Browsing Category

ଓଡିଶା

ଘୁ.ଉଦୟଗିରିରେ ପବିତ୍ର ରଥ ଯାତ୍ରା ଭକ୍ତଙ୍କ ଗହଣରେ ମହାଆଡମ୍ବରରେ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଘୁ.ଉଦୟଗିରି ସହରରେ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି I ଅପରାହ୍ନରେ ଝିପି ଝିପି ବର୍ଷା ସତ୍ୱେ ଭକ୍ତଙ୍କ ଯେଉଁ ଉତ୍କଣ୍ଠା ଏବଂ ବହୁ ଜନସମାଗମ ଲାଗି ରହିଥିବା ଦେଖି ବାକୁ ମିଳିଛି I ତିନି ଠାକୁର…
Read More...

କଳିଙ୍ଗ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମ ରେ ତା: ୦୬/୦୭/୨୦୨୪ ରିଖ ଦିନ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ମେହେର…
Read More...

ରାମଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ କୁର୍ତ୍ତମଗଡ଼ ଠାରେ ବନ ମହାତ୍ସବ ପାଳିତ…..

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡ଼ି ବନ୍ଧ ବନାଞ୍ଚଳ, କୁର୍ତ୍ତମଗଡ଼ ଗ୍ରାମ ପଞ୍ଚାୟତର ରାମ ଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ ଠାରେ 75 ତମ ବନ ମହତ୍ସବ ପାଳିତ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କିସମର ଚାରା ରୋପଣର ଶୁଭାରମ୍ଭ କରା…
Read More...

ବ୍ଲକ ସ୍ତରୀୟ ଅଷ୍ଟମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ….

ଟିକାବାଲି(ସାନୁଜ ବେହେରା): ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ସିଆରସିସି ସମେତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପିକରଡ଼ି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଅଷ୍ଟମ ମାସିକ ସମୀକ୍ଷା ବୈଠକ…
Read More...

ସଳପଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳିତ….

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୫ତମ ବନମହୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି l ବୃକ୍ଷ ଟିଏ ମଣିଷ ଟିଏ l ବୃକ୍ଷ ହଁ ଜୀବନ ବୃକ୍ଷ ବିନା ମଣିଷ ବଂଚିବା ଅସମ୍ଭବ ଅଟେ l ବନମହୋତ୍ସବ…
Read More...

ଯୁବତୀଙ୍କୁ କମେଣ୍ଟ ମରାକୁ ନେଇ ଛୁରା ମାଡ଼, ଜଣେ ମୃତ୍ୟୁ ଓ ଜଣେ ଗୁରୁତର ଆହାତ…

ଟିକାବାଲି(ସାନୁଜ ବେହେରା): ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ହାଟପଦା ନିକଟରେ ଗଣ୍ଡଗୋଳ ଓ ଛୁରୀ ମାଡ ଘଟଣାରେ ଜଣେ ମୃତ୍ୟୁ ଓ ଦୁଇ ଜଣ ହୋଇଥିବା ସୂଚନା ମିଳିଛି | ସୂଚନା ଅନୁସାରେ  ଶଙ୍କରାଖୋଲ ନିକଟ ଅଡାବାଡ଼ି ଶାଳବଣରେ କାଲି ତା 04/07ରିଖ ଦିନ ତିନି ଯୁବକ ଗୋଷ୍ଠୀ ଯଥା ସ୍ଥାନୀୟ…
Read More...

ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ବାଘ ଆତଙ୍କ: ଲାଗିଲା ଟ୍ରାଫ କ୍ୟାମେରା, ଗୋ ସମ୍ପଦ ସୁରକ୍ଷା ଦାବିରେ ଡିଏଫଓଙ୍କୁ…

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ବିଭିନ୍ନ ବନାଞ୍ଚଳରେ ବାଘ ଆତଙ୍କ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଗୋପାଳକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ସ୍ଥାୟୀ ଗୁହାଳ ଘର ନଥିବାରୁ କିପରି ହିଂସ୍ର ଜନ୍ତୁ ଠାରୁ ଗୃହପାଳିତ ପଶୁଙ୍କୁ…
Read More...

ବିଜେପି ପକ୍ଷରୁ ରକ୍ତଦାନ ଶିବିର, ୧୧୭ ୟୁନିଟ ସଂଗୃହୀତ….

ଭଞ୍ଜନଗର(ନିଲୁ ବିଷୋୟୀ): ଜନସାଧାରଣଙ୍କ ସୁରକ୍ଷା ସାଙ୍ଗକୁ ରକ୍ତଦେଇ ଜୀବନ ବଞ୍ଚାଇବା ଭଳି ମହତ କାର୍ଯ୍ୟ ପାଇଁ ରକ୍ତଦାନ ଶିବିର ଆୟୋଜନ ହୋଇଛି । ବିଶେଷ କରି ଏହି ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ପୂରଣ କରିବା ଦିଗରେ ଗୁରୁବାର ଭଞ୍ଜନଗର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ…
Read More...

ଅଵସର ପ୍ରାପ୍ତ ସିଆରପିଏଫ ଯବାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ପାରମ୍ପରିକ ଚାଙ୍ଗୁ ବାଜା ଓ ନୃତ୍ୟରେ ପାଛୋଟ ଆଣିଲେ କେପଡ଼ି…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ କତିଙ୍ଗିଆ ଗ୍ରାମ ପଞ୍ଚାୟତ କେପଡ଼ି(ପାଙ୍ଗାନାଜୁ) ଗ୍ରାମର ବାସିନ୍ଦା ଅବସର ପ୍ରାପ୍ତ ସିଆରପିଏଫ ଯବାନ ଜନେକ ପ୍ରଧାନ(୬୦)ଙ୍କୁ ଭବ୍ୟ ସମ୍ବର୍ଦ୍ଧିନା କରିଛନ୍ତି ଅଞ୍ଚଳ ବାସୀ l ଅବସର ଯବାନ ୧୯୮୯ରେ ଦୀମାପୁର, ନାଗଲାଣ୍ଡ ସିଟି…
Read More...

ଡିହପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶଳା ଉଦଯାପିତ….

ଭଞ୍ଜନଗର(ନିଲୁ ବିଷୋୟୀ): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା  ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ  ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ  ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଉତ୍ତମ ସମାଜ ଗଠନରେ…
Read More...