Browsing Category

ଓଡିଶା

ସିଣ୍ଡିବୁର ଗ୍ରାମ ନାମକୁ ମାତ୍ର ପୋଷ୍ୟ ଗାଁ, ବିକାଶ ମୁଳକ କାର୍ଯ୍ୟ ଶୁନ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତର ସିଣ୍ଡିବୁର ଗ୍ରାମ l ଏହି ଗ୍ରାମର ଦୁଃଖ କହିଲେ ନ ସରେ l ଦେଶ ସ୍ୱାଧୀନତା ହୋଇ ୭୯ ବର୍ଷ ବର୍ଷ ବିତିଗଲାଣି l କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ପାହାଡିଆ ଅଞ୍ଚଳରେ ବସ ବାସ କରୁଥିବା…
Read More...

ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନର ପ୍ରସ୍ତୁତି ବୈଠକ..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ଼ରେ  ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାଧୀନତା ଦିବସ କିପରି ପାଳିତ ହେବ ସେ ନେଇ କୋଟଗଡ ପଞ୍ଚାୟତ ସମିତି ମିଟିଙ୍ଗ ହୋଲରେ ଆଲୋଚନା କରାଯାଇଛି । ଏହି ବୈଠକ ସମିତିଅଧକ୍ଷା ପିଙ୍କି…
Read More...

ଶଂକୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ବିଧାୟକ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମୁଖ୍ୟସ୍ଥଳ ନୂଆ ବସ୍ ଷ୍ଟାଣ୍ଡ ନିକଟ ଶଂକୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଥିଲେ । ୭୦ ଲକ୍ଷ୍ ଟଂକା ଅଟକଳରେ ନିର୍ମିତ ଏହି ବନ୍ଧର ନିର୍ମାଣ…
Read More...

ମହୁମାଛି ପାଳନ ନେଇ ତାଲିମ ଶିବିର ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ଏବଂ ଖଦି ଗ୍ରାମ ଉଦ୍ୟୋଗ ମିଳିତ ଆନୁକୂଲ୍ୟରେ ମହୁମାଛି ଚାଷ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ତାରସିଂ ବନ ବିଭାଗ ବିଶ୍ରାମଗାରା ଠାରେ ଅନୁଷ୍ଠିତ ହୋଇଛି । ଏହାକୁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଉଦଘାଟନ…
Read More...

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ….

ଜୟପୁର(ଦେବଦତ୍ତ ପାଣି): କୋରାପୁଟ ଜିଲ୍ଲା ଜୟପୁରରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ । ଦୀର୍ଘ ଦିନ ଧରି ମାନସିକ ଚାପ୍ ଦିଆ ଯାଉଥିବା ଅଭିଯୋଗ । ସମସ୍ୟା ସମାଧାନ ନ ହେବାରୁ ପ୍ରତିଷ୍ଠାନ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା । ଗତ କିଛଦିନ ଧରି ଅନୁଷ୍ଠାନରେ…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଅମେଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର…
Read More...

ନୂତନ ପଞ୍ଚାୟତ ଗଠନ ନିମନ୍ତେ ପାରଳା ବିଧାୟକଙ୍କୁ ଆବେଦନ ପତ୍ର…..

ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତ ପ୍ରାୟ 29 ଗୋଟି ଗ୍ରାମ ଏବଂ 3300ରୁ ଉର୍ଦ୍ଧ ଜନସଂଖ୍ୟାକୁ ନେଇ ପଞ୍ଚାୟତ ଗଠିତ ହୋଇଛି l  କିନ୍ତୁ ଭୁବନି  ପଞ୍ଚାୟତର କେତେକ ଗ୍ରାମବାସିଙ୍କ କହିବା ଅନୁଯାଇ କେତେକ ଗ୍ରାମ ଯଥା: ତାରବାଉଲ, ସିଣ୍ଡିବୁର,…
Read More...

ମୃତ୍ୟୁ ପରେ ଏମକେସିଜି ମେଡିକାଲ କଲେଜକୁ ଶରୀର ଦାନ କଲେ ପରିବାର…..

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଜୀବିତ ଅବସ୍ଥାରେ ଅନ୍ୟର ସେବା କରିଆସୁଥିଲେ l ସାମାଜିକ ସେବାରେ ନିଜକୁ ନିୟୋଜିତ କରି ମଧ୍ୟ ମୃତ୍ୟୁ ପରେ ନିଜ ପାର୍ଥିବ ଶରୀରକୁ ଦାନ କରିବାକୁ ଇଚ୍ଛା କରିଥିଲେ ଧରାକୋଟ ବ୍ଲକର ମାଣିକପୁର ଗାଁର ଅବସରପ୍ରାପ୍ତ ଡାକ ବିଭାଗର କର୍ମଚାରୀ…
Read More...

ବ୍ରାହ୍ମଣୀଗାଁ ନେଟୱର୍କକୁ ଭରଷା ନାହିଁ, ସେକ୍ଟର ମିଟିଂ ପାଇଁ ତିନି କିମି ଚାଲିଲେ ଅଙ୍ଗନୱାଡ଼ି କର୍ମୀ…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଥିବା ବିଏସଏନଏଲ ନେଟୱର୍କକୁ ଅଞ୍ଚଳ ବାସୀ ଭରଷା କରି ପାରୁ ନାହାଁନ୍ତି l ସରକାରୀ, ବେସରକାରୀ କାର୍ଯ୍ୟରେ ତାହା ବାଧା ସୃଷ୍ଟି କରୁଛି l ସଠିକ ସମୟରେ ସରକାରଙ୍କୁ ତଥ୍ୟ ପ୍ରଦାନ କରିବାରେ ସମସ୍ୟା…
Read More...

ଗଜପତିର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ଶ୍ରୀମତୀ ମଧୁମିତା….

ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀମତୀ ମଧୁମିତା, ଭା.ପ୍ର.ସେ. ଆଜି ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଭା.ପ୍ର.ସେଙ୍କୁ  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି…
Read More...