Browsing Category

ଓଡିଶା

ଭଞ୍ଜନଗରରେ ବିକ୍ଷୋଭ ସହ ସ୍ମାରକପତ୍ର ପ୍ରଦାନ….

ଭଞ୍ଜନଗର(ନିଲୁ ବିଷୋୟୀ): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ(ଭିବି-ଜି ରାମ ଜି) ଆଇନ, ୨୦୨୫' ପ୍ରସ୍ତୁତ କରାଯାଇଛି । ଯାହାକୁ କଂଗ୍ରେସ ଦଳ…
Read More...

ବ୍ରାହ୍ମଣୀଗାଁ ଠାରେ ଖ୍ରୀଷ୍ଟମାସ କାଣ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେ ଖ୍ରୀଷ୍ଟମାସ କାଣ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଶନିବାର ଦିନ ମିଳିତ ଖ୍ରୀଷ୍ଟିଆନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାକ ଖ୍ରୀଷ୍ଟ ଜୟନ୍ତୀ ପାଳନ କରାଯାଇ ଥିବା ବେଳେ ସନ୍ଧ୍ୟା ସମୟରେ ଓଡିଶା ଗୁଡ଼ ନିଉଜ ମିଶନର…
Read More...

ବଡ଼ଦିନ ପାଇଁ ଚଳ ଚଞ୍ଚଳ ହାଟ ବଜାର, ପୁଲିସ ପକ୍ଷରୁ ସୁରକ୍ଷାବ୍ୟବସ୍ଥା କଡାକଡି….

ଦାରିଙ୍ଗବାଡି(ଅଶୋକ ସିଂ): ବଡ଼ଦିନ ପର୍ବ ଯେତିକି ପାଖ ଆସୁଛି ଗାଁରୁ ସହର ଯାଏଁ ହାଟ ବଜାର ସେତିକି ଚଳ ଚଞ୍ଚଳ ହେଉଛି l ସୋମବାର ଦିନ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସାପ୍ତାହିକ ହାଟରେ ବେଶ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ହାତ ପାହାନ୍ତାରେ ସୁଲଭ ଦରରେ ଅତ୍ୟାବଶକୀୟ ସାମଗ୍ରୀ ମିଳୁ…
Read More...

କୃଷ୍ଣଚନ୍ଦ୍ରପୁର ପିଏମଶ୍ରୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ୨୦୨୫ ପାଳିତ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୃଷ୍ଣଚନ୍ଦ୍ରପୁରସ୍ଥିତ ପିଏମଶ୍ରୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପିଏମଶ୍ରୀ  ଉତ୍ସବ ୨୦୨୫ ପାଳିତ ହୋଇଯାଇଛି  l କୃଷ୍ଣଚନ୍ଦ୍ରପୁର ପିଏମଶ୍ରୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…
Read More...

ସାନକୋଦଣ୍ଡାରୁ ଖରିଫ୍ ଧାନକିଣା ଶୁଭାରମ୍ଭ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ପ୍ୟାକ୍ସରୁ ମଙ୍ଗଳବାର ଚଳିତ ବର୍ଷର ଖରିଫ୍ ଧାନକିଣା ଶୁଭାରମ୍ଭ ହୋଇଛି । ଡେପୁଟି ସବ୍ କଲେକ୍ଟର ପ୍ରଧାନ ଟୁଲିଆମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖରିଫ୍ ଧାନ କିଣାର ଶୁଭାରମ୍ଭ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଯୋଗାଣ…
Read More...

ବଡ଼କୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ଅଷ୍ଟାଦଶ ବାର୍ଷିକ ଉତ୍ସବ ସୋମବାର ପାଳିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ରାଜ କିଶୋର ମହାରଣାଙ୍କ ପୌରାହିତ୍ୟରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ…
Read More...

କେଏମ ଭାଲିଆ ସାହି ଠାରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ପାଳିତ…..

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେଏମ  ଭାଲିଆସାହି ଠାରେ ପିଏମଶ୍ରୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଓ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ…
Read More...

ମାନସିକ ରୋଗୀଙ୍କୁ ଉଦ୍ଧାର କଲା ବିପଦର ବନ୍ଧୁ….

ଭଞ୍ଜନଗର(ନିଲୁ ବିଷୋୟୀ): ପରିସ୍ଥିତିରେ ପଡି ହେଉ କିମ୍ବା ଅନ୍ୟ କୌଣସି କାରଣରୁ ମାନସିକ ଭାବେ ଠିକ ନଥିବା ଲୋକମାନେ ନିଜ ପରିବାର ଠାରୁ ଅଲଗା ହୋଇ ଏଣେ ତେଣେ ବୁଲୁଥିବା ଦେଖିବାକୁ ମିଳେ । ସେମାନଙ୍କ ମାନସିକ ସ୍ଥିତି ଠିକ ନଥିବାରୁ  ନିଜର ଠିକଣା କହି ପାରନ୍ତି ନା ପରିଚୟ । ପରଆଶ୍ରାରେ…
Read More...

ମିଳିତ ଖ୍ରୀଷ୍ଟିଆନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାକ ଖ୍ରୀଷ୍ଟ ଜୟନ୍ତୀ ସମାରୋହ ଅନୁଷ୍ଠିତ: ଯୋଗ ଦେଲେ ସମସ୍ତ ବର୍ଗର…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ କାଥଲିକ ଚର୍ଚ୍ଚ ପରିସର ମଧ୍ୟରେ ମିଳିତ ଖ୍ରୀଷ୍ଟିଆନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାକ ଖ୍ରୀଷ୍ଟ ଜୟନ୍ତୀ ସମାରୋହ ଧୂମଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀରୁ ଅନନ୍ତ ପ୍ରସାଦ ସାମନ୍ତ ରାୟ ଯୋଗ…
Read More...

ଝିଞ୍ଜିରିଗୁଡ଼ା ଠାରେ ବ୍ଲକ ସ୍ତରୀୟ ଶ୍ରୀ ଅନ୍ନ ଖାଦ୍ୟ ମେଳା ଅନୁଷ୍ଠିତ…

ଦାରିଙ୍ଗବାଡି(ଅଶୋକ ସିଂ): ପାରମ୍ପରିକ ଖାଦ୍ୟର ବ୍ୟାପକ ପ୍ରଚାର-ପ୍ରସାର ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉନ୍ନତି ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଥିବା ଓଡ଼ିଶା ମିଲେଟ ମିଶନ ବର୍ତ୍ତମାନ “ଶ୍ରୀ ଅନ୍ନ ଅଭିଯାନ” ଭାବେ ପରିଚିତ । ଏହି ଯୋଜନା ଅଧୀନରେ ଲୋକମାନଙ୍କୁ ମାଣ୍ଡିଆ, କୁଏରୀ,…
Read More...