Browsing Category

ଅପରାଧ

ବାଇକ ଧକ୍କାରେ ଅଙ୍ଗନୱାଡି କେନ୍ଦ୍ରର ଛାତ୍ର ଗୁରୁତର….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ବରଡାବିଲୀ ପଂଚାୟତ ଅନ୍ତର୍ଗତ କହିରାପଲି ଗ୍ରାମର ଦୁଇ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା ସେହି ଗ୍ରାମର ଅଞ୍ଜଳି ନାୟକ ଓ ଶଙ୍କର ନାୟକ ଙ୍କର ତିନି ବର୍ଷର ପୁତ୍ର ସାର୍ଥକ ନାୟକ ଏକ ହୋଣ୍ଡା ବାଇକ ଧକ୍କାରେ ଆହତ ହେବା ପରେ ତାଙ୍କୁ ତୁରନ୍ତ…
Read More...

ବାବେଘାଟିଗାଁ ରାସ୍ତାରେ ଜମୁଛି ଦୁର୍ଗନ୍ଧ ମଇଳା ପାଣି…

ନୂଆପଡ଼ା(ବିରବଲ ପ୍ରଧାନ): କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବିନିଯୋଗକରି ଗାଁ ଗାଁରେ ପକ୍କାରାସ୍ତା ନିର୍ମାଣ କରୁଛନ୍ତି । ହେଲେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ରାସ୍ତା କାମରେ ଆସିବା ପରିବର୍ତ୍ତେ ଲୋକଙ୍କ ସମସ୍ୟାର କାରଣ ହେଉଛି ।…
Read More...

ଚଉରା ବିଦ୍ୟାଳୟ ପରିଚାଳନାରେ ପ୍ରଧାନ ଶିକ୍ଷକଙ୍କ ଅନିୟମିତତା ଅଭିଯୋଗ: ମଧ୍ୟାହ୍ନ ଭୋଜନ ଚାଉଳ, ଟଙ୍କା ହଡପ ଓ ବିନା…

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମାଖପାଦର ପଞ୍ଚାୟତ ଚଉଁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନାରେ ପ୍ରଧାନ ଶିକ୍ଷକ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହେଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳ ଓ ଟଙ୍କା…
Read More...

ଭୂତ ଜଗିଛି ସୋଲାର ଲାଇଟ, ରାସ୍ତା କଡ ବଦଳରେ ଜମିରେ ଲାଗିଛି ଲାଇଟ୍….

ବୌଦ୍ଧ(ଅବବୁ ବକ୍କର ସିଦ୍ଦିକ ଖାନ): ସାଧାରଣ ଲୋକଙ୍କ ଯାତାୟାତ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୋଲାର ଲାଇଟ୍ ବ୍ୟବସ୍ଥା କରିଛନ୍ତି । କିନ୍ତୁ ରାସ୍ତା କଡ଼ ବଦଳରେ ବିଲ ମଧ୍ୟରେ ଲାଗିଛି ସୋଲାର ଲାଇଟ୍ | ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ପଞ୍ଚାୟତରେ ଏଭଳି…
Read More...

ନୁଆପଡ଼ା ଜିଲ୍ଲା ରାଜସ୍ଵ ସମିକ୍ଷା ବୈଠକ ଅନୁଷ୍ଠିତ….

ନୁଆପଡ଼ା(ବିରବଲ ପ୍ରଧାନ): ଆଜି ନୁଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ବନଖଣ୍ଡ ଅଧିକାରୀ, ଉଭୟ ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ସମସ୍ତ ତହସିଲଦାର ଓ ଅତିରିକ୍ତ…
Read More...

ନବନିର୍ମିତ ଯାତ୍ରୀ ବିଶ୍ରାମାଗାର ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳି, ୯୦ ପ୍ରତିଶତ ସରଲାଣି ୧୦ ପ୍ରତିଶତ ପାଇଁ ମାସ ମାସ…

ଅନୁସନ୍ଧାନ ଭାରତ(ବ୍ୟୁର): ବହୁ ପୁରାତନ ଘୁ.ଉଦୟଗିରି ସହରରେ ଏବେ ବି ଯାତ୍ରୀ ବିଶ୍ରାମାଗାର ଟିଏ ନାହିଁ । ଖରା ବର୍ଷା ଶୀତରୁ ରକ୍ଷା ପାଇବା ପାଇଁ ଯାତ୍ରୀ ଏଣେ ତେଣେ ବୁଲୁଥିବା ବେଳେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବୀ ହୋଇ ଆସୁଛି । ଏହାକୁ ଦ୍ରୁଷ୍ଟିରେ ରଖି…
Read More...

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଭାଲୁ, ଲୋକେ ଆତଙ୍କିତ….

କୋକସରା(ତ୍ରିଲୋକ୍ୟ ବେଶ୍ରା):କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲିଗୁଡା ନିକଟରେ ଥିବା ଏକ ଚାଷଜମିକୁ ଲାଗି ରହିଥିବା ପଡିଆରେ ଏକ ଭାଲୁ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ଦେଖି ସ୍ଥାନୀୟ ଚାଷିଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଗତକିଛି ଦିନ ତଳେ କନ୍ଦାବୁଟ୍ରାର ଜଣେ ବୃଦ୍ଧ ଚାଷୀ…
Read More...

ଗରିବ ହତ୍ୟା ଘଟଣାରେ ଦୁଇ ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ଜିଲୁଣ୍ଡି ଗ୍ରାମରେ ଗତ ରବିବାର ଘଟିଥିବା ଗରିବ ମଲ୍ଲିକ(୪୦) ହତ୍ୟା ମାମଲାରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଜଣ ସେହି ଗ୍ରାମର ସିମାଞ୍ଚଳ ସାହୁ ଓ ବସନ୍ତ ପ୍ରଧାନ । ସୂଚନା ଅନୁଯାୟୀ ଗତ…
Read More...

ଅଭିଯୁକ୍ତକୁ ଗିରଫ କରିବା ପାଇଁ ପିଡିତା ନାବାଳିକା ପରିବାର ଥାନାର ଦ୍ୱାରସ୍ଥ……

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମର ରାଜୀବ ନାଏକ ନାମକ ଜଣେ ବିବାହିତ ଯୁବକ ସେହି ଗ୍ରାମର ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ନିଜ ପ୍ରେମ ଜାଲରେ ଫସାଇ ଗତ ୧୮/୦୭ରେ ପରିବାର ଲୋକେ ଚାଷଜମିକୁ ଯାଇଥିବାର ସୁଯୋଗ ନେଇ  ଅପହରଣ…
Read More...

ଜଟଗଡ ଓ ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବରେ ମକାଚାଷ ନଷ୍ଟ……

ନୂଆପଡ଼ା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଜଟଗଡ ଗ୍ରାମପଞ୍ଚାୟତର ଜଟଗଡ଼ ଓ ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବ ଦେଖା ଦେଇଛି । ଏଥିରେ ୧୦ ଏକର ମକା ଚାଷ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେଲା ଜଟଗଡ଼ ଓ ସୋରିପଡ଼ାରେ ବରାହ ଉପଦ୍ରବ ଦେଖା…
Read More...