Browsing Category

ଓଡିଶା

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକ ଆହତ, ନିଜ ଗାଡ଼ିରେ ଚିକିତ୍ସାଳୟକୁ ନେଲେ ମନ୍ତ୍ରୀ…

ଅନୁସନ୍ଧାନ ଭାରତ:(ବ୍ୟୁର): ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକର ଗୋଡ଼ ଭାଙ୍ଗି ଥିବା ଅଭିଯୋଗ ହୋଇଛି l ଧକ୍କା ଡେଇ ଚାଲିଯାଉଥିବା ବେଳେ ଗାଁ ଲୋକେ ମନ୍ତ୍ରୀଙ୍କୁ କାବୁ କରି ଥିଲେ । ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବେଲକଣା ଗାଁରେ…
Read More...

କଇଁଣ୍ଡି ରେ ରକ୍ତଦାନ ଶିବିର ଅନୁଷ୍ଠିତ, ୩୦ୟୁନିଟ ସଂଗୃହୀତ..…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ରକ୍ତ ଭଣ୍ଡାରର ରକ୍ତ ଅଭାବକୁ ପୁରଣ କରିବାକୁ ଆଗେଇ ଆସିଛନ୍ତି ଯୁବଗୋଷ୍ଠୀ। ଭଞ୍ଜନଗର ବ୍ଳକ ସ୍ଥିତ କଇଣ୍ଡି ଗ୍ରାମବାସୀଙ୍କ ଆନୁକୁଲ୍ୟରେ ସ୍ଥାନୀୟ ଛାତ୍ର ସଂଘ ଠାରେ ଆଇନଜୀବୀ ବାଳକୃଷ୍ଣ ପୋଲାଇଙ୍କ ନେତୃତ୍ବରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ଗୁଣୁପୁର ପୌର ପରିଷଦ ପକ୍ଷରୁ କ୍ରୀଡା ଉତ୍ସବ ଉଦଘାଟିତ……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦ ପକ୍ଷରୁ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ମିନି ଷ୍ଟାଡିୟମରେ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଥିବା‌…
Read More...

ଧରାକୋଟ ବ୍ଲକ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର ମାଣିକ ପୁର ମଣ୍ଡଳର ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ସମ୍ମିଳନୀ ନିକଟସ୍ଥ ତେଲିଆ ଠାକୁରାଣୀଙ୍କ ପୀଠରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ବିଜୟ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ…
Read More...

ଶ୍ରୀ ରାମ ଜନ୍ମ ଭୂମି ଲୋକାର୍ପଣ ଉତ୍ସବ ପାଇଁ ଆମନ୍ତ୍ରଣ….

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକର ମୁଣ୍ଡମରାଇ ଗ୍ରାମବାସୀଙ୍କ ତରଫରୁ ଏକ ବିଶାଳ ଶୋଭାଯାତ୍ରାରେ ଅଯୋଧ୍ୟାରୁ ଆସିଥିବା ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଫଟୋଚିତ୍ର, ଆମନ୍ତ୍ରଣ ପତ୍ର ଓ ଅକ୍ଷତ ଆସିକାରୁ ଅଣାଯିବା ପରେ ମୁଣ୍ଡମରାଇ ବସଷ୍ଟାଣ୍ଡ ନିକଟରୁ ଶ୍ରୀ ରଘୁନାଥ ମନ୍ଦିର ପର୍ଯ୍ୟନ୍ତ…
Read More...

ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ତରିୟ ନୂଆ-ଓ କ୍ରୀଡା ଉତ୍ସବ ଉଦଯାପିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ତୃଣମୂଳ ସ୍ତରରେ ଯୁବ ଓ ଛାତ୍ରମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାର ଅନ୍ୱେଷଣ ସକାଶେ ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ କ୍ରମରେ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନୂଆ-ଓ କ୍ରୀଡା ଉତ୍ସବ ଅନୁଷ୍ଠିତ ହେଉଛି । ଗତ ୨୧ ଡିସେମ୍ବର…
Read More...

ଧୂସର ଜଳ ପରିଚାଳନା ସମ୍ପର୍କରେ ଆଭିମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଶୁକ୍ରବାର ପୌର ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ପରିସରରେ ଧୂସର ଜଳ ପରିଚାଳନା ନେଇ ଏକ ଆଭିମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳରେ ଏହାର ସଫଳ କ୍ରିୟାନ୍ଵୟନ ଏବଂ ସକାରାତ୍ମକ ଫଳାଫଳ ମିଳିବା ପରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ…
Read More...

ଟିକାବାଲି କଲେଜରେ ନୂଆ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ନୂଆ ଓଡିଶା, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ ଉଦଯାପିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ…
Read More...

ଯୁବାଗୁଡା ଗ୍ରାପଞ୍ଚାୟତର ମାଟିକାଡ଼ା ଗ୍ରାମବାସୀଙ୍କ ପାଇଁ ଅପହଞ୍ଚ ସରକାରୀ ସୁବିଧା, ମୌଳିକ ସୁବିଧା ନ ମିଳିଲେ ଭୋଟ…

ଅନୁସନ୍ଧାନ ଭାରତ(ବ୍ୟୁର): ଅଜିବି ସରକାରୀ ସୁବିଧାରୁ ବଂଚିତ କନ୍ଧମାଳ ବାସୀ l ସରକାର ଏହି ଜିଲ୍ଲାର ବିକାଶ ପାଇଁ କୋଟି କୋଟି  ଟଙ୍କାର ମାଳ ମାଳ ଯୋଜନା କରୁଛନ୍ତି l ହେଲେ ମଧ୍ୟ ଜିଲ୍ଲାବାସୀ ସେହି ସରକାରୀ ସୁବିଧାରୁ ପାଇବାରୁ ବଂଚିତ l ରାଜ୍ୟ ସରକାର ରାଜ୍ୟରେ ଗମନା ଗମନ  ଏବଂ ପାନୀୟ ଜଳର…
Read More...

ଗୁଣପୁର ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ …

<span;>ଅନୁସନ୍ଧାନ ଭାରତ(ବ୍ୟୁର ): ଗୁଣପୁର ମହାବିଦ୍ୟାଳୟ ଦ୍ଵାରା ଆୟୋଜିତ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର…
Read More...