Browsing Category
ଅପରାଧ
୧୩୨କେଭି କରେଣ୍ଟ୍ ଲାଇନ୍ ତଳେ ଚାଲିଛି ବସନ୍ତ ମହୋତ୍ସବର ମିନା ବଜାର..
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଚାଲୁରହିଛି ବଂଶଧାରା ବସନ୍ତ ମହୋତ୍ସବ I ଏହି ମହୋଉତ୍ସବକୁ ହଜାର ହଜାର ଲୋକ ତାଙ୍କ ପରିବାର ସହ ଆସି ମିନା ବଜାରକୁ ଦେଖି ଥାନ୍ତି । ଠିକ୍ ମିନା ବଜାରର ଉପରେ ଏକ ୧୩୨ କେଭିର କରେଣ୍ଟ ଲାଇନ୍ ଯାଇଛି I ଯଦି ଦୃଭାଗ୍ୟ ବଶତଃ…
Read More...
Read More...
ଟିକାବାଲି ରାସ୍ତା ଉପରେ ହାଟ ବସାଉଥିବା ଉଠା ଦୋକାନିଙ୍କୁ ପ୍ରଶାସନର ତାଗିଦ….
ଅନୁସନ୍ଧାନ ଭାରତ(ବ୍ୟୁର): ଟିକାବାଲି ହାଟରେ ଦେଖା ଦେଉ ଥିବା ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କାରାଯାଇଛି I ପ୍ରଶାସନ ପକ୍ଷରୁ ରାସ୍ତା କଢ଼ରେ ବସି ଥିବା ଦୋକାନ ଗୁଡ଼ିକୁ ଉଠାଇବା ପାଇଁ ତାଗିତ କରାଯାଇଛି I କନ୍ଧମାଳ ଜିଲ୍ଲା ଟିକାବାଲି…
Read More...
Read More...
ଉତ୍ତର ଘୁମୁସର ବନଖଣ୍ଡ ରେ ପୁଣି ଦନ୍ତାର ମୃତ୍ୟୁ, ଛଅ ମାସରେ ପ୍ରାଣ ହରାଇଲେଣି ୪ ହାତୀ….
ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ତାରସିଂ ବନାଞ୍ଚଳର ମାଣପୁର ବିଟ୍ ରେ ରହିଥିବା ବ୍ରାହ୍ମଣସାହି ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ପରିବା କ୍ଷେତରେ ଆଜି ସକାଳ ସମୟରେ ଏକ ଦନ୍ତାହାତୀର ମୃତ…
Read More...
Read More...
କଳିଙ୍ଗ ମହାବିଦ୍ୟାଳୟରେ ଅଷ୍ଟମ ଦିବଶୀୟ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ଅଷ୍ଟ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ…
Read More...
Read More...
ଦିବାଲୋକରେ ଯୁବତୀଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ, ବିଫଳ ହେବା ପରେ ଛୁ ମାରିଲେ ଲୁଟେରା….
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅପରାହ୍ନ ପ୍ରାୟ 1 ଘଣ୍ଟା ସମୟରେ ସ୍ଥାନୀୟ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ଇଲେକ୍ଟ୍ରି ଅଫିସ ଛକ ନିକଟରୁ ଜଣେ ଯୁବତୀଙ୍କ ବେକରୁ ଚେନ ଲୁଟ ଉଦ୍ୟମ ହୋଇ ଥିବା ଘଟଣା ଘଟି ଥିବା ଅଭିଯୋଗ ହୋଇଛି I ଯୁବତୀ ଜଣକ ସ୍କୁଟି ଧରି ଠିଆ ହୋଇଥିବା…
Read More...
Read More...
ଇଡ଼ାଇ ଇଡିତାଲ ଚଇତି ମଞ୍ଚ ଉପରକୁ ଢେଲା ପଥର ଓ ପାଣି ବୋତଲ ମାଡ଼, ପୁଲିସ ଓ ପ୍ରଶାସନ କାର୍ଯ୍ୟଦକ୍ଷତା ଉପରେ…
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ଇତିହାସରେ ପ୍ରଥମ ଥର ପାଇଁ ଲୋକ ମହୋତ୍ସବ ଇଡ଼ାଇ ଇଡିତଲ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଘଟଣ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକି ଉପଖଣ୍ଡ ପ୍ରଶାସନ ଓ ପୁଲିସର ଅନଭିଜ୍ଞତାକୁ ପଦାରେ ପକେଇ ଦେଇଛି । ଗତକାଲି ସନ୍ଧ୍ୟାରେ ଗୁଣପୁର…
Read More...
Read More...
ଅଶୋକ ଲେଲ୍ୟାଣ୍ଡ ଗାଡ଼ିରେ ନିଆଁ ଲଗାଇବା ପରେ ବେକରେ ରଶି ଲଗାର ଯୁବକଙ୍କ ଆତ୍ମହତ୍ୟା, ଘଟଣା ସ୍ଥଳରେ ପୁଲିସର…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତ ଦେରିନାଯୁ ଠାରେ ଜଣେ ଯୁବକ ନିଜର ଅଶୋକ ଲେଇଲାଣ୍ଡ ଦୋସ୍ତ (OD-12-1300)ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇଵା ପରେ ଏକ ବରଗଛରେ ଚଢ଼ି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା…
Read More...
Read More...
ସିର୍କୀ ଇକୋ ପାର୍କ ଉଦଘାଟନି ଉତ୍ସବକୁ ବଡ଼ବଡ଼ିଙ୍କୁ ନିମନ୍ତ୍ରଣ : ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅଣଦେଖା, ଅତିଥି…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ ମାଲିକା ପଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିର୍କୀ ଇକୋ ପାର୍କ ଉଦଘାଟନି ଉତ୍ସବରେ ସ୍ଥାନୀୟ ସରପଞ୍ଚ ଝରଣା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ଶୁଷମା ପ୍ରଧାନ, ଘୁ.ଉଦୟଗିରି ଏନଏସି ଅଧକ୍ଷା ଭାନୁପ୍ରଭା ମିଶ୍ରଙ୍କୁ ଅଣଦେଖା…
Read More...
Read More...
କାର୍ଯ୍ୟରତ ସାମ୍ବାଦିକଙ୍କୁ ଶିକ୍ଷକ ଅସଦବ୍ୟହାର କରିବା ସହ କଟୁରୀରେ ହାଣିଦେଵି ବୋଲି ଦେଲେ ଧମକ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତରଗତ କୋଟଗଡ଼ ବ୍ଲକର ଉପାନ୍ତ ଅଞ୍ଚଳ ପାରିଗଡ଼ ଗ୍ରାମ ପଞ୍ଚାୟତ l ଏହି ଗ୍ରାମରେ ବହୁ ପଛୁଆ ବର୍ଗର ଲୋକେ ବସ ବାସ କରନ୍ତି l ପାରିଗଡ଼ ଗ୍ରାମ ପଂଚାୟତ ଏକ ଉପାନ୍ତ ଅଂଚଳ ହୋଇ ଥିବାରୁ ସରକାରୀ କର୍ମଚାରୀଙ୍କ ଦେଖା ମିଳିବା…
Read More...
Read More...
ପୁଣି ଆରମ୍ଭ ହେଲା ଅପରେସନ ନୀଳ ଜହର, ଫିରିଙ୍ଗିଆ ପୁଲିସ ଓ ଅବକାରୀ ବିଭାଗର ମିଳିତ ଭାବେ ନଷ୍ଟ କଲେ ୧୧୦ ଏକର ଗଞ୍ଜେଇ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଅପରେସନ ନୀଳ ଜହର ବା ବେଆଇନ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଥିବା ବେଳେ ବଡଦିନ ଓ ନବବର୍ଷ ପାଇଁ କିଛି ଦିନ ଏହି ଅପରେସନ ବନ୍ଦ ଥିଲା I ତେବେ ଅଂଚଳରୁ ଗଂଜେଇ କାରବାରକୁ ଅମୂଳେ ବନ୍ଦ କରିବା ପାଇଁ ପୁଣି କିଛି ଦିନର ବିରତି ପରେ ଆରମ୍ଭ ହୋଇଛି…
Read More...
Read More...