Browsing Category

ଓଡିଶା

ଘୁ.ଉଦୟଗିରିରେ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ…

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଘୁ.ଉଦୟଗିରି ସହରରେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ।  ପୂଜା କମିଟି ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ରୀତିନୀତିରେ ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏଥିରେ ଉପ-ସଭାପତି ସଞ୍ଜୟ କୁମାର…
Read More...

କନ୍ଧମାଳ ଜିଲ୍ଲାରେ ଜାତି, ଧର୍ମ ନାମରେ ଭେଦଭାବ ଓ ଅରାଜଗତା ସୃଷ୍ଟି କରିବା ବରଦାସ୍ତ କରାଯିବ ନାହିଁ: କନ୍ଧମାଳ ମିଳିତ…

ଜିଲ୍ଲା ରେ ଅରାଜଗତା ସୃଷ୍ଟି କରିବା ବରଖାସ୍ତ କରାଯିବ ନାହିଁ : କନ୍ଧମାଳ ମିଳିତ ମଞ୍ଚର ଆହ୍ବାନ । ଦାରିଙ୍ଗବାଡି : ତା:୯/୯ (ଅଶୋକ ସିଂ) କନ୍ଧମାଳ ଜିଲ୍ଳା ମିଳିତ ମଞ୍ଚ ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଶାଖା ପକ୍ଷରୁ ନେତୃତ୍ୱ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର…
Read More...

ଘୁ.ଉଦୟଗିରି ବ୍ଲକରେ ୧୭ତମ ସମିତି ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ପ୍ରେକ୍ଷାଳୟରେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୭ତମ ସମିତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ସ୍ୱାସ୍ଥ୍ୟ, ରାସ୍ତାଘାଟ, ବିଦ୍ୟୁତ୍‌ ଓ ଚାଷୀଙ୍କ ସମସ୍ୟା ଉପରେ ବିସ୍ତୃତ…
Read More...

ଦାରିଙ୍ଗବାଡି ଅଞ୍ଚଳରେ “ଟିଚ କନ୍ଧମାଳ”, ଜିଲ୍ଲାପାଳ ଓ ଆରୋଖୀଅଧିକ୍ଷକ ପିଲାଙ୍କୁ ପଢ଼ାଇଲେ ପାଠ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ବ୍ଲକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟକୁ ବୁଲି ଦେଖିବା ସହ ପିଲାଙ୍କୁ ପାଠ ପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ । ଏହି…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ମିଳିତ ଅଭିଯୋଗ ଶୁଣାଣି: ବ୍ୟକ୍ତିଗତ ୧୦୦, ସାମୂହିକ ୧୨୧…

ଦାରିଙ୍ଗବାଡ଼ି(ଆଶୋକ ସିଂ) : କନ୍ଧମାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଦିନ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇ ଯାଇଛି । ଝିପି ଝିପି ବର୍ଷା କୋହଲା ପାଗରେ ମଧ୍ୟ ବ୍ଲକର ୨୫ ଗୋଟି ପଞ୍ଚାୟତର ଜନ…
Read More...

ସ୍ୱାୟତ୍ତ ଶାସନ ଦିବସରେ ବିଧାୟକ-ସାଂସଦଙ୍କୁ ଅଣଦେଖା…

ପୌରପରିଷଦର ନିମନ୍ତ୍ରଣରେ ଜନପ୍ରତିନିଧି ବାଦ୍‌ ସରକାରୀ ପ୍ରୋଟୋକଲକୁ ଅବମାନନା ଅଭିଯୋଗ  ସ୍ଥାନୀୟ ଅଞ୍ଚଳରେ ବଢ଼ୁଛି ଅସନ୍ତୋଷ ଗୁଣୁପୁର(ସୁନୀଲ୍ କୁମାର ସାବତ): ରାୟଗଡ଼ା ଜିଲ୍ଲା ଗୁଣୁପୁର ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନକୁ ନେଇ ବିବାଦ ତୀବ୍ର ହୋଇଛି ।…
Read More...

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହ ୨୦୨୬ ପାଳନ କରାଯାଇଛି । ଏହି ଅବସରରେ ପରିଷଦ କାର୍ଯ୍ୟାଳୟ ତରଫରୁ ପ୍ରାତଃ ୪ ଘଣ୍ଟିକା ସମୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମ ଧୁନ ପରିବେଷଣ…
Read More...

ଆନ୍ଧ୍ରରେ ଅଟୋ ଓଲଟି ଦାଦନ ଶ୍ରମିକଙ୍କ ମୃତ୍ୟୁ: “ଦାଦନ ଦୁଃଖରେ କନ୍ଧମାଳ ଜିଲ୍ଲା ଏକ ମାସରେ ୧୧ ଶ୍ରମିକ ମୃତ”….

ଅନୁସନ୍ଧାନ ଭାରତ(ବ୍ୟୁର): ଦାଦନ ଖଟିବାକୁ ଯାଇ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ ଦୀପ ଲିଭିଯାଇଛି । ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲ୍ଲା ଅନ୍ତର୍ଗତ ମେଜରମେଣ୍ଟା ଠାରେ ଅଗଷ୍ଟ ୨୩ ତାରିଖରେ ଅଟୋ ଓଲଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇଦ୍ରଗଡ଼ ପଞ୍ଚାୟତ ରିସାଭୂମି…
Read More...

ଖାରଡା ଚାଷୀଙ୍କ ଗୁହାରି ଶୁଣିଲେ ବିଧାୟକ: ନେରେଡି ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଆଶଙ୍କା, ଗାଁରେ ଗୁଞ୍ଜିଲା ‘ଆନ୍ଧ୍ର…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ନିଜ ଜମି, ଜୀବିକା ଓ ଭବିଷ୍ୟତକୁ ନେଇ ଚିନ୍ତିତ ଖାରଡା ଗ୍ରାମର ଚାଷୀମାନେ ଆଜି ନିଜର ଦୁଃଖ ଓ ଆଶଙ୍କା ବିଧାୟକଙ୍କ ସମ୍ମୁଖରେ ରଖିଛନ୍ତି । ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଗସ୍ତ…
Read More...

ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ଜାଲିନା ପ୍ରିୟଦର୍ଶିନୀ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ପୁନର୍ଗଠନ କରିବା ପରେ କନ୍ଧମାଳ ଜିଲ୍ଲାର ଆଗ ଧାଡ଼ିର ସଂଖ୍ୟାଲଘୁ  ସମ୍ପ୍ରଦାୟର ନାରୀ ନେତ୍ରୀ ଜାଲିନା ପ୍ରିୟଦର୍ଶିନୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ରାଜ୍ୟ ବିଜେଡି ସଭାପତି ନିଯୁକ୍ତ କରିବା ପରେ କନ୍ଧମାଳ ଜିଲ୍ଲା ବିଜେଡି…
Read More...