Browsing Category

ଓଡିଶା

ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ…..

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ଋଷୀମାଳ ସ୍ନାତକ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆତ୍ମ ରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦୨୫-୨୬  ଆୟୋଜିତ ହୋଇଯାଇଥିଲା ।…
Read More...

ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ସବୁଜ ସୁନ୍ଦର କରିବା ପାଇଁ ପଲିଥିନ ମୁକ୍ତ ଅଭିଯାନ…..

ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ସବୁଜ ସୁନ୍ଦର କରିବା ପାଇଁ ପଲିଥିନ ମୁକ୍ତ ଅଭିଯାନ। ଦାରିଙ୍ଗବାଡ଼ି ତା ; ୨୧/୩(ଆଶୋକ ସିଂ) ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି କେବଳ ଓଡ଼ିଶା ର ନୁହେଁ ବରଂ ଏହା ସାରା ଭାରତ ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଦାରିଙ୍ଗବାଡି ଅଞ୍ଚଳ ପ୍ରକୃତି ର ଶୋଭାରାଜି…
Read More...

ପରିତ୍ୟକ୍ତ ଗୁହାଳ ଘରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଏକ ପରିତ୍ୟକ୍ତ ଗୁହାଳ ଘରୁ ହlତ ଗୋଡ଼ ବନ୍ଧା ଅବସ୍ଥାରେ ଜଣେ ନାବାଳିକାକୁ ଉଦ୍ଧାର କଲା ପୁଲିସ । ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଗୌଡ଼ ସାହିରେ ଏପରି ଘଟଣା ଘଟିଛି । ସୂଚନା ପ୍ରକାରେ ଗତ କାଲି ଜଣେ ନାବାଳିକା ଛାତ୍ରୀ ନିଜ ଚପଲ ଆଣିବା ପାଁଇ…
Read More...

ପରଲୋକରେ ବ୍ରାହ୍ମଣୀଗାଁର ପୁର୍ବତନ ବରିଷ୍ଟ ବିଜେଡ଼ି କର୍ମୀ ସତ୍ୟବାଦୀ ସାହୁ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ପୁର୍ବତନ ବରିଷ୍ଟ ବିଜେଡ଼ି ନେତା ତଥା ଧର୍ମ ପରାୟଣ ସତ୍ୟବାଦୀ ସାହୁଙ୍କ ଆଜି ସକାଳ ପ୍ରାୟ ୯ଘଣ୍ଟିକା ସମୟରେ ମୋହନା ଡାକ୍ତର ଖାନାରେ ୬୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି । ମୃତ୍ୟୁ ସମୟରେ…
Read More...

ରାୟଗଡ଼ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶପୁତ୍ତଳିକା ଦାହ….

ରାୟଗଡ଼(ଟିକି ଲିମା): ସରିଲା ଲୋକ ସଭା ନିର୍ବାଚନ । ଦଳର ନିଷ୍ପତିକୁ ଅବମାନନା କରି ବିସ୍ବାଶଘାତ ଓ ବେଇମାନି କରି କ୍ରସ ଭୋଟିଙ୍ଗ କଲେ ଅନେକ ବିଧାୟକ । ଜିତାଇଲେ ଅନ୍ୟ ଦଳର ସମର୍ଥିତ ପାର୍ଥିଙ୍କୁ ।  ଦଳର ନିଷ୍ପତିକୁ ବେଇମାନ କରିଥିବାରୁ କୁଶ କୁଶପୁତ୍ତଳିକା ଦାହ କଲେ କର୍ମୀ । ଗଜପତି…
Read More...

ଅଖିଳ ଭାରତ ଯୁବ କଂଗ୍ରେସର ସଂସଦ ଘେରାଉ ରାଲିରେ ଯୋଗଦେଲା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ…

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ୧୬ ତାରିଖ ଦିନ ପୂର୍ବାହ୍ନ ୧୧ ଘଂଟା ସମୟରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଏକ ବିଶାଳ ରାଲିରେ ନୂଆଦିଲ୍ଲୀର ୫, ରାଇସିନା ରୋଡ ସ୍ଥିତ ଅଖିଳ ଭାରତ ଯୁବ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ…
Read More...

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ କୁଆ ପଥର ବର୍ଷା….

ସିମନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିକୁ ଓଡ଼ିଶା କାଶ୍ମୀର କୁହାଯାଉଥିବା ଭୂସ୍ବର୍ଗରେ  ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ଓ କୁଆପଥର ପଡ଼ିବାରୁ ଅନେକ ଆଜବେଷ୍ଟସ ଛପର ଘର ଆଂଶିକ ଭାବେ ଭାଙ୍ଗି ନଷ୍ଟ ହୋଇଥିବା…
Read More...

ବ୍ରାହ୍ମଣୀଗାଁରେ ଭିମୋଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ: ପଞ୍ଜୀକୃତ ୨୫୦, ନାମଞ୍ଜୁର ୬୫…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ  ପକ୍ଷରୁ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଭୀମୋଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଡ଼ିଓ ପ୍ରିତିରଞ୍ଜନ ରଥଙ୍କ ତତ୍ତ୍ଵାବଧାନରେ…
Read More...

କଟକ ଏସ୍ ସି ବି ଅଗ୍ନି କାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି…

ଅନୁସନ୍ଧାନ ଭାରତ(ବ୍ୟୁର): ଏସ୍ ସି ବି ବଡ଼ ମେଡିକାଲରେ ଅଗ୍ନିକାଣ୍ଡରେ ୧୧ ଜଣ ଚିକିତ୍ସାଧୀନ ରୋଗୀଙ୍କର ମର୍ମନ୍ତୁଦ ହୃଦୟବିଦାରକ ମୃତ୍ୟୁ ଦୁର୍ଭାଗ୍ୟଜନକ ଓ ଏଥିପାଇଁ ପ୍ରଶାସନିକ ଅବହେଳା, ପରିଚାଳନାଗତ ତୃଟି ସବୋର୍ପରି ସରକାରୀ ଉଦାସୀନତା ଦାୟୀ ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ…
Read More...

ଜୁରାପାଡାରେ ରାସ୍ତା ଓ ପାନୀୟ ଜଳ ସମସ୍ୟା, ନଳକୂପର କଳଙ୍କିଯୁକ୍ତ ଗୋଳିଆ ପାଣି ବ୍ୟବହାର କରୁଛନ୍ତି ଲୋକେ…

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରମୁଣ୍ଡା ଗ୍ରାମର ଜୁରାପାଡା ସାହିରେ ଦେଖିବାକୁ ମିଳିଛି ରାସ୍ତା ଓ ପାନୀୟ ଜଳର ଉତ୍କଟ ସମସ୍ୟା । କୁହାଯାଏ "ଜଳ ହିଁ ଜୀବନ" ଶରୀର ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକ ।…
Read More...