Browsing Category

ଅପରାଧ

ତିନି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ସରପଞ୍ଚ, ଜିଲ୍ଲା ପ୍ରଶାସନ ନ ଆସିବା ପର୍ଯ୍ୟନ୍ତ ତାଲା ନ ଖୋଲିବା ନେଇ…

ରାୟଗଡ଼(ଟିକି ଲିମା): ଆନ୍ଧ୍ର ଓଡିଶା ସୀମାନ୍ତ ଗଜପତି ଜିଲ୍ଲା ରାୟଗଡ଼ ବ୍ଳକର ଦୁର୍ଗମ ଅଞ୍ଚଳ ଗଙ୍ଗାବାଡ଼ ପଞ୍ଚାୟତର ଶିକ୍ଷା ବ୍ୟବସ୍ଥା ଭୁଷୁଡିବାରେ  ଲାଗିଛି । ପଞ୍ଚାୟତରେ ଥ‌ିବା ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ପାଳି କରି ଆସୁଛନ୍ତି । ଏନେଇ ଅଭିଭାବକ ବ୍ଲକ ପ୍ରଶାସନ ଠାରୁ ଆରମ୍ଭକରି…
Read More...

ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ…

କଳାହାଣ୍ଡି(ଅଶ୍ୱିନ ମଲ୍ଲିକ) ଗୋଲାମୁଣ୍ଡା ବ୍ଲକ ସଦରରେ ଥିବା ଦୁଇଟି ଏ.ଟି.ଏମ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବାରୁ ଲୋକେ ଟଙ୍କା ଉଠାଇ ନ ପାରି ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଛି l କିଛି ଦିନ ତଳେ ବ୍ୟାଙ୍କ ଲଗାତାର ତିନି ଦିନ ଧରି ବନ୍ଦ ହେବା ଫଳରେ ଅନେକ ଲୋକ ହଇରାଣ ହୋଇଥିବାର…
Read More...

ଡାକ୍ତର ଖାନାକୁ ଆସି ପ୍ରସବ ପ୍ରକୋଷ୍ଠ ବାହାରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ୧୩ ବର୍ଷୀୟା ନାବାଳିକା…

ଦାରିଙ୍ଗବାଡି(ଆଶୋକ ସିଂ): ବାଲ୍ୟ ବିବାହ ନ କରିବାକୁ  ବାରମ୍ଵାର ସଚେତନ କରାଯାଉଛି । ବିଭିନ୍ନ  ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀମାନେ ଘରକୁ ଘର ବୁଲି ସଚେତନା ସୃଷ୍ଠି କରୁଛନ୍ତି ତଥାପି କେଉଁଠି ନା କେଉଁଠି ତୃଟି ରହୁଛି ନା ବାଳିକା ଗର୍ଭବତୀ ହୋଇ ପ୍ରସବ କରିବାର…
Read More...

ଅଗ୍ନିଶମ ବାହିନୀ ଦ୍ଵାରା କୂଅରୁ ଷଣ୍ଢ ଉଦ୍ଧାର…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତର ପୁଟୁ ଗ୍ରାମର ଅରବିନ୍ଦ ବେହେରାଙ୍କ ବାରିପଟ କୂଅ ଭିତରେ ପଡ଼ିଥିବା ଏକ ଷଣ୍ଢକୁ ଧରାକୋଟ ଅଗ୍ନିଶମ ବାହିନୀର କର୍ମଚାରୀ ପବିତ୍ର ବେହେରା, ଦୁଷ୍ମନ୍ତ ପ୍ରଧାନ, ଯୁଧିଷ୍ଟିର ମାଝି,କୃଷ୍ଣ ଚନ୍ଦ୍ର ପ୍ରଧାନ, ଯୁଗଳ ଦିଗାଲ ଓ…
Read More...

ଘୁମୁସର ଜଙ୍ଗଲରୁ କନ୍ଧମାଳ ମୁହାଁ ୨୮ ଟିକିଆ ହାତୀ ପଲ, ଭୟଭୀତ ସୁଜେଲି ଅଞ୍ଚଳବାସୀ…

କନ୍ଧମାଳ, ସ୍ୱତନ୍ତ୍ର ପ୍ରତିନିଧି (ଅବନୀ କୁମାର ପ୍ରଧାନ): ବିଗତ ବର୍ଷ ଭଳି ଚଳିତ ବର୍ଷ ଘୁମୁସର ଜଙ୍ଗଲରୁ କନ୍ଧମାଳ ମୁହାଁ ହୋଇଛନ୍ତି ୨୮ ଟିକିଆ ହାତୀପଲ I ସୂଚନା ଅନୁସାରେ ଗତକାଲି ଅର୍ଥାତ ଶନିବାର ମଧ୍ୟ ରାତ୍ରୀରେ ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଜେଲି ଗ୍ରାମ…
Read More...

ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ଇଟା ଭାଟି ଭଙ୍ଗା ଅଭିଯାନ ଆରମ୍ଭ…

ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜ଼ିଲ୍ଲା ଧରାକୋଟ ତହସିଲ ତରଫରୁ ବେଆଇନ ପୋଡ଼ା ଇଟା ଭାଟି ଭାଙ୍ଗିବା ଅଭିଯାନ ଆରମ୍ଭ ହୋଇଛି । ଆଜି ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ରାଜସ୍ବ ନୀରିକ୍ଷକ ରଞ୍ଜନ ବରଡ, ମନୋଜ ମାଝି, ଅମିନ ନିରଞ୍ଜନ ଶବର, କନିଷ୍ଠ…
Read More...

ମଦ ଦୋକାନ ଲୁଟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ: କାର୍‌ ସମେତ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ, ୫ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ଏକ ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗର ୫ଜଣକୁ ଭଞ୍ଜନଗର ପୁଲିସ ଧରିବାରେ ସଫଳ ହୋଇଛି । ଏହି ଦୁର୍ବୃତ୍ତମାନେ ବିଭିନ୍ନ ସ୍ଥାନରେ ଥିବା ବିଦେଶୀ ମଦ ଦୋକାନକୁ ଟାର୍ଗେଟ କରି ରାତ୍ର ସମୟରେ ଲୁଟ କରୁଥିଲେ ।  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସମେତ  ଦୁର୍ବୃତ୍ତମାନେ ରମ୍ଭା,…
Read More...

ଦଣ୍ଡଯାତ୍ରାରେ ଅଶ୍ଳିଳତା ଉପରେ ଲାଗିବ ରୋକ୍, ଆଇନଶୃଙ୍ଖଳା ଭଙ୍ଗ କଲେ କାଯ୍ୟାନୁଷ୍ଠାନ…

ଭଞ୍ଜନଗର(ନିଲୁ ବିଷୋୟୀ): ଆଉ କିଛି ଦିନ ପରେ ଆରମ୍ଭ ହେବ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବାବେଗ ସହ ଜଡିତ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରା ସମୟରେ ପାରମ୍ପରିକ ରୀତିନୀତି ସହ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ପୂର୍ବରୁ ଏଥିରେ ପାରମ୍ପରିକ,…
Read More...

ଛତୁଆ ଖାଇ ୫ ବର୍ଷର ଝିଅର ମୃତ୍ୟୁ ଓ ପରିବାରର ଅନ୍ୟ ତିନି ଗୁରୁତର…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରାମଗିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢେମାକୁଡିଆ ଠାରେ ଘଟିଛି ଅଭାବନୀୟ ଏକ ଘଟଣା । ସୂଚନା ଅନୁସାରେ ଗ୍ରାମର ସକାଳେ  ଶିବ ଶଙ୍କର ବଡମୁଣ୍ଡିଙ୍କ ପରିବାରର ସମସ୍ତେ ଅଙ୍ଗନବାଡି କେନ୍ଦ୍ର ଦ୍ବାରା ମିଳିଥିବା ଛତୁଆ ଆଣି ନିଜ ଘରେ ରୋଷେଇ କରି ଖାଇ…
Read More...

ଗୁଣି ଗାରେଡିକୁ ନେଇ ଗୋଷ୍ଠି ସଂଘର୍ଷ: ୩ ମୃତ, ୩ ଗୁରୁତର…

ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକର ବାହାରପୁର ପଂଚାୟତ ଅଧିନସ୍ଥ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିବା ଦ୍ୱାରା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩  ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା…
Read More...