Browsing Category

ଓଡିଶା

ପ୍ରତ୍ୟେକ ବିଦ୍ୟାଳୟରେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ, ଶିଶୁ ବାଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ….

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବୁଧବାର ବିଦ୍ୟାଳୟ ଗୁଡିକରେ ଚଳିତ ୨୦୨୫-୨ ୬ଶିକ୍ଷା ବର୍ଷ ପାଇଁ ପ୍ରଵେଶ ଉତ୍ସବ ଆୟୋଜନ କରାଯାଇ ପ୍ରାଥମିକ ଶିକ୍ଷାର ଖଡ଼ି ଛୁଆଁ ଓ ଶିଶୁ ବାଟିକାର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ…
Read More...

ପୁଣି କନ୍ଧମାଳରେ ଦାଦନ ଦୁଃଖ, ଦାଦନ ଶ୍ରମିକଙ୍କ ବିଦ୍ୟୁତ୍ ଆଘାତ ମୃତ୍ୟୁ….

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲାର ପୁଣି ଏକ ଦାଦନ ଦୁଃଖ l କେବେ ସରିବ ଦାଦନ ଶ୍ରମିକ ଦୁଃଖ । ରାଜ୍ୟରେ ରୋଜଗାର ଅଭାବ ହେତୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉ ଥିବା ବେଳେ ରାଜ୍ୟ ବାହାରୁ ଘରକୁ ଆସୁଛି ମୃତ ଶରୀର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର…
Read More...

ଆମ୍ବୁଲାନ୍ସକୁ କଲ ନ ଲାଗିବାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ରାୟଗଡ଼ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା । ଆମ୍ବୁଲାନ୍ସକୁ କଲ ନ ଲାଗିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପରିବାର ଲୋକେ । ସୂଚନା ପ୍ରକାରେ ଗତ ବିଳମ୍ବିତ…
Read More...

ବାହାଡ଼ାପଦର ଠାରେ ପଞ୍ଚୁଦଣ୍ଡ ମହାମିଳନ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ବାହାଡ଼ାପଦର ଗ୍ରାମର ଓକଁରନାଥ ଜେନାଙ୍କ ଗୃହ ସମ୍ମୁଖରେ ଶୁକ୍ରବାର ପଞ୍ଚୁଦଣ୍ଡ ଅନୁଷ୍ଠିତ ହୋଇଛି । ମହାମିଳନରେ କୁଲାଙ୍ଗୀ, ନାରୀଗୋଛା, ତାରାସିଙ୍ଗି, ଝାଡ଼ଭୂମି, କୁଶପଲ୍ଲୀ ଦଣ୍ଡପୁଞ୍ଜା ଅଂଶ ଗହଣ କରିଥିଲେ । ସକାଳ ସମୟରେ ସମସ୍ତ ଦଣ୍ଡ ପୁଞ୍ଜା…
Read More...

ପିସିସି ପକ୍ଷରୁ ଓଡ଼ିଶା ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଭବନ ପରିସରରେ ଥିବା ମହାମନିଷୀ ମାନଙ୍କ…
Read More...

ହିଞ୍ଜିଳି ସହରରେ ପ୍ରହସନ ପାଲଟିଛି ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ…

* ସହରବାସୀଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ‌‌‌ ଯୋଗାଣ କାଗଜ କଲମରେ ସୀମିତ *ଘୋଡାହାଡ ଓ ଋଷିକୂଲ୍ୟା ନଦୀର ଜଳଉତ୍ସ       କମିବା ଯୋଗୁଁ ପାନୀୟ ଜଳ‌‌‌ ଯୋଗାଣରେ ସମସ୍ୟା ରହିଛି: ଯନ୍ତ୍ରୀ * ୨୪ ଘଣ୍ଟା ପରିବର୍ତ୍ତେ ୨ ଘଣ୍ଟା ପାଇଁ ହେଉଛି ପାନୀୟ ଜଳ‌‌‌ ଯୋଗାଣ * ସମସ୍ୟାର ସମାଧାନ ନହେଲେ…
Read More...

ବିଦ୍ୟାଳୟରେ ଆଉ ପାଠ ପଢ଼ାଇବାକୁ ଯିବେନି ଶିକ୍ଷକ କାହୁଁ ଚରଣ ସିଂ…

ଦାରିଙ୍ଗବାଡି(ଅଶୋକ ସିଂ): ସରକାରଙ୍କ ନିୟମରେ ବନ୍ଧା ଶିକ୍ଷକ କାହୁଁ ଚରଣ ସିଂ ବିଦ୍ୟାଳୟକୁ ଆଉ ପାଠ ପଢ଼ାଇବାକୁ ଯିବେନି । ଏପରି ଏକ ଖବର ପାଇ ସହ କର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦୁଃଖ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ…
Read More...

ରାୟଗଡ ବ୍ଲକରେ ଅନ୍ତଦୋୟ ଗୃହ ଯୋଜନାର ଶୁଭାରମ୍ଭ…

<span;>ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ପି.ଏମ.ଶ୍ରୀ ହାଇସ୍କୁଲ ପଡିଆ ପରିସରରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ  ଯୋଗଦେଇ  ଅନ୍ତଦୋୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି…
Read More...

ଅନ୍ତୋଦ୍ବୟ ଗୃହ ଯୋଜନାର ଶୁଭାରମ୍ଭ ଦାରିଙ୍ଗବାଡି ବ୍ଲକର ୧୫୭ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ରାଷ୍ଟ୍ରୀୟ ନବବର୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଦ୍ଵାରା ଅନ୍ତୋଦ୍ବୟ ଗୃହ ଯୋଜନାର ଶୁଭାରମ୍ଭ କରଯାଇଛି । ରାଜ୍ୟର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରି ସମଗ୍ର ଓଡ଼ିଶା ବାସୀଙ୍କୁ ରାଷ୍ଟ୍ରୀୟ ନବ ବର୍ଷର ଭେଟି ପ୍ରଦାନ…
Read More...

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ଭଞ୍ଜନଗରରେ ୩୫୪ ହିତାଧିକାରୀଙ୍କୁ କାଯ୍ୟାଦେଶ ବଣ୍ଟନ…

ଭଞ୍ଜନଗର(ନିଲୁ ବିଷୋୟୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଭାସି ମାଧ୍ୟମରେ ରାଜ୍ୟର ଅଧିକାଂଶ ବ୍ଲକରେ ଏହି ଯୋଜନାର ଉଦ୍‌ଘାଟନ ହୋଇଥିଲା । ସେହିପରି ଭଞ୍ଜନଗର ବ୍ଲକରେ ମଧ୍ୟ ୩୫୪ ଜଣ ହିତାଧିକାରୀଙ୍କୁ…
Read More...