Browsing Category
ଓଡିଶା
ଦଲାଲଙ୍କ କବଜାରେ ଆସିକା ଉପଖଣ୍ଡ ଚିକିତ୍ସାଲୟ, ଦଲାଲ ହଟାଇବା ପାଇଁ ଉଠିଲା ଦାବୀ….
ଅନୁସନ୍ଧାନ ଭାରତ(ବ୍ୟୁର): ଆସିକା ଉପଖଣ୍ଡ ଚିକିତ୍ସାଲୟ ଠାରେ ଦୀର୍ଘ ଦିନ ଧରି ଚାଲିଥିବା ଔଷଧ ଦଲାଲଙ୍କୁ ଧରିବା ପାଇଁ ଗଞ୍ଜାମ ଏସ.ପିଙ୍କ ନିର୍ଦେଶ କ୍ରମେ ଅପରେସନ ଦଲାଲ କାର୍ଯ୍ୟକାରୀ ହେବ କେବେ ? ପ୍ରକାଶ ଥାଉକି ବ୍ରହ୍ମପୁର ମେଡିକାଲ ଠାରେ ଦୀର୍ଘ ଦିନ ଧରି ଚାଲି ଥିବା ଔଷଧ ଦଲାଲଙ୍କୁ…
Read More...
Read More...
ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଖାରିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁଙ୍କ ଦ୍ବାରା ତାଳ ଓ ମୁର୍ଦୁଙ୍ଗ…
ଅନୁସନ୍ଧାନ ଭାରତ(ବ୍ୟୁର): ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଆସିକା ବ୍ଲକ ଖାରିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁ ଖାରିଆ ପଞ୍ଚାୟତର ଅଧୀନ ଖାରିଆ, ଘଟକୁରି, ସନ୍ଧିନୂଆପଲ୍ଲୀ, କୋଟିନଡ଼ା, ହୁମୁକି, ସାହାପୁର, ଢୁଙ୍କୁଣୀରେ ତାଳ ମୁର୍ଦୁଙ୍ଗ ଓ ଝାଞ୍ଜ ପ୍ରଦାନ କରିଥିଲେ l ବର୍ଷ ବର୍ଷ ଧରି ଏହି…
Read More...
Read More...
ବାଲିଛାଇ ଓ ଦେବଭୂମି ଗ୍ରାମ ପଂଚାୟତରେ ବିଜେଡିର ପଦଯାତ୍ରା ଆୟୋଜିତ, ପଦଯାତ୍ରାରେ ଭିଡ ଜମାଇଲେ ମହିଳା…….
ଅନୁସନ୍ଧାନ ଭାରତ(ବ୍ୟୁର): ଆସିକା ବିଧାୟିକାଙ୍କ ନେତୃତ୍ୱରେ ଚାଲିଥିବା ପଦଯାତ୍ରାରେ ବିପୁଳ ସଂଖ୍ୟାରେ ମହିଳା ଯୋଗଦେଇ ଥିବା ଦେଖିବାକୁ ମିଳିଛି l ଆଜି ବାଲିଛାଇ ଓ ଦେବଭୂମି ଗ୍ରାମ ପଂଚାୟତରେ ବିଜେଡିର ପଦଯାତ୍ରାରେ ଆଗଧାଡିର କର୍ମୀ ସାଙ୍ଗକୁ ଛାତ୍ର, ମହିଳା, ଯୁବ କର୍ମକର୍ତ୍ତା ଯୋଗଦେଇଥିଲେ…
Read More...
Read More...
ଉପେନ୍ଦ୍ର ଭଞ୍ଜ ଉଚ୍ଚବିଦ୍ୟାଳୟ ପରିସରରେ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଉଦଯାପିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଉପେନ୍ଦ୍ର ଭଞ୍ଜ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଳକର ସମସ୍ତ ବିଦ୍ୟାଳୟଗୁଡିକରୁ ସର୍ବମୋଟ ୧୨ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଚକ୍ଷୁ…
Read More...
Read More...
ଆଧ୍ୟାତ୍ମିକ ବାତାବରଣରେ ଅନୁଷ୍ଠିତ ହେଲା ଲିମାମେଡା ଗଜଲକ୍ଷ୍ମୀଙ୍କ ବିସର୍ଜନ……
ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସ୍ଥାନୀୟ ଲିମାମେଡା ଗ୍ରାମ ଠାରେ ସାତ ଦିନ ଧରି ଅନୁଷ୍ଠିତ ହୋଇଥିବା ମା ଗଜଲକ୍ଷ୍ମୀଙ୍କ ବିସର୍ଜନ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଗ୍ରାମବାସୀ ନିଜ ନିଜ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ରଖି ମାଙ୍କୁ ପୂଜାର୍ଚ୍ଚନା କରି…
Read More...
Read More...
୧୨୦ ଲିଟର ଚୋରା ଦେଶୀ ମଦ ସହ ୱାଗନର କାର ଜବତ, ଜଣେ ଗିରଫ….
ଅନୁସନ୍ଧାନ ଭାରତ(ବ୍ୟୁର): ଚୋରା ଦେଶୀ ମଦ ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ l ୧୨୦ ଲିଟର ଦେଶୀ ମଦ ସହିତ ଗୋଟିଏ ୱାଗନର କାର ଓ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଅବକାରୀ ବିଭାଗ l ଘଟଣା ଅନୁସାରେ ଆଜି ମାଧହ୍ନ ସମୟରେ ଗୋଟିଏ ୱାଗନର ଗାଡ଼ିରେ ଚୋରା…
Read More...
Read More...
ମ.ରାମପୁର ଥାନା ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ……
ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା ) ଓ ମ.ରାମପୁର…
Read More...
Read More...
ଲୋପ ପାଇବାକୁ ବସିଛି ଘୁ.ଉଦୟଗିରି ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ, ମତାମତ ନେବା ପାଇଁ ଯିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ…
ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସରକାର ବନବିଭାଗ, ଘୁ.ଉଦୟଗିରି ବନ ବିଭାଗ ଅଧିକାରୀ ମିନାକ୍ଷୀ କୁମୁରା ଆଜି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାରେ ଅଣଦେଖା କରିଛନ୍ତି I ଏହି ଅଞ୍ଚଳରେ ଓଡ଼ିଶା ସରକାର ବନବିଭାଗ ତରଫରୁ କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ…
Read More...
Read More...
ବିଶ୍ବ ପ୍ରସିଦ୍ଧ କନ୍ଧମାଳ ହଳଦୀକୁ ପୁଣି ଏନଆଇପି ଆୱାର୍ଡ………
ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ବ ପ୍ରସିଦ୍ଧ କନ୍ଧମାଳ ହଳଦୀକୁ ପୁଣି ମିଳିଲା ଏନଆଇପି ଆୱାର୍ଡ l କୃଷି ବର୍ଗରେ ସର୍ବାଧିକ ଭୋଟ ପାଇ ଏହି ପୁରସ୍କାର ଲାଭ କରିଛି କନ୍ଧମାଳ ହଳଦୀ l ନୂଆ ଦିଲ୍ଲୀଠାରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ…
Read More...
Read More...
ପୂର୍ଣାନନ୍ଦ ସେବା ସଂଘ ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିକଟସ୍ଥ ପୂର୍ନାନନ୍ଦ ସେବା ସଂଘ ଠାରେ ଆଧ୍ଯାତ୍ମିକ କାଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଭକ୍ତ ଯୋଗ ଦେଇ ହରିନାମ କିର୍ତନ ସହିତ ପ୍ରବଚନରେ ଯୋଗ ଦେଇଥିଲେ । ସଦଗୁରୁ ପୂନ୍ନାନନ୍ଦ ଅନାଦୀ ଚରଣ ଦାଶ ମୁଖ୍ୟ…
Read More...
Read More...