା ସମୟରେ ବୁଡି ଯାଇ ଦୁଇ ନାବାଳକ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ପ୍ରକାରେ, ରବିବାର ସନ୍ଧ୍ୟାରେ ଲାଲସିଙ୍ଗି ଗ୍ରାମର କାହ୍ନୁ ପ୍ରଧାନ(୧୭) ଏବଂ ଆଶୁତୋଷ ଭୂୟାଁ(୧୭) ସାଙ୍ଗ ମାନଙ୍କ ସହ ଭଞ୍ଜନଗର ଘାଇକୁ ଗାଧୋଇବାକୁ ଯାଇଥିଲେ ।…
Read More...
Read More...
ସେକ୍ସ ରାକେଟ୍ ଉପରେ ପୁଲିସ ଚଢ଼ାଉ, ୫ଗିରଫ….
ଭଞ୍ଜନଗର(ନିଲୁ ବିଷୋୟୀ): ସହର ମଧ୍ୟରୁ ଭଞ୍ଜନଗର ପୁଲିସ ସେକ୍ସ ରାକେଟ ଠାବ କରିଛି । ଆଉ କିଛି ଦିନ ପରେ ଅର୍ଥାତ୍ ଏପ୍ରିଲ ୨୬ରୁ ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ । ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାରେ ପୁଲିସର ମୁଖ୍ୟ ଭୂମିକା ରହିଛି । ତେଣୁ…
Read More...
Read More...
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ଶିବିର ଅନୁଷ୍ଠିତ….
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡର ଡମ୍ବାପୁର ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ଓ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ସୁଭ୍ରଜିତଙ୍କ ନିର୍ଦ୍ଧେଶକ୍ରମେ ରାୟଗଡ ବନପାଳ ଗୀତାଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ଼ମ୍ବାପୁର ଠାରେ ଆଖପାଖ ଅଞ୍ଚଳର…
Read More...
Read More...
ସିଞ୍ଜାକୁଟି ଗ୍ରାମର ରାସ୍ତା ଶୋଚନୀୟ ଅବସ୍ଥା, ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଗର୍ଭବତୀ ମହିଳାଙ୍କ ମୃତ…
ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଦୁର୍ଗମ ଅଞ୍ଚଳର ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି । ସିଞ୍ଜାକୁଟି ଗ୍ରାମକୁ ପକ୍କା ରାସ୍ତାଟିଏ ନଥିବାରୁ ସଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ନପାରି ଜଣେ ଗର୍ଭବତୀ…
Read More...
Read More...
ଗ୍ରାମ୍ୟଉନ୍ନୟନ ବିଭାଗଙ୍କ ପ୍ରତିଶୃତି ପୂରଣ ନ ହେବେରୁ ପୁଣି ଥରେ ରାସ୍ତା ଅବରୋଧ କଲେ ସିର୍କାବର୍ଗ ପଞ୍ଚାୟତ…
ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବଡ଼ାଙ୍ଗିଆ ଗ୍ରାମରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ କରିନଥିବାରୁ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଯାହାକୁ ନେଇ ପୁଣି ଥରେ…
Read More...
Read More...
ଏସଏଫ୍ ଯବାନଙ୍କ ମାଓ ନିପାତ ଅଭିଯାନ, ପଣସ ପଦର ଜଙ୍ଗଲରୁ ମିଳିଲା ଦେଶୀ ବନ୍ଧୁକ ମରାମତି ଓ ତିଆରି ସରଞ୍ଜାମ…..
ଦାରିଙ୍ଗବାଡ଼ି(ଆଶୋକ ସିଂ): ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡ଼ିଶାକୁ ମାଓ ମୁକ୍ତ ରାଜ୍ୟ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି l ଏହି ଅବସରରେ କନ୍ଧମାଳ ରାୟଗଡ଼ା ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ କିଛି ମାଓବାଦୀ ଆତ୍ମ ଗୋପନ କରିଥିବା ପୁଲିସ ଗୁଇନ୍ଦା ବିଭାଗ ସନ୍ଦେହ କରୁଥିବା ବେଳେ…
Read More...
Read More...
ଗଞ୍ଜେଇ ଦମନକାରୀ ଚାରିଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ବାରା ମିଳିଲା ମାନପତ୍ର….
ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ହେଉଛି ଏକ ଆଦିବାସୀ ପ୍ରବଣ ଅଞ୍ଚଳ l ଯାହାର ଫାଇଦା ନେଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ଏଠାରେ ପାଦୁର୍ଭାବ ବଢୁଛି l ନିରୀହ ଆଦିବାସୀମାନଙ୍କୁ ପ୍ରଲୋଭନ ଦେଖାଇ ଏହି ମାଫିଆମାନେ ଗଞ୍ଜେଇ ଚାଷ କରୁଛନ୍ତି l ଯାହା ଫଳରେ ଏଠାକାର ନିରୀହ ଲୋକମାନେ…
Read More...
Read More...
କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ଦିବଂଗତା ପୀଡ଼ିତା ଛାତ୍ରୀର ପରିବାରକୁ ଭେଟିଲେ ପ୍ରଦେଶ ମହିଳା କଂଗ୍ରେସର ତଥ୍ୟ…
ଅନୁସନ୍ଧାନ ଭାରତ(ବ୍ୟୁର): କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଥ୍ୟ ଅନୁସନ୍ଧାନ ପାଇଁ ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ପ୍ରଦେଶ ମହିଳା କଂଗ୍ରେସର ଏକ ସ୍ୱତନ୍ତ୍ର ଟିମ କାମାକ୍ଷାନଗର…
Read More...
Read More...
ବନବିଭାଗ କର୍ମଚାରୀଙ୍କ ଅବହେଳାର ଯୋଗୁଁ ବିପଦରେ ସ୍ଥାନୀୟ ବାସିନ୍ଧା: ହାତୀ ଆକ୍ରମଣରେ ଗଲା ତିନି ଜୀବନ, ଘଣ୍ଟା ଘଣ୍ଟା…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମପଂଚାୟତ ଡାମ୍ବା ଗ୍ରାମରେ ଶୁକ୍ରବାର ରାତ୍ରିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ଶନିବାର ଭୋରୁ 4ତା ସମୟରେ ଟିକାବାଲି ବ୍ଲକ ପାବୁରିଆ ଗ୍ରାମପଞ୍ଚାୟତ ନେଡିନାଜୁ ଗ୍ରାମର ଜଣେ ଯୁବକଙ୍କ…
Read More...
Read More...
ରାକ୍ଷସ ସାଜିଲା ସାବତ ବାପା, ପାଟିରେ କପଡ଼ା ପୁରାଇ ୪ ବର୍ଷ ଶିଶୁର କାଟିଦେଲା ଯୌନାଙ୍ଗ….
ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ମାନବିକତା ଭୁଲିଗଲା ଶିଶୁଙ୍କ ସାବତ ବାପା । ହୀନ ମାନସିକତା ଯାଗୁଁ ୪ ବର୍ଷ ଶିଶୁର ଯୌନାଙ୍ଗ କାଟିଦେଲା ଜିପ୍ତ ମୁଠାମାଝୀ(ସାବତ ବାପା) । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ଥ ସୋନପୁର ପଞ୍ଚାୟତର…
Read More...
Read More...