Browsing Category

ଓଡିଶା

ଶାନ୍ତିଝର ବୁଲି ଦେଖିଲେ ଜିଲ୍ଲାପାଳ, ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଠାରୁ ଦୁଇ କିମି ଦୂରରେ ଥିବା ଶାନ୍ତିଝର ପିକନିକ ସ୍ପଟରେ ଦିନକୁ ଦିନ ପର୍ଯ୍ୟଟକମାନଙ୍କ ବେସ ଭିଡ ବଢୁଥିବା ଦେଖିବାକୁ ମିଳୁଛି । ହେଲେ ଆବଶ୍ୟକତା ଅନୁଯାୟୀ ଏହାର ଭିତ୍ତିଭୂମିର ବିକାଶ ହୋଇପାରିନାହିଁ । ଏହାର ବିକାଶ ପାଇଁ ଶାନ୍ତିଝର…
Read More...

ଓଡିଶାର ଡାର୍ଜଲିଙ୍ଗ ଘୁ.ଉଦୟଗିରିରେ ପାରଦ ତଳ ମୁହାଁ: ଅସହ୍ୟ ଜାଡ଼, ସର୍ବନିମ୍ନ 8.4 ଡିଗ୍ରୀ ଥଣ୍ଡା ରେକର୍ଡ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲା ଘୁ.ଉଦୟଗିରି ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହ ପ୍ରବଳରୁ ଅତି ପ୍ରବଳ ଜାଡ ଅନୁଭୂତ ହେଉ ଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି.। ରବିବାର ସନ୍ଧ୍ୟାଠାରୁ ଶୀତ କ୍ରମଶଃ ବୃଦ୍ଧି ଲାଗିଛି । ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନା…
Read More...

ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ…..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଅନଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…
Read More...

ଦାରିଙ୍ଗବାଡି ଶୀତ ମହୋତ୍ସବ – ୨୦୨୬ ପାଳନ ପାଇଁ ବସିଲା ପ୍ରଥମ ପ୍ରସ୍ତୁତି ବୈଠକ, ମୁଖ୍ୟ ଅତିଥି ଭାବେ ମୁଖ୍ୟ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ପହିଲି ଶୀତର ଅନୁଭୂତ ହୋଇଛି । ପର୍ଯ୍ୟଟକମାନଙ୍କ ଆଗମନ ମଧ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଦାରିଙ୍ଗବାଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ଏହାର ଐତିହ୍ୟ କଳା ସଂସ୍କୃତିକୁ ନେଇ ୨୦୨୬ ଶୀତ ମହୋତ୍ସବ ପାଳନ କରିବା ପାଇଁ…
Read More...

ସିଶିଡି ଓ ଲିନସି ଫାଉଣ୍ଡେସନ୍‌ର ତରଫରୁ ମାର୍ଲବା ପଞ୍ଚାୟତର ପେକଟ ଓ ଲିମରସିଙ୍ଗି ଗ୍ରାମରେ ବନ୍ୟାପ୍ରଭାବିତ…

ରାୟଗଡ଼ (ଟିକି ଲିମା): ଗତ ମାସରେ ଘଟିଥିବା ତିନିଦିନିଆ ଭାରି ବର୍ଷା ଓ “ମୋନ୍ଥା” ବାତ୍ୟାର ଫଳରେ ରାୟଗଡ ବ୍ଲକର ଅନେକ ଗ୍ରାମରେ ଘର, ଫସଲ ଓ ରାସ୍ତା ଭାରି କ୍ଷତିଗ୍ରସ୍ତ ହୋଇପଡିଥିଲା । ଏହି ବିପଦ ସ୍ଥିତିରେ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି, ସିସିଡି ଓ ଲିନ୍ସି ଫାଉଣ୍ଡେସନର…
Read More...

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୫୦ତମ ଜୟନ୍ତୀ ପାଳନ ଓ ଏକତା ପଦଯାତ୍ରା ପ୍ରସ୍ତୁତି ବୈଠକ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଠାରେ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଓ ଏକତା ପଦଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଅଛି ।…
Read More...

ପୁଲିସ କବ୍‌ଜାରେ ଯୌନ ରାକ୍ଷାସ ପ୍ରେମାନନ୍ଦ…..

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଲସି ପ୍ରେମାନନ୍ଦ ବଳିଆରର୍ସିଙ୍କୁ ଯୌନ ଉଦ୍ଦୀପକ ଭିଡ଼ିଓ ଉତ୍ତୋଳନ ଅଭିଯୋଗରେ ତୁମୁଡିବନ୍ଧ ପୁଲିସ ଗିରଫ କରିଛି । ସୂଚନା ପ୍ରକାର ପୂର୍ବରୁ ପ୍ରେମାନନ୍ଦ ତୁମୁଡିବନ୍ଧ ବନ୍ଧ ବ୍ଲକରେ ଜୀବିକା ମିଶନରେ…
Read More...

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ମହାବିଦ୍ୟାଳୟରେ ପ୍ରତିଯୋଗିତା….

ଭଞ୍ଜନଗର(ନିଲୁ ବିଷୋୟୀ): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ବିଦ୍ୟାଳୟ ଓ…
Read More...

କାର୍ତ୍ତିକ ପୂର୍ଣ୍ଣିମାରେ ବଡକୋଦଣ୍ଡାରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ ହେଇଯାଇଛି । ଆଜି ସକାଳୁ ସକାଳୁ ଗ୍ରାମରେ ଆଖ ପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ମନ୍ଦିର ମାଳିନୀ ବଡକୋଦଣ୍ଡା ଗ୍ରାମରେ…
Read More...

ଭଞ୍ଜନଗରରେ ୧୬୯ ଅଭିଯୋଗ ଶୁଣିଲେ ଏଡିଏମ୍….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଶିବିରରେ ମୋଟ ୧୬୯…
Read More...