Browsing Category

ଓଡିଶା

କୁମୁଳାସିଂ ଗ୍ରାମ ଠାରେ ବନ ବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା ଓ ବନ୍ୟ ପ୍ରାଣୀଙ୍କ ସୁରକ୍ଷାକୁ ନେଇ ଭଲିବଲ୍ ଟୁର୍ନାମେଣ୍ଟ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କୁମୁଳାସିଂ ଗ୍ରାମ ଠାରେ  ବନବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା ଏବଂ ବନ୍ୟ ପ୍ରାଣୀଙ୍କ ସୁରକ୍ଷାକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଦିନକୁ ଦିନ ଜଙ୍ଗଲ  ନଷ୍ଟ ହେବାରେ ଲାଗିଛି l ଜଙ୍ଗଲ ବିନା ମନୁଷ୍ୟ ବଂଚି ରହିବା…
Read More...

ବିଳମ୍ୱରେ ପହଞ୍ଚିବାରୁ ପରୀକ୍ଷା ଦେବାରୁ ବାଦ୍ ପଡ଼ିଲେ ବାବୁଲା….

ଦାରିଙ୍ଗବାଡି(ଆଶୋକ ସିଂ): ବିଳମ୍ୱରେ ପହଞ୍ଚିବା ହେତୁ ପରୀକ୍ଷା ଦେଇ ପାରିଲେ ନାହିଁ ଜଣେ ଛାତ୍ର l ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ । <span;>ସୂଚନା ଅନଯାୟୀ ସରାମୁଲି ଉନ୍ନୀତ ଉଚ୍ଚ…
Read More...

ରାଇଗଣ୍ଡା ଠାରେ ଗଜପତି ପାଷ୍ଟରେଟର ୨୧ତମ ବର୍ଷିକ ମହାସଭା ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର ରାଇଗଣ୍ଡା ଠାରେ ଉତ୍ତର ଭାରତ ମଣ୍ଡଳୀ କଟକ ଡାଇସେସ ର ଗଜପତି ପାଷ୍ଟରେଟ ୟୁନିଅନ ର ବିଥଳ ପାଷ୍ଟରେଟ ପକ୍ଷରୁ ୨୧ତମ ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ମହାସଭା ଗୁରୁବାର ଦିନ ଠାରୁ ଆରମ୍ଭ…
Read More...

କଳିଙ୍ଗା ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ” ନୂତନ ଶିକ୍ଷା ନୀତି 2020ର ବିଷୟବସ୍ତୁରେ ଶିକ୍ଷକ…

ଅନୁସନ୍ଧାନ ଭାରତ(ବ୍ୟୁର): ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, କଳିଙ୍ଗା, ପକ୍ଷରୁ ନୂତନ ଶିକ୍ଷା ନୀତି 2020 ର ବିଷୟବସ୍ତୁରେ ଶିକ୍ଷକ ଶିକ୍ଷାର ପାରାଡ଼ିଗମ୍ ପରିବର୍ତ୍ତନ " ଆୟୋଜିତ ଶୀର୍ଷକରେ ଦୁଇ ଦିନିଆ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଶନିବାର ଉଦ୍‌ ଘାଟିତ ହୋଇଯାଇଛି I ପ୍ରଥମ ଦିନ…
Read More...

ଜୋର ଧରିଲା ୩୦୦୦ ଭତ୍ତା ପ୍ରଦାନ ଦାବୀ, ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ….

ଦାରିଙ୍ଗବାଡ଼ି(ଅଶୋକ ସିଂ): ସରକାର ତାଙ୍କ ପ୍ରତିଶୃତି ରକ୍ଷା କରନ୍ତୁ ଭତ୍ତା ୩୦୦୦ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଦାନ କରନ୍ତୁ ଏପରି ଏକ ଦାବୀ ନେଇ ଆଜି ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟକୁ ଘେରିଛନ୍ତି ଓଡ଼ିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି । କନ୍ଧମାଳ ଜିଲା ଭତ୍ତା ସଂଘର୍ଷ ସମିତି…
Read More...

ଭଞ୍ଜନଗର ରାଜସ୍ୱ ଉପଖଣ୍ଡର ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ରାଜସ୍ୱ ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ଉମା ଶଙ୍କର ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି ।.ଏହା ପୂର୍ବରୁ ଶ୍ରୀ ବେହେରା ସ୍ଥାନୀୟ ତହସିଲଦାର ଭାବେ କାଯ୍ୟ କରୁଥିଲେ ।  ପୂର୍ବ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ସରକାରୀ ମୁଖ୍ୟ ସଚେତକଙ୍କ ପ୍ରାଇଭେଟ…
Read More...

କାଳ ବୈଶାଖୀରେ ଉଡ଼ିଲା ଛପର, ସହାୟତା ଅପେକ୍ଷାରେ ହିତାଧିକାରୀ….

ଦାରିଙ୍ଗବାଡି(ଅଶୋକ ସିଂ): ଗତ ରାତ୍ରୀରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି I ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମଣିପୁର ଅଞ୍ଚଳରେ । ବିଳମ୍ବିତ ରାତିରେ ହଠାତ ବର୍ଷା ଓ ପବନ ଯୋଗୁ ଏକାଧିକ ଲୋକଙ୍କ ଘରର ଛପର ଉଡିବା ସହ ଆଜବେଷ୍ଟସ ଉଡି ଭାଙ୍ଗି…
Read More...

ନେତାଜୀ କ୍ଳବ ତରଫରୁ କଳା ଦିବସ ପାଳିତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ସହର ତଥା ଦକ୍ଷିଣ ଓଡ଼ିଶାର ମନ୍ଦିର ମାଳିନୀ ସବୁଜ ବନାନୀ ସ୍ଥାନ,ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ, ନେତାଜୀ ଯୁବକ ସଂଘ ପକ୍ଷରୁ ପୁଲୱାମା ଆକ୍ରମଣରେ ସହିଦ ବୀର ଯବାନଙ୍କ ଉଦେଶ୍ୟ ଓ ହିନ୍ଦୁସ୍ତାନର ବୀର ଯବାନଙ୍କ ବଳିଦାନକୁ ଦିବସକୁ କଳା ଦିବସ…
Read More...

ଆବାସ ଯୋଜନା ପାଇଁ ଲମ୍ବା ଧାଡ଼ି: ବାଧକ ସାଜୁଛି ନେଟୱର୍କ, ଯିବାକୁ ପଡୁଛି ୧୦କିମି…

ଦାରିଙ୍ଗବାଡି(ଆଶୋକ ସିଂ): ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ଅନଲାଇନ୍ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି l ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନଲାଇନ୍ ଆବେଦନ ନ କଲେ ହିତାଧିକାରୀ ମାନେ ବାଦ୍ ପଡ଼ିବାର ସମ୍ଭାବନା ରହିଛି । ଏଣୁ ଯୋଗ୍ୟ ହିତାଧିକାରୀମାନେ ନିଜକୁ ଆବାସ ଯୋଜନାରେ ସାମିଲ କରିବା…
Read More...

ନୂତନ ଥାନାଧିକାରୀଙ୍କ ଦାୟିତ୍ବ ଗ୍ରହଣ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନାରେ ଶୁକ୍ରବାର ନୂତନ ଥାନାଧିକାରୀ ଭାବେ ଜୀବନାନନ୍ଦ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଜେନା ପୂର୍ବରୁ ସିଆଇଡି ଅପରାଧ ଶାଖାରେ କାର୍ଯ୍ୟରତ ଥିଲେ । ଏଥି ପୂର୍ବରୁ କାର୍ଯ୍ୟରତ ଥାନାଧିକାରୀ କୁମର ମୁଦୁଲିଙ୍କ ଗଞ୍ଜାମ ଜିଲ୍ଲା ରମ୍ଭା ଥାନାକୁ…
Read More...