Browsing Category

ଓଡିଶା

ଜିଲ୍ଲା ପ୍ରଶାସନର ମହାନତା, ନିଜ ପରିବାରକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଶରୀର…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ପ୍ରଶାସନର ମହାନତାରେ ନିଜ ପରିବାରକୁ ଫେରିଲା ବିଜୟ ଚନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଶରୀର । ନିଜ ପରିବାରକୁ ପ୍ରତିପୋଷଣ କରିବାକୁ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଦାଦନ ଶ୍ରମିକଙ୍କ ମୃତ୍ୟ ଖବର ଆସି ପହଞ୍ଚିଛି ନିଜ ପରିବାରକୁ ।…
Read More...

ଅସହାୟ ବୃଦ୍ଧାଙ୍କୁ ମିଳୁ ନାହିଁ ବିଧବା ଭତ୍ତା: ଭୋକ ଉପାସରେ କାଟୁଛନ୍ତି ଦିନ, ବୃଦ୍ଧାଙ୍କୁ ପୁନଃ ଭତା ପ୍ରଦାନ ପାଇଁ…

ବୌଦ୍ଧ(ଆବୁ ବକ୍କର ସିଦ୍ଧିକି ଖାନ): ବୟସ ଆସି ପହଞ୍ଚିଲାଣି ୭୦ ପରେ l ନା ଅଛି ପରିବାର ନା କିଏ ଅଛି ସାହା ଭରଷା। ସରକାରଙ୍କ ୫ କେଜି ଚାଉଳ ଏବଂ ୫ ସହ ଟଙ୍କା ଭତ୍ତାରେ କଟୁଛି ଦିନ । ହେଲେ ସରକାରୀ କର୍ମଚାରୀଙ୍କ ଦ୍ଵାରା କାଟି ଦିଆଗଲା ୫ ଶହ ଟଙ୍କା ଭତ୍ତା । ଏବେ କେବଳ ୫ କେଜି ଚାଉଳରେ ଜୀବନ…
Read More...

ମହିଳା ସଶକ୍ତିକରଣର ଏକ ନମୁନା, ମହିଳା ମିସ୍ତ୍ରୀ ମିନା କୁମାରୀ….

ଅନୁସନ୍ଧାନ ଭାରତ(ବ୍ୟୁର): କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆ ଯାଉ ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି I ସାଧାରଣ ଜନତା ପେଟ ପାଇଁ ଭିନ୍ନ ଭିନ୍ନ ଉପାୟରେ ରୋଜଗାର କ୍ଷମ ହୋଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି I…
Read More...

ଦ୍ୱାରଶନି ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟପୀର ପଣ୍ଡାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା…

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କେରାପଦର ଗ୍ରାମରେ ତା ୨୪-୦୫-୧୯୮୮ରେ ସ୍ଥାପିତ ହୋଇଥିଲା ଦ୍ୱାରଶନି ହାଇ ସ୍କୁଲ ଆଉ ସେହି ସମୟରେ ବ୍ୟାଚଲର ଅଫ ଏଜୁକେଶନ ଡିଗ୍ରୀ ହାସଲ କରିଥିବା ଲୋକ ପରିଚିତ ଶ୍ରୀଯୁକ୍ତ ସତ୍ୟପିର ପଣ୍ଡାଙ୍କୁ ତା ୦୧-୦୬-୧୯୮୮ ଦିନ ଏହି…
Read More...

ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦଶପଲ୍ଲା ବିଧାୟକଙ୍କ ପ୍ରୟାସ…

ନୟାଗଡ଼(ରତ୍ନାକର ହୋତା): ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମାଳ ଅଞ୍ଚଳରେ କୌଣସି ନେଟୱର୍କ ଭଲ ଭାବେ ଆସୁନାହିଁ । ଲୋକେ ଗଛ କିମ୍ବା ପାହାଡ଼ ଉପରକୁ ଗଲେ ନେଟୱର୍କ ପାଉଛନ୍ତି । ଫଳରେ ପିଲାଙ୍କ ପାଠପଢ଼ା ସହିତ ବ୍ୟାଙ୍କ ଓ କାର୍ଯ୍ୟ ବିଳମ୍ବ ହେଉଛି ।…
Read More...

ଦଶପଲ୍ଲାରେ ବ୍ଲକ୍ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ନୟାଗଡ଼(ରତ୍ନାକର ହୋତା): ଆଜି ଦଶପଲ୍ଲା ଏନ୍ଏସି ସଭାଗୃହରେ ବ୍ଲକ୍ ସ୍ତପ୍ ସ୍ବାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ , ବିଧାୟକ ରମେଶ ଚନ୍ଦ୍ର ବେହେରା, ନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ବାରିକ, ଏନ୍ ଏ ସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରୀୟଦର୍ଶିନୀ,…
Read More...

ବରଷା ହେଲେ ବଢିଯାଏ ଯାଏ ବିଳାସପୁର ପଞ୍ଚାୟତ ବାସୀଙ୍କ ଦୁର୍ଦ୍ଦଶା, ୧୭ଖଣ୍ଡ ଗାଁକୁ ନାହିଁ ନିତିଦିନିଆ ରାସ୍ତ….

ବୌଦ୍ଧ(ଅବୁବକ୍କର ସିଦ୍ଦିକ ଖାନ): ବର୍ଷା ହେଲେ ବଢି ଯାଏ ବିଳାସ ପୁର ବାସୀଙ୍କ ଦୁର୍ଦ୍ଦଶା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଲାସପୁର ପଞ୍ଚାୟତ ଅନ୍ତର୍ଗତ ଖଇରଅନା, ଟିଲାଟିଙ୍ଗା, କିରିକିଚିପାଲି, କଦମପାଲ, ଯୁନାନି, ଥାଟିପାଲି ଆଦି ୧୭ଗୋଟି ଗ୍ରାମ ଓ ସାହିର ଲୋକେ ଅତି ଦହନୀୟ ଅବସ୍ଥାରେ…
Read More...

ବାଲିଗୁଡା ସହରରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ଏନ.ଏ.ସି ପ୍ରଶାସନ ପକ୍ଷରୁ କଡା ଅଭିମୁଖ ଗ୍ରହଣ….

ବାଲିଗୁଡା (ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲାର ବାଲିଗୁଡା ବଜାର ଦେଇ ଯାଇଥିବା 59 ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ଉପୁଜି ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ ନିଆଯାଇଛି । ସହରର ମୁଖ୍ୟ ରାସ୍ତା ଉଭୟ ପାର୍ଶ ଡ୍ରେନ ଉପରେ ଜବର ଦଖଲ…
Read More...

ଦାରିଙ୍ଗବାଡିରେ ଜବର ଦଖଲ ଉଚ୍ଛେଦ….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବଜାର ଓ ଜାତୀୟ ରାଜପଥ ସମେତ ବ୍ଲକ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗାଡ଼ି ମୋଟର ଯାତାୟତରେ ବାଧା ସୃଷ୍ଟି ହେଉ…
Read More...

ବ୍ଳକ ଶିକ୍ଷା କାର୍ଯ୍ୟାଳୟର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ…..

ଭଞ୍ଜନଗର(ନିଲୁ ବିଷୋୟୀ): ସ୍ଥାନୀୟ ବ୍ଳକ ସମ୍ମିଳନୀ କକ୍ଷରେ ଭଞ୍ଜନଗର ବ୍ଳକ ଶିକ୍ଷା କାର୍ଯ୍ୟାଳୟର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଇଓ ଏସ୍ ଧନଞ୍ଜୟ, ଏବିଇଓ ତଥା ବିଆରସିସି ସୂର୍ଯ୍ୟ…
Read More...