Browsing Category

ଓଡିଶା

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ‘ଯୁବ ଅସନ୍ତୋଷ ସମାବେଶ’ ଅନୁଷ୍ଠିତ, ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ…

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ଆବାହକତ୍ୱରେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ବିଶାଳ ଜନ ଅସନ୍ତୋଷ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଯୁବକଂଗ୍ରେସ କର୍ମୀମାନେ ଅଂଶଗ୍ରହଣ କରିଥିଲେ…
Read More...

ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ: ହାଡ ଭଗାଂ ଜାଡ଼ରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଜାଡ଼ରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି l ଏହା ସହ ତୁଷାରପାତ ମଧ୍ୟ ଜାରି ରହିଛି l ପାଣିପାଗ ବିଭାଗ ପାଖରୁ ଚଳିତବର୍ଷର  ଶୀତରେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ରେକର୍ଡ ହୋଇଛି । ଦିନକୁଦିନ ତାପମାତ୍ରା ଖସି ଆଜି ୪ ଡିଗ୍ରୀରେ ପହଞ୍ଚିଛି । ରବିବାର…
Read More...

ଜଳିଗଲା କ୍ରିଷ୍ଣା ବସ..

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ 11 ନୁମ୍ବର ୱାର୍ଡର ପଣସପଡି ଠାରେ ରାତି 9 ଟା ସମୟରେ ହୁ ହୁ ହୋଇ ଜଳିଗଲା କ୍ରିଷ୍ଣା ବସ୍ l ଅଗ୍ନିଶମ ବାହିନୀ ପହଞ୍ଚି ଲିଭାଇଲେ ନିଆଁ ।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ପଣସ ପଡ଼ି ବନ୍ଧ…
Read More...

ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରଜତ ଜୟନ୍ତୀ ୨୦୨୫ ପାଳିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣ ପୁର ଗ୍ରାମ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ସକାଳ ଦଶଟା ଠାରୁ ରଜତ ଜୟନ୍ତୀ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାମୀଜୀ ସତ୍ୟାନନ୍ଦଗିରି…
Read More...

ରାମଗିରି ଠାରେ ନୂତନ ବ୍ଲକ ଗଠନ କରିବା ପାଇଁ,୨ୟ ସାଧାରଣ ବୈଠକ…

ରା.ଉଦୟଗିରି(ଆକାଶ ଦାସ): ଗତ କିଛିଦିନ ପୂର୍ବରୁ ଆଇନ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଘୋଷଣାପରେ ନୂତନ ବ୍ଲକ ଗଠନ ସୁଯୋଗ କଥା ଜାଣିବା ଦିନଠୁ, ପ୍ରତି ବ୍ଲକ ଗୁଡିକ ଖୁବ ଚଳଚଞ୍ଚଳ ହେବା ସହ ଲୋକଙ୍କ ସ୍ଥାନେ ସ୍ଥାନେ ବୈଠକ ଓ ଆଲୋଚନା ଜାରିରହିଛ । ସେଇ ପରିପେକ୍ଷୀରେ ରା ଉଦୟଗିରି ବ୍ଲକରୁ…
Read More...

ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ତୁଷାର ପାତ: ଜନଜୀବନ ଅସ୍ତ ବ୍ୟସ୍ତ, ଅଂଚଳ ବାସୀଙ୍କ ପାଇଁ ନିଆଁ ହୋଇଛି…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ଡାର୍ଜିଲିଙ୍ଗ ଘୁ. ଉଦୟଗିରିରେ ତୁଷାର ପାତ ହୋଇଛି l ରାଜ୍ଯର ଶୀତଳତମ ସହର ଘୁ.ଉଦୟଗିରି ପ୍ରଥମ ତୁଷାରପାତ ହେବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ । ଯାହାରି ଫଳରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି । ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଅଂଚଳ ବାସୀ ନିଆଁର…
Read More...

ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ, ଜିଲ୍ଲା ହସ୍ପିଟାଲ ମାନ୍ୟତା ପାଇବ ଉପଖଣ୍ଡ ଚିକିତ୍ସାଳୟ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ଦିଆଯିବା ଦିଗରେ ପଦକ୍ଷେପ ନିଆଯିବ। ଏଥି ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିବା ବେଳେ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇଥିବା ବୁଧବାର ଭଞ୍ଜନଗର ମେଡିକାଲରେ ରୋଗୀ କଲ୍ୟାଣ ସମିତିର…
Read More...

ଶାନ୍ତି ଶୃଙ୍ଖଳାରେ ସମାପ୍ତ ହେଲା ଅଷ୍ଟପ୍ରହରୀ ନାମ ଯଜ୍ଞ…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ଗତକାଲିଠାରୁ ନାମ ଯଜ୍ଞ କରାଯାଉଥିଲା । ଏହି ଅବସରେ ଅଷ୍ଟ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ, ଶେଷ ଦିନରେ ଯୋଗ ଦେଲେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର l ବୁଧବାର ଦିନ ୧ ଘଣ୍ଟିକା ସମୟରେ ମକରମେଳା ଅବସରରେ ଅନୁଷ୍ଠିତ ହୋଇଥିବା…
Read More...

ଦୋମୁହାଣୀରେ ଧାନମଣ୍ଡି ଶୁଭାରମ୍ଭ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ହରିଗଡ ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ଦୋମୁହାଁଣୀ ପଞ୍ଚାୟତ ଠାରେ ସଭାପତି ରାଜକୁମାର ସାହୁ, ସମ୍ପାଦକ ଜିତୁ କୁମାର ଗୌଡ଼, ଡିଓ, ଯୋଗେଶ୍ଵର ନାୟକ, ବରିଷ୍ଟ ଚାଷୀ ରବି ମଲ୍ଲିକ, ସୁରେନ୍ଦ୍ର ଗୌଡ଼, ବୁବୁ ରଥ, ତ୍ରିଲୋଚନ…
Read More...

ବାରଖମା ୧୩୬ ବିଏସଏଫ ବାଟାଲିୟନ ତରଫରୁ ଜନ କଲ୍ୟାଣ କାର୍ଯ୍ୟକ୍ରମ “ମାଗଣା ଚକ୍ଷୁ ସେବା ଶିବିର”…

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ବି. କମ୍ପାନୀ ୧୩୬ ବିଏସଏଫ ବାଟାଲିୟନ ତରଫରୁ ଆଜି ଜନ କଲ୍ୟାଣ କାର୍ଯ୍ୟକ୍ରମ ମାଗଣା “ଚକ୍ଷୁ ସେବା ଶିବିର” ଅନୁଷ୍ଠିତ ହୋଇଛି । ଆଜି ସକାଳ ୧୦ ଘଣ୍ଟା ସମୟରେ ୧୩୬ ବିଏସଏଫ ବାଟାଲିୟନ କ୍ୟାମ୍ପ ପରିସରରେ ୧୩୬…
Read More...