Browsing Category

ଅପରାଧ

ଭେଜିପୁଟରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସ୍ଥିତ ଭେଜିପୁଟ  ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ଠାରେ ଭଞ୍ଜନଗର ଥାନା  ଆମ ପୁଲିସ ସମିତି ବୈଠକ ଥାନାଧିକାରୀ ଧୀରେଶ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର, ପ୍ରାକ୍ତନ କଲେଜ ଅଧ୍ୟକ୍ଷ…
Read More...

ବେଦାନ୍ତକୁ ଖଣି ଓ କଞ୍ଚାମାଲ ଯୋଗାଇବା ଦାବି କଲେ ଲାଞ୍ଜିଗଡ଼ ଅଞ୍ଚଳବାସୀ……

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ୍ ଗତ ୨୦୦୩ ମସୀହାରୁ ଲାଞ୍ଜିଗଡ଼ଠାରେ ରିଫାଇନେରୀ ସ୍ଥାପନ ସହିତ ଆଲୁମିନା ଉତ୍ପାଦନ ଆରମ୍ଭ କରିଥିଲା ସତ କିନ୍ତୁ ପ୍ରାୟ ୨୦ ବର୍ଷ ପୁରିବାକୁ ବସିଥିବା ବେଳେ କଂପାନୀକୁ…
Read More...

ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଠାରେ ୭୫ ତମ ଏନସିସି ଦିବସ ମହା ଆଡ଼ମ୍ବରରେ ପାଳିତ……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ସଦର ମହକୁମାରରେ ଅବସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଠାରେ  ୭୫ଏନସିସି ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାର୍ଥୀଙ୍କୁ ନେଇ ଚିତ୍ରାଙ୍କନ ଫର୍ଦ୍ଦ ପ୍ରତିଯୋଗିତା ସହ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।…
Read More...

କଳିଙ୍ଗ ମହାବିଦ୍ୟାଳୟରେ ଆଣ୍ଟିରାଗିଙ୍ଗ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଏକ ଆଣ୍ଟିରାଗିଙ୍ଗ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଆଦର୍ଶ ଥାନାଧିକାରୀ ଅଜୟ କୁମାର…
Read More...

ମାନସିକ ବିକାରଗ୍ରସ୍ତ ପୁଅର ଆକ୍ରମଣରେ ମାଆ ଗୁରୁତର…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ରହୁଥିବା ଜଣେ ବୃଦ୍ଧାଙ୍କୁ ତାଙ୍କ ଜନ୍ମିତ ମାନସିକ ବିକାରଗ୍ରସ୍ତ ପୁଅ ଆକ୍ରମଣ କରିବାରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆଜି ସକାଳେ ବାସନ୍ତୀ ବେହେରା ଘର ନିକଟରେ ଥିବା ଜଳ ଯୋଗାଣ ପାଇପରୁ ପାଣି ନେଇ…
Read More...

ସରକାରୀ ଜାଗାରେ ଥିବା ବିଦ୍ୟୁତ କାର୍ଯ୍ୟାଳୟକୁ ସିଲ୍ କଲେ ତହସିଲଦାର…….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଠାରେ ଥିବା ଟିପିଏସଓଡିଏଲ ବିଦ୍ୟୁତ କାର୍ଯ୍ୟାଳୟକୁ ଆଜି ତହସିଲଦାର ଓ ତାଙ୍କ ଟିମ ପଂହଁଚି ବିଭାଗ କାର୍ଯ୍ୟାଳୟକୁ ତାଲା ପକାଇ ସିଲ୍ କରିଛନ୍ତି । ଏହି କାର୍ଯ୍ୟାଳୟଟି ସରକାରୀ ଜାଗା ପୋଖରୀ ହିଡରେ ରହିଥିବା କାରଣରୁ ଦୁଇ ମାସ…
Read More...

ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର…..

ଅନୁସନ୍ଧାନ ଭାରତ(ବ୍ୟୁର): ତାରାସିଙ୍ଗି ଥାନା ଅଧୀନ ସାମରଡା ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଚାଳକ ଉକ୍ତ ଗ୍ରାମର କବି ନାଇକଙ୍କ ପୁଅ ଟୁକୁନା ନାଇକ (୩୫) ଗୁରୁତର ଆହତ ହୋଇଛନ୍ତି । ସୂଚନା ପ୍ରକାରେ, ଟୁକୁନା କୌଣସି କାମରେ କୁଲାଡ଼ ଯାଇ ଫେରୁଥିବା ବେଳେ ଗ୍ରାମ ନିକଟସ୍ଥ ଏକ…
Read More...

ବିବାଦୀୟ ଜମିରେ ଖେଳ ପଡିଆରେ ନିର୍ମାଣକାର୍ଯ୍ୟ ଆରମ୍ଭକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ଆଠଜଣ ଆହତ,…

ଅନୁସନ୍ଧାନ ଭାରତ(ବ୍ୟୁର): ବିବାଦୀୟ ଜମିରେ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭକୁ ନେଇ ଗୋଷ୍ଠି ମଧ୍ୟରେ ସଂଘର୍ଷ I ମହିଳା ସମେତ ଆଠ ଜଣ ଆହତ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ I ସୀମା ବିବାଦ ନେଇ ବାଲିଗୁଡା ଥାନା ଅନ୍ତର୍ଗତ ମାଦିନାଟ ଓ ବାଲିସୁଗାଁ ଗାଁରେ ପୂର୍ବରୁ ବହୁବାର…
Read More...

ଯୁବକ ଯୁବତୀଙ୍କ ବାଉଁଶରେ ହାତବନ୍ଧା ଓ ଅର୍ଦ୍ଧନଗ୍ନ ଫୋଟ ଭାଇରାଲ, ଘୁ.ଉଦୟଗିରି ଥାନାରେ ଏତଲା ଦେଲେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଯୁବକ ଯୁବତୀଙ୍କ ଅର୍ଦ୍ଧନଗ୍ନ ଓ ବାଉଁଶରେ ବନ୍ଧା ହୋଇ ଥିବା ଫୋଟ I ହେଲେ ଯୁବକଙ୍କ ପରିଚୟ ମିଳି ଥିବା ବେଳେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ I ଉଭୟଙ୍କୁ ଗାଁ ଦାଣ୍ଡରେ ଜନ…
Read More...

ଗାଡ଼ିରେ ପୁଲିସ ଲୋଗୋ ଲଗାଇ ବନାରସକୁ ଗଞ୍ଜେଇ ଚୋରା ଚାଲାଣ : ୮୦ କିଲୋ ଗଞ୍ଜେଇ ଜବତ, ୨ଗିରଫ…

ଅନୁସନ୍ଧାନ ଭାରତ(ବ୍ୟୁର): ଉତ୍ତରପ୍ରଦେଶର ବନାରସକୁ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ବୋଝେଇ ବୋଲରକୁ ଆଙ୍କୁଶପୁର ଠାରେ କାବୁ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଆଜି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉତ୍ତରପ୍ରଦେଶର ବନାରସକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବା ନେଇ…
Read More...