Browsing Category

ଓଡିଶା

ଫାଇନାନ୍ସରେ ଅଟୋ ଆଣି ଅଡ଼ୁଆରେ ଉପୋଭକ୍ତା, ସମସ୍ତ କିସ୍ତି ଶୁଝିବା ପରେ ବି ବାକି ଗଡୁଛି କହି ଗାଡ଼ି ଛଡ଼େଇ ନେବାକୁ…

ବ୍ରାହ୍ମଣୀଗାଁ (ଆଶୋକ ସିଂ): କାମ ଧନ୍ଦା ଅଭାବରୁ ରାଜ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି l ନିଜ ଅଞ୍ଚଳରେ କାମଧନ୍ଦା ମିଳୁ ନଥିବାରୁ କିଛି ଯୁବକ ରୋଜଗାର କରିବାକୁ ବାହାର ରାଜ୍ୟକୁ ଯାଇ କାମଧନ୍ଦା ଖୋଜୁ ଥିବା ବେଳେ କିଛି ଯୁବକ ସ୍ୱାଭିମାନୀ ହୋଇ ନିଜ ଅଞ୍ଚଳରେ ଅଟୋ ଚଳାଇ ରୋଜଗାର…
Read More...

କର୍ମଚାରିଙ୍କ ଅବହେଳା, ଗାଇବା ପଞ୍ଚାୟତରେ ଫେଲ ମାରିଛି ବିଏସଏନଏଲ ନେଟୱର୍କ ସେବା….

ଗଜପତି(ପ୍ରବୀଣ କୁମାର ଲିମା ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଦୀର୍ଘ ଏକ ସପ୍ତାହ ଧରି ଫେଲ ହୋଇଛି ବିଏସଏନଏଲ ନେଟୱର୍କ ସେବା l ଯାହା ପାଇଁ ଅଞ୍ଚଳର ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି l ଏହି ଟାୱାର ଉପରେ ଚାରୋଟି ପଞ୍ଚାୟତର…
Read More...

ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ….

ଦାରିଙ୍ଗବାଡ଼ି( ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବୃକ୍‌ ସ୍ତରୀୟ ସ୍ବାଧୀନତା ଦିବସ ପାଳନର ପ୍ରସ୍ତୁତି ବୈଠକ ସ୍ଥାନୀୟ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ପାତ୍ର ଗଦାଧର ଅଧ୍ଯକ୍ଷତା କରି ଥିବା ବେଳେ ସମିତି ଅଧ୍ଯକ୍ଷ ସୁଶାନ୍ତ ପ୍ରଧାନ, ଅତିରିକ୍ତ…
Read More...

ଗଜପତି ଜିଲ୍ଲାରେ ଦାଦନ ଦୁଃଖ, ଏର୍ଣ୍ଣାକୁଲମରେ ପ୍ରବାସୀ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ….

ଗଜପତି(ପ୍ରବୀଣ କୁମାର ଲିମା): ପୁଣି ଦାଦନ ଦୁଃଖ l କେରଳ ରାଜ୍ୟ ଏର୍ଣ୍ଣାକୁଲମଠାରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତ ଅଣ୍ଡରସିଂ ଗ୍ରାମର ପ୍ରଦୀପ ଜେନା (34) ନିଜ ପରିବାରର ଭୋରଣା ପୋଷଣ ପାଇଁ ଏର୍ଣନାକୁଳମର ଏକ…
Read More...

ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ତୁରୁମୁ ଠାରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭଞ୍ଜନଗର ଡାକ ଅଧିକ୍ଷକରବିନାରାୟଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଆଇ. ସି .ଡି.ଏସ ସୁପରଭାଇଜର ସରିତା ପାତ୍ର,…
Read More...

ଫ୍ୟାଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଫ୍ୟାଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇ.କ୍ୟୁ.ଏସି ସଂଯୋଜକ ଡ଼ଃ ପ୍ରମୋଦ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନ କାର୍ଯ୍ୟକ୍ରମର…
Read More...

ବିଦ୍ୟାଞ୍ଜଳି ଓ ତିଥିଭୋଜନ କାର୍ଯ୍ୟକ୍ରମ ଖୁବ ଧୁମଧାମରେ ପାଳିତ….

ଟିକାବାଲି( ସାନୁଜ ବେହେରା): ଟିକାବାଲି ବ୍ଲକର ସମସ୍ତ ବିଦ୍ୟାଳୟରେ "ଶିକ୍ଷା ସପ୍ତାହ" କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଗୋଷ୍ଠୀ ତଥା ସମ୍ପ୍ରଦାୟ ସହଯୋଗ ଦିବସ ମାଧ୍ୟମରେ ବିଦ୍ୟାଞ୍ଜଳି ଓ ତିଥି ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ସପ୍ତମ ଦିବସ ରେ ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମ…
Read More...

ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଚଳିତ ସ୍ବାଧୀନତା ଦିବସ ପାଳନ ନେଇ…
Read More...

ବିଦ୍ୟୁତ୍ ଆଘାତରେ ଅଟୋ ଚାଳକଙ୍କ ମୃତ୍ୟୁ…

ଭଞ୍ଜନଗର(ନିଲୁ ବିଷୋୟୀ): ଅସାବଧାନତାରୁ ବିଦ୍ୟୁତ୍ ଆଘାତରେ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଜଣେ ଅଟୋଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କ୍ଷତ୍ରିୟବରପୁର ରମେଶ୍ ସାହୁ (୫୨) । ସେ ଅଞ୍ଚଳରେ ଅଟୋ ଚଳାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ । ସୋମବାର ସକାଳେ ରମେଶ ନିଜ ଘର ପାଖରେ ଚଲାବୁଲା…
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର…

ଭଞ୍ଜନଗର(ନିଲୁ ବିଷୋୟୀ): ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର କାଳଷଣ୍ଢପୁର ମେରୁମଣ୍ଡପରେ ଏକ ଆର୍ଥିକ ସାକ୍ଷରତା ଓ ଅନ୍ତଭୂକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସ୍କା ମୁଖ୍ୟ ଡାକଘର ଡାକପାଳ ଜିତେନ୍ଦ୍ର କୁମାର ସ୍ଵାଇଁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ…
Read More...