Browsing Category

ଅପରାଧ

ବିଦ୍ୟୁତ୍ ଆଘାତରେ ଜଣେ ମୃତ ଜଣେ ଗୁରୁତର…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ମୁନ୍ତ ସାହି ଠାରେ ବିଦ୍ୟୁତ୍ ଆଘାତରେ ଜଣେ ମୃତ ଜଣେ ଗୁରୁତର  ହୋଇଥିବା ସୁଚନା ମେଲିଛି । ଗତକାଲି ମୁନ୍ତା ସାହିର ବାରିକ ଶବର (୪୩) ଓ ନଗେନ୍ଦ୍ର ଶବର  ବିଲକୁ ପାଣି ମାଡେଇବା ପାଇଁ ଯାଇଥିବା ବେଳେ ସେହି ବିଲ…
Read More...

ଲଗାଣ ବର୍ଷାରେ ଭାସି ଯାଇ ଥିବା କାର ଭିତରୁ ମୃତ ଦେହ ଉଦ୍ଧାର….

ରା.ଉଦୟଗିରି(ଆକାଶ ଦାସ): ଲଗାଣ ବର୍ଷାରେ ଭାସି ଯାଇଥିବା କାର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗଜପତିଜିଲ୍ଲା ରା.ଉଦୟଗିରି କାଳିଆତୋଟା ଶ୍ମଶାନ ଘାଟ ନିକଟରୁ ଗାଡ଼ି ସହ ମୃତ ଦେହ ଉଦ୍ଧାର କଲେ ଗ୍ରାମବାସୀ । ମୃତକ ଜଣକ ହେଲେ ରା.ଉଦୟଗିରିର ପ୍ରତାପ ପଣ୍ଡା । ରା.ଉଦୟଗିରି…
Read More...

ପୋଲ ଭୁଷୁଡ଼ିର ଚାରିଦିନ ବିତିଲାଣୀ ହେଲେ କୁମ୍ଭକରଣ ନିଦରେ ଜିଲ୍ଲା ପ୍ରଶାସନ….

ଗୁମ୍ମା(ପ୍ରବିଣ କୁମାର ଲିମା): ଆଧୁନିକ ଯୁଗରେ ପ୍ରତେକ ଲୋକମାନଙ୍କ ପାଖରେ ମୋବାଇଲ ଅଛି ଜନସାଧାରଣ ଅତି ଛୋଟ ଛୋଟ ବିଷୟ ମଧ୍ୟ ୱାଟ୍ସଅପ ଫେସବୁକରେ ଦେଖୁଛନ୍ତି  ସେର କରୁଛନ୍ତି କିଛି ସମୟରେ ସେ ସବୁ ଘଟଣା ଗୁଡ଼ାକ ଚୋର୍ଚ୍ଚା ହେଉଛି  l ଗାଁରୁ ସହର ପର୍ଯ୍ୟନ୍ତ ସେ ସବୁ ଘଟଣା ଦେଖିବାକୁ…
Read More...

ବଜ୍ରାଘାତରେ ନାବାଳିକା ମୃତ୍ୟୁ…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଧରାକୋଟ ଫଚାୟତର ଭଣ୍ଡରୁ ଗାଁରେ ଘଟିଛି ଏକ ଅଭାବନିୟ ଘଟଣା । ସ୍ୱର୍ଗତ କୁପି ମଳିକଙ୍କ ଝିଅ ଶ୍ରୀକାନ୍ତି ମଳିକ ବୟସ ୧୬ ବର୍ଷ ନାମକ ଜଣେ ନାବାଳୀକାଙ୍କ ବଜ୍ରା ଘାତରେ ମୃତ୍ୟୁ ଘଟିଛି । ନାବାଳିକାଙ୍କୁ ବଗଡ଼କୁ ଯାଇ ଝୁଣୁଙ୍ଗ ଜଗିବା…
Read More...

ଷଷ୍ଠ ଦିନରେ ରାୟଗଡ ବ୍ଳକର ୨୧ଟି ପଞ୍ଚାୟତମିଶନ ଶକ୍ତିର ସହାୟିକା କର୍ମୀଙ୍କ ବ୍ଲକ ସମ୍ମୁଖରେ ଧାରଣା…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ଜିଲ୍ଲା ରାୟଗଡ଼ ବ୍ଲକରେ ମିଶନ ଶକ୍ତି ବିଭାଗର ଗୋଷ୍ଠି ସହାୟିକା କର୍ମୀଙ୍କର ପ୍ରୋତ୍ସାହନ ରାଶୀ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପାରିଶ୍ରମିକ ଦାବିରେ ବ୍ଲକ ସମ୍ମୁଖରେ ଗଣ ଧାରଣା ବସିଥିବା ଦେଖୁବାକୁ ମିଳିଛି । ଧାରଣାର ଷଷ୍ଠ ଦିନରେ ବ୍ଳକର ୨୧ଟି ପଞ୍ଚାୟତରେ…
Read More...

କଳିଙ୍ଗା ଘାଟିରେ ଭୁସ୍କଳନ, ବାହ୍ୟଜଗତରୁ ବିଛିନ୍ନ କନ୍ଧମାଳ ଜିଲ୍ଲା..

ଅନୁସନ୍ଧାନ ଭାରତ(ବ୍ୟୁର): ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନରେ କଳିଙ୍ଗା ଘାଟିର ଅନ୍ଧାର କୋଟ ନିକଟରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୁସ୍କଳନ ହୋଇଛି । ପାହାଡ଼ରୁ ବିରାଟ ପଥର ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇ ରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ବସ, ଟ୍ରକ,…
Read More...

ଗଣେଶ ଭସାଣି ବେଳେ ଶେରଗଡ଼ବ୍ଲକ ଭୁସୁଣ୍ଡା ଗ୍ରାମରେ ଡିଜେ ଲଢେ଼ଇ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଭୁସୁଣ୍ଡା ଗ୍ରାମରେ ଡିଜେ ଲଢେ଼ଇ l  ଗଣେଶ ଭସାଣି ସମୟରେ ଦୁଇ ଡିଜେ ଗାଡ଼ି ଉଭୟେ ଉଭୟକୁ ଧକ୍କା ଦବା ସହ ନିଜ ନିଜ  ଭିତରେ କମ୍ପିଟସନ୍ କରିଥିଲେ l ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ  ଖୁବ ଜୋରରେ ଭାଇରଲ ହେଉଛି l…
Read More...

ନାବାଳିକା ଛାତ୍ରୀଙ୍କୁ କାର ଭିତରେ ଦୁଷ୍କର୍ମ ଘଟଣା, ତିନି ଦିନ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ଲୋକେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଥାନା କେଶ ନଂ - ୧୮୨/୨୫ରେ   ପୋସ୍କା ଆଇନ ଅନୁଯାୟୀ ଏକ…
Read More...

ପୁଲିସ ପଞ୍ଝାରେ ଯୁବତୀ: ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ବ୍ରାହ୍ମଣୀଗାଁ ପୁଲିସ, ୮ କେଜି ୩୫୦ଗ୍ରାମ ଗଞ୍ଜେଇ…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚାଲାଣ କାରୀ ଯୁବତୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ସୂଚନା ଅନୁଯାୟୀ ମେରାମହା ଛକରେ ଏକ ଯୁବତୀ ବସ ଅପେକ୍ଷାରେ ଥିଲେ l କୌଣସି ସୂତ୍ରରୁ ଖବର ପାଇ ବ୍ରାହ୍ମଣୀଗାଁ ଥାନା ଉପ…
Read More...

ଭୁବନୀ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….

ପାରଳାଖେମଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନୀ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ  ଶ୍ରୀଯୁକ୍ତ ଫାଲଗୁନୀ…
Read More...