Browsing Category
ଅପରାଧ
ପୁଣି ଜଣକୁ କଚାଡି ମାରିଲା ହାତୀ, ମୃତକ ପରିବାରକୁ 50 ଲକ୍ଷ କ୍ଷତି ପୁରଣ ଦାବୀ କଲେ ଯୁବନେତା ଗଗନ କୁମାର ପ୍ରଧାନ..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମ ପଂଚାୟତ ଆଡାଶକୁପା ଗ୍ରାମର ପାଙ୍ଗାନାଜୁରେ ପ୍ରଶାନ୍ତ ନାୟକ(70) ନାମକ ବ୍ୟକ୍ତିଙ୍କୁ କଚାଡି ମାରିଥିବା ସୂଚନା ମିଳିଛି l ସୂଚନା ଅନୁଶାରେ ପ୍ରଶାନ୍ତ ନାୟକ ସକାଳେ 5.30 ମିନିଟରେ ଶୌଚ ପାଇଁ ଘର ଭାହାରକୁ…
Read More...
Read More...
ଯୁବକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ…
ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଇଲାକାରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିବା ଅଭିଯୋଗରେ ପୁଲିସ୍ ଭୂବନେଶ୍ବର ଭରତପୁର ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ସୋମବାର ଗିରଫ କରିଛି । ତାରସିଂ ଗ୍ରାମର ଯୁବରାଜ ନାୟକଙ୍କୁ ଅପହରଣ କରିଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ନାଇକ…
Read More...
Read More...
ଏକ ମାସ ବିତିଗଲାଣି ଗଦାପୁରରେ ଲାଗି ରହିଛି ନେଟୱର୍କ ସମସ୍ୟା, ଆନ୍ଦୋଳନ ପାଇଁ ସଜବାଜ ଅଂଚଳବାସୀ….
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦୁର୍ଗମ ଗଦାପୁର ପଞ୍ଚାୟତରେ ବିଏସଏନଏଲର ନେଟୱର୍କ ସେବା ସମ୍ପୂର୍ଣ ବାଧା ପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି । ଏଠି ଟାୱାର ଅଛି ୱାଇ -ଫାଇ ମଧ୍ୟ ଚାଲିଛି କିନ୍ତୁ ମୋବାଇଲରେ ନେଟୱର୍କ ସୋ କରୁ ନାହିଁ, ଜରୁରୀ କାଳୀନ…
Read More...
Read More...
ଘୁ.ଉଦୟଗିରିରେ ଜଣକୁ ଖଣ୍ଡ ଖଣ୍ଡ କଲା ଦନ୍ତା ହାତୀ, ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନର ଚେତାବନୀ ଦେଲେ ଅଞ୍ଚଳ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦୀର୍ଘ ମାସ ଧରି ଦନ୍ତାହାତୀ ଉପଦ୍ରବ ଚାଲିଥିବା ବେଳେ ଶନିବାର ସନ୍ଧ୍ଯା ସମୟରେ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ କରି ତାଶରୀରକୁ ଖଣ୍ଡ ଖଣ୍ଡ କରି ମାରିଥିବା ଦେଖିବାକୁ ମିଳିଛି । ଘୁ.ଉଦୟଗିରି ଠାରୁ ମାତ୍ର ୨ କିଲୋମିଟର ଦୂର…
Read More...
Read More...
ବ୍ୟବସାୟୀଙ୍କ ଉପରକୁ ବୋମାମାଡ ସହ ଗୁଳିମାଡ…..
ହିଞ୍ଜିଳିକାଟ(ସଂସ୍କାର ପଟ୍ଟନାୟକ): ଶେରଗଡ ଥାନା ସୁନାନ୍ତର ଗ୍ରାମରେ ଆଜି ବୋମାମାଡ ସହିତ ଗୁଳି ମାଡ ହୋଈଥିବା ଜଣାପଡିଛି। ଆଜି ସନ୍ଧ୍ୟା ପ୍ରାୟ ସାଢେ 7ଟା ସମୟରେ ନିରଞ୍ଜନ ଜେନା (କାଳିଆ) ନିଜ ଘର ସମ୍ମୁଖରେ ଥିବା ପୋଖରୀ କୂଳରେ ବସି କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଶେରଗଡ ପଟୁ 3 ଟି…
Read More...
Read More...
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଖୁବ ଶୀଘ୍ର ଫେରାର ଅଭିଯୁକ୍ତକୁ ବାନ୍ଧିବ କୋଟଗଡ ପୁଲିସ..
କୋଟଗଡ(ଦିପେନ୍ଦ୍ର ନାୟକ): ରାଜ୍ୟରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ତୁମ୍ବି ତୋଫାନ ଚାଲିଥିଲା ବେଳେ କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁରରେ ନାବାଳିକାକୁ ଘରକୁ ଡାକିନେଇ ଲୁପ୍ତ ନାୟକ ନାମକ ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ…
Read More...
Read More...
ଋଷିକୁଲ୍ୟା ନଦୀରେ ବୁଡି ମହିଳା ମୃତ….
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗ୍ରାମରେ ଋଷିକୁଲ୍ୟା ନଦୀରେ ବୁଡି ଜଣେ ମହିଳାଙ୍କ ମୃତ ହୋଇଛି । ମହିଳା ଜଣକ ହେଲେ ସେହି ଗ୍ରାମର ଗୁଲି ଦଳାଇ (୫୦) ଜଣାପଡିଛି । ମୃତ ମହିଳା ଜଣକ ଗତକାଲି ଋଷିକୁଲ୍ୟା ନଦୀକୁ ଗାଧୋଇବା ପାଇଁ ଯାଇ ଆଉ ଘରକୁ…
Read More...
Read More...
ପ୍ରଦେଶ କଂଗ୍ରେସ ତରଫରୁ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): ବାଲେଶ୍ବରର ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ କରାଯାଇଛି । ଏହି ଅବସରରେ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି…
Read More...
Read More...
ଜମିଜମାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାମୁହିଁ ଘଟଣା, ବ୍ରାହ୍ମଣୀଗାଁ ଥାନାରେ ବସିଲା ସମାଧାନ ବୈଠକ….
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମିଞ୍ଜାପଙ୍କା ଓ ରାମ୍ବେଲି ଗ୍ରାମ ବାସୀଙ୍କ ମଧ୍ୟରେ ଜମି ଜମାକୁ କେନ୍ଦ୍ର କରି ବୁଧବାର ଦିନ ପ୍ରାୟ ୧୧ଟା ସମୟରେ ହାତାହାତି ହେବା ଭଳି ପରିସ୍ଥିତି ଉପୁଜି ଥିଲା l ଉକ୍ତ ଘଟଣାରେ ତିନିଜଣ ଯୁବକ ଆହତ ହୋଇଥିବା ସୂଚନା…
Read More...
Read More...
ବଜ୍ରପାତରେ ଯୁବକର ମୃତ୍ୟୁ…..
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ଦଦରଲୁଣ୍ଡା ପଞ୍ଚାୟତର ଖାରିଗୁଡା ଗ୍ରାମ ନିକଟରେ ଆଜି ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସେହି ଗ୍ରାମର ଉଦୟ ଗୌଡଙ୍କ ପୁଅ ବସନ୍ତ ଗୌଡ(୩୮) । ବସନ୍ତ ଅପରାହ୍ନ ସମୟରେ ଗାଇ ଗୋଠ ଧରି…
Read More...
Read More...