Browsing Category

ଓଡିଶା

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାମାଜିକ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀଙ୍କ ନେତୃତ୍ବରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ ଉନ୍ନୟନ ଅଧିକାରୀ ଅନୁପ…
Read More...

“ବାବୁ ମୋ ପୁଅକୁ ବଞ୍ଚାନ୍ତୁ, କେଉଁଠୁ ଟଙ୍କା ଆଣିବୁ ,କିପରି ତାର ଚିକିତ୍ସା ହେବ, ମତେ ସାହାଯ୍ୟ କରନ୍ତୁ…

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକର ବରଡାବିଲି ପଞ୍ଚାୟତର କହିରାପଲି ଗ୍ରାମର ସର୍ଜନ ଗୌଡ଼ ଏବଂ ନର୍ମଦା ଗୌଡ଼ଙ୍କ ଚାରି ପୁଅ ମଧ୍ୟରେ ଏକ ମାତ୍ର ରୋଜଗାରିଆ ପୁଅ ହେଉଛନ୍ତି ସୁନିଲ । ଯୁବକଙ୍କ ବୟସ ୩୨ ବର୍ଷ । ସ୍ତ୍ରୀ ଲିଟି, ପୁଅ ରାଜକୁମାର ଓ ଝିଅ ସୁହାନିଙ୍କୁ ନେଇ ସୁନିଲ ଙ୍କ ଛୋଟିଆ…
Read More...

ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବରେ କନ୍ଧମାଳ ଚମ୍ପିୟାନ….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ "ମହକ ୨୦୨୩" ନଭେମ୍ବର ୬ ଏବଂ ୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହା ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗ…
Read More...

ଦିବ୍ୟ ଜିବନ ସଂଘ ମୁଣ୍ଡମରାଇ ଶାଖା ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଦିବ୍ୟ ଜୀବନ ସଂଘ ମୁଣ୍ଡମରାଇ ଶାଖା ତରଫରୁ ଧରାକୋଟ ସ୍ଥିତ ବାଲୁଙ୍କେଶ୍ୱର ଅନାଥ ଆଶ୍ରମଠାରେ ଅନ୍ତେବାସୀ ମାନଙ୍କୁ ଶୀତଦିନ ଅବସରରେ ପ୍ରାୟ ୯୦ ଛାତ୍ର ଛାତ୍ରୀଙ୍କୁ ଶୀତ କମ୍ୱଳ ଏବଂ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା l ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯକ୍ରମକୁ…
Read More...

ଫିରିଙ୍ଗିଆ ଓ ରାଇକିଆ ବ୍ଲକରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଟିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଥିବା ବେଳେ। କନ୍ଧମାଳ ଜିଲ୍ଲାର ଦ୍ୱତୀୟ ବୃହତ୍ତମ ବ୍ଲକ ଫିରିଙ୍ଗିଆ ହୋଇଥିବାରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଖାପାକ୍ଷି ଅନୁମାନିକ ୨୫୦୦ରୁ…
Read More...

ଟିକିରି ଠାରେ ନୂତନ ବ୍ଲକ ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗତ ରବିବାର ଦିନ ବହୁ ପ୍ରତୀକ୍ଷିତ ନୂତନ ବ୍ଳକ ମାନ୍ୟତା ଦାବି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଟିକିରି ସରପଞ୍ଚ ଜଗବନ୍ଧୁ ମାଝିଙ୍କ ନେତୃତ୍ୱରେ ଅନୁଷ୍ଠିତ…
Read More...

ହରଭଙ୍ଗି କେନାଲରୁ ଗାଈ ଚରାଳୀଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ….

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକ ଅନ୍ତର୍ଗତ ବଡଗଡ ଥାନା ଅଧୀନରେ ଥିବା ମଥୁରା ଗ୍ରାମର ସନିଦେବ ମନ୍ଦିର ନିକଟସ୍ଥ ହରଭଙ୍ଗି କେନାଲରୁ ଆଜି ଏକ ଗାଈ ଚରାଳୀ ରବୀନ୍ଦ୍ର ଗୌଡ଼ ୩୫ର ମୃତ ଦେହ ବଡଗଡ ପୁଲିସ ଦ୍ବାରା ଉଦ୍ଧାର କରାଯାଇଛି । ଅନୁସନ୍ଧାନ ବେଳେ ଏହା ମଛାକୋଟ ପଞ୍ଚାୟତ ଅଧିନସ୍ଥ…
Read More...

ଟିକାବାଲି ଓ ଚକାପାଦ ବ୍ଲକରେ “ଆମ ଓଡିଶା ନବୀନ ଓଡିଶା” ଯୋଜନର ଶୁଭାରମ୍ଭ..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକର ଟିକାବାଲି ହାଇସ୍କୁଲ ପଡିଆ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ଆମ ଓଡିଶା ନବୀନ ଓଡିଶା ଉଦଘାଟନ କାର୍ଯ୍ୟକ୍ରମ I ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱରା ୮୫ କୋଟି ୫୦ ଲକ୍ଷ ଟଙ୍କା…
Read More...

ଘୁ.ଉଦୟଗିରି ବ୍ଲକର କଳିଙ୍ଗା ଠାରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାର ଶୁଭାରମ୍ଭ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଂଚାୟତର ସରକାରୀ ନୋଡାଲ ୟୁ.ପି ସ୍କୁଲ ଖେଳ ପଡ଼ିଆ ଠାରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ…
Read More...

ରତଙ୍ଗ ଠାରେ ଦୁର୍ନୀତି ମୁକ୍ତ ଅଭିଯାନ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ରତଙ୍ଗ ପଂଚାୟତ ଶିବମନ୍ଦିର ସମ୍ମୁଖରେ ଥିବା ଭଲେଶ୍ୱର୍ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ରତଙ୍ଗ ପୂର୍ବତନ ସରପଞ୍ଚ ରଜନୀ କାନ୍ତ ମାଲିକଙ୍କ ଅଧ୍ୟକ୍ଷ ତାରେ ଦୁର୍ନୀତି ମୁକ୍ତ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ…
Read More...