Browsing Category

ଅପରାଧ

ସମାଜସେବୀ କାଳିଆ ଜେନାଙ୍କୁ ଗୁଳି ମାଡ ଘଟଣା, ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଶେରଗଡ଼ ଥାନା ପୁଲିସ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ସରପଞ୍ଚଙ୍କ ବାପା ତଥା ସମାଜସେବୀ କାଳିଆ ଜେନାଙ୍କୁ ଗୁଳି ମାଡ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଶେରଗଡ଼ ଥାନା ପୁଲିସ I ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ସୁନାନ୍ତର ଗ୍ରାମର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ଗତ ୨୫ ତାରିଖ ସନ୍ଧ୍ୟା ସମୟରେ ଗୁଳିମାଡ…
Read More...

ଗ୍ୟାସ୍‌ ସିଲିଣ୍ଡର୍ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର 2 ଗୁରୁତର, 2 ଆହାତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହର ସୁନାରିଢିମିରା ସାହିରେ ଆଜି ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍‌ ସିଲିଣ୍ଡର୍ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ ଜଣ ସଦସ୍ୟ ଆହତ ହୋଇଛନ୍ତି । ସେମାନେ ହେଲେ ବିପ୍ଳବ ମହାରଣା (୬୦), ପତ୍ନୀ…
Read More...

ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ ପାଳିତ…..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମାରେ ଆଜି ବିଶ୍ୱ ମାନବ ଚାଳନା ବିରଧ ଦିବସ ପାଳନ କରାଯାଇଛି l ଭାରତ ବର୍ଷରେ ହେଉଥିବା ମାନବ ଓ ଶିଶୁ ଚାଳନ ବହୁତ ମାତ୍ରାରେ ହେଉଛି ଏବଂ ଛୋଟ ଶିଶୁମାନଙ୍କୁ ଦୁଷ୍କର୍ମ ହେଉ ବା ଛୋଟ ପିଲାମାନଙ୍କ କାମ କରିବା…
Read More...

ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ପର୍ବତ୍ତନ ସରପଞ୍ଚ ଦିପ୍ତୀପ୍ରଭାଲାଲ ଶବର…

ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ରାୟଗଡ ଏସ.ଏସ.ଡି ବିଦ୍ୟାଳୟ ଠାରେ ଚାଲିଥିବା ଅନିୟମିତତା ବିଷୟରେ ଦୀର୍ଘ ଦିନ ଧରି ଅଭିଯୋଗ ଦେଇ ଆସୁଥିଲେ ମଧ୍ୟ କୌଣସି ସୁଧାର ନ ହେବାରୁ ସୋମବାର ଠାରୁ ୪ ଦିନ ଧରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପାଞ୍ଚ ଗୋଟି ଦାବୀକୁ ନେଇ ଧାରଣରେ ବସି ଥିବା…
Read More...

ରାସ୍ତା ନିର୍ମାଣର ୬ମାସ ହୋଇନି ହାତରେ ତାଡ଼ିଲେ ଉଠୁଛି ପିଚୁ: ନିର୍ଦ୍ଧାରିତ ସମୟରେ ସରୁନି ନିର୍ମାଣ କାର୍ଯ୍ୟ, ନିମ୍ନ…

ଦାରିଙ୍ଗବାଡି(ଆଶୋକ ସିଂ): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ତଥା ରାଜ୍ୟସରକାର କୋଟି କୋଟି ଅର୍ଥ ବ୍ୟୟ ବରାଦ କରି ରାସ୍ତାଘାଟ ନିର୍ମାଣ କରିଛନ୍ତି । ହେଲେ ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯୋଗୁଁ ଦୁର୍ଗମ ଅଞ୍ଚଳର ରାସ୍ତାଘାଟ ନିର୍ମାଣରେ…
Read More...

ଜନଶୁଣାଣୀରେ ବିସ୍ପୋରକ କାରଖାନାକୁ ତୀବ୍ର ବିରୋଧ…

ଭଞ୍ଜନଗର(ନିଲୁ ବିଷୋୟୀ):  ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତରେ ପ୍ରସ୍ତାବିତ ବିସ୍ପୋରକ ବିସ୍ପୋଟକ କାରଖାନା ପାଇଁ ଏକ ଜନଶୁଣାଣୀ ବୁଧବାର କୁଡୁତାଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା । ବିସ୍ପୋରକ କାରଖାନା ଏହି ପଞ୍ଚାୟତର…
Read More...

ବଡ଼ଶଙ୍ଖ ନଦୀକୂଳ ରାସ୍ତା ବିପଦରେ, ଅଧିକ ବର୍ଷା ହେଲେ କିରାମାହା ଠାରୁ ଗଡମା ପର୍ୟ୍ୟନ୍ତ ୧୦ଗୋଟି ଗ୍ରାମ ବାହ୍ୟ ଜଗତରୁ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ଅଧିକ ବର୍ଷା ହେଲେ କିଛି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହେବାର ସମ୍ଭାବନା ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ନିକଟ ବଡ଼ଶଙ୍ଖ ନଦୀ ତଟ ଦେଇ ଯାଇଥିବା କିରାମାହା ରାସ୍ତାରେ । ପ୍ରକାଶ ଯୋଗ୍ୟ ଯେ ଗଜପତି…
Read More...

କହମଗୁଡା ଠାରୁ ଗୁଗୁରମାହା ରାସ୍ତାର ଅବସ୍ଥା ଶୋଚନୀୟ…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ l ଏହି ବ୍ଲକରେ ରହିଛି ଗୁଗୁରମାହା ପଂଚାୟତl ଏହି ପଂଚାୟତ ଏଗାରଟି ୱାର୍ଡ ରହିଛି l ଏଗାରଟି ୱାର୍ଡରେ ହଜାର ହଜାର ସଂଖ୍ୟାରେ ଲୋକ ବସ ବାସ କରନ୍ତି l ସୁବର୍ଣ୍ଣଗିରି ପଞ୍ଚାୟତର କିଛି ୱାର୍ଡର ଲୋକେ ସେହି ଅଂଚଳରେ ବସ ବାସ କରନ୍ତି l…
Read More...

ଏଆଇକେଏମଏସ ପକ୍ଷରୁ ଧରାକୋଟ ବ୍ଲକ ସମ୍ମୁଖରେ ଗଣ ବିଷୋଭ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଅଖିଳ ଭାରତ କିଷାନ ମଜଦୂର ସଭା ପକ୍ଷରୁ ଧରାକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୧୪ ଦଫା ଦାବୀ ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ ସ୍ଥଳକୁ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଏବିଡିଓ ସୁଶୀଲ ପଟ୍ଟନାୟକ ଉପସ୍ଥିତ ରହି…
Read More...

ପୁଣି ଜଣକୁ କଚାଡି ମାରିଲା ହାତୀ, ମୃତକ ପରିବାରକୁ 50 ଲକ୍ଷ କ୍ଷତି ପୁରଣ ଦାବୀ କଲେ ଯୁବନେତା ଗଗନ କୁମାର ପ୍ରଧାନ..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମ ପଂଚାୟତ ଆଡାଶକୁପା ଗ୍ରାମର ପାଙ୍ଗାନାଜୁରେ ପ୍ରଶାନ୍ତ ନାୟକ(70) ନାମକ ବ୍ୟକ୍ତିଙ୍କୁ କଚାଡି ମାରିଥିବା ସୂଚନା ମିଳିଛି l ସୂଚନା ଅନୁଶାରେ ପ୍ରଶାନ୍ତ ନାୟକ ସକାଳେ 5.30 ମିନିଟରେ ଶୌଚ ପାଇଁ ଘର ଭାହାରକୁ…
Read More...