Browsing Category

ଓଡିଶା

ପିଏମଶ୍ରୀ ସରକାରୀ(ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ୨୦୨୫ ପାଳିତ….

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ସ୍ଥିତ ପିଏମଶ୍ରୀ ସରକାରୀ(ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପିଏମଶ୍ରୀ ୨୦୨୫ ଉତ୍ସବ ପାଳିତ ହୋଇଯାଇଛି l ରା.ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ବୀରେନ୍ଦ୍ର ମଣ୍ଡଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଜାଡରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି: ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ, ଆଭ୍ୟନ୍ତରିଣ ଅଂଚଳରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଜାଡରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଆଜି ୩.୧ ଡିଗ୍ରି ରେକର୍ଡ କରିଛି ପାଣିପାଗ ବିଭାଗ । ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଓଡ଼ିଶାର ସବୁଠାରୁ…
Read More...

ବ୍ରାହ୍ମଣୀଗାଁରେ ବିଶ୍ଵ ମାନବାଧିକାର ଦିବସ – ୨୦୨୫ ପାଳିତ….

ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେ ବିଶ୍ଵ ମାନବାଧିକାର ଦିବସ -୨୦୨୫ ପାଳନ କରାଯାଇଛି ।  ଏହି ଅବସରରେ କନ୍ଧମାଳ ଜିଲ୍ଲା ଯୁଗ୍ମ ସଂଯୋଜକ ମନବାଧିକାର କର୍ମୀ ବିକ୍ରମ ବସ୍ତରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ…
Read More...

ଗାଜଲବାଡ଼ି ଘାଟି ରାସ୍ତା ଉନ୍ନତିକରଣରେ ବିଳମ୍ବ: ବଢୁଛି ଜନ ଅସନ୍ତୋଷ, ଆସନ୍ତା ୧୭ ତାରିଖରେ ୧୨ଘଣ୍ଟିଆ ବନ୍ଦ ପାଳନ…

ଦାରିଙ୍ଗବାଡି(ଅଶୋକ ସିଂ): ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାର ଉନ୍ନତିକରଣ ଦାବୀରେ ଆସନ୍ତା ୧୭ ତାରିଖ ଦିନ ବିଜେଡ଼ି ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନିଆଯାଇ ଥିବା ନେଇ ବୁଧବାର ଦିନ ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳାରେ ଆୟୋଜିତ ଏକ ସାମ୍ବାଦିକ…
Read More...

ଜୁନାଗଡରେ ନୂତନ ‘ମିଡିଆ କ୍ଳବ’ ଗଠିତ, ଆଦିତ୍ୟ ସଭାପତି ସମ୍ପାଦକ ଭାବେ ବିଜୟ ଚୟନ…..

ଜୁନାଗଡ(ଭବାନୀ ଗହିର): ଜୁନାଗଡ ଆର.ଏମ.ସି କନଫରେନ୍ସ ହଲ ଠାରେ ଜୁନାଗଡ ବ୍ଲକର କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜୁନାଗଡ ବ୍ଲକର କୋଣଅନୁକୋଣରୁ ୨୫ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦାନ କରିଥିଲେ l ଏହି ବୈଠକରେ ସାମ୍ବାଦିକଙ୍କୁ ନେଇ ଏକ ସଙ୍ଘ ଗଠନ…
Read More...

ଶାନ୍ତି ଝରରେ ଜମିଲା ପର୍ଯ୍ୟଟକଙ୍କ ଭିଡ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଗଞ୍ଜାମ ଜିଲ୍ଲା ଧରାକୋଟ ଗଡର ନିକଟରେ ଥିବା ଶାନ୍ତି ଝର ପୀଠରେ ପର୍ଯ୍ୟଟକଙ୍କ ଭିଡ ଚଳିତ ଡିସେମ୍ବର ମାସରେ ବେଶ ଜମିବାରେ ଲାଗିଛି । ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠ ପ୍ରତି ଧୀରେ ଧୀରେ ଆକର୍ଷିତ ହେଉଛନ୍ତି…
Read More...

ଜାଡରେ କଲବଲ ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି: ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ, ଗ୍ରାମାଞ୍ଚଳରେ ୨…

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଜାଡରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଗତକାଲି ପାରଦ ୫.୬ ଡିଗ୍ରି ଥିବା ବେଳେ ଆଜି ୪.୪ ଡିଗ୍ରି ରେକର୍ଡ କରାଯାଇଛି । ପାରଦ ଖସିବା ସହ ଶୀତର ପ୍ରକୋପ…
Read More...

୨୩ରୁ ଭଞ୍ଜନଗର ଉପଖଣ୍ଡରେ ଖୋଲିବ ଖରିଫ୍ ମଣ୍ଡି, ଧାନ ବିକ୍ରି କରିବେ ୪୯ ହଜାର ୭୬୧ ଜଣ ଚାଷୀ….

ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ମାସ ୨୩ ତାରିଖରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ଖୋଲିବ ଖରିଫ୍ ଧାନ ମଣ୍ଡି । ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଚାଲିବ । ଏନେଇ ଶନିବାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ଅନୁଷ୍ଠିତ ଉପଖଣ୍ଡସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ…
Read More...

ଦାରିଙ୍ଗବାଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ, ୧୧୩…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି l  ଏହି  ଚକ୍ଷୁ ଚିକିତ୍ସା  ଶିବିରରେ ବ୍ଲକର ୪ଟି କ୍ଳଷ୍ଟର…
Read More...

କନ୍ଧମାଳ ଜିଲ୍ଲା ସ୍ୱାକ୍ ତରଫରୁ କାଲିଗାଡୁ ପର୍ଯ୍ୟଟନ ସ୍ଥଳୀରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କାଲିଗାଡୁ ପର୍ଯ୍ୟଟନ ସ୍ଥଳୀରେ ୟୁଥ ଫର ୱାଟର ପ୍ଲସ ଓ ପ୍ରକୃତିମିତ୍ର ସୌରଭ ରଞ୍ଜନ ପ୍ରଧାନଙ୍କ ସହାୟତାରେ କନ୍ଧମାଳ ଜିଲ୍ଲାର ସ୍ୱାକ୍ ସଂଗଠନ ତରଫରୁ ଶୁକ୍ରବାର ପର୍ଯ୍ୟଟନ ସ୍ଥଳୀରେ ସ୍ଵଚ୍ଛ ଓ ପରିଚ୍ଛନ୍ନତା କାର୍ଯ୍ୟକ୍ରମ…
Read More...