Browsing Category
ଓଡିଶା
ମାଣ୍ଡିପଙ୍କାରେ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର : ଗ୍ରାମବାସୀ ମାନଙ୍କ ଦୁଃଖ ଲାଘବ କରନ୍ତୁ ସରକାର…..
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣଙ୍କର ମୃତ୍ୟୁ ଓ ୬ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଦୁଃଖଦ ଘଟଣା ପରେ ଏହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ନେତା…
Read More...
Read More...
ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ….
ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ୍ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କୃଷ୍ଣଚନ୍ଦ୍ରପୁର ଗ୍ରାମର ଶତାଧିକ ଶ୍ରମିକମାନଙ୍କୁ ନେଇ ଏଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ…
Read More...
Read More...
ରାମଗିରିଠାରେ ବ୍ଲକ ସ୍ତରୀୟ ସରଗିଫୁଲ ଉତ୍ସବ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ..
ରା.ଉଦୟଗିରି (ଆକାଶ ଦାସ): ଗଜପତି ଜିଲ୍ଳା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାମଗିରି ସ୍ଥିତ ସରକାରୀ (ମଙ୍ଗଳ ବିଭାଗ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ "ସରଗିଫୁଲ ଉତ୍ସବ ୨୦୨୪ " କାର୍ଯ୍ୟକ୍ରମ…
Read More...
Read More...
କେଏମ ଭାଲିଆ ସାହି ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜ୍ୟସ୍ତରକୁ ମନୋନୀତ…
ରା ଉଦୟଗିରି( ଆକାଶ ଦାସ): ଗଜପତି ଜିଲ୍ଲାର ପାରଳାଖମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ଜିଲ୍ଲାର ସାତଟି ବ୍ଲକରୁ ଛାତ୍ରଛାତ୍ରୀମାନେ ନାଚ ଗୀତ ଆଦି ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରି…
Read More...
Read More...
ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସ୍ଥାନୀୟ ପିଡବ୍ଲୁଡି ଡାକ ବଙ୍ଗଳା ଠାରେ ଯୁବ ନେତା ଘୁ.ଉଦୟଗିରି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ଏନଏସି ବିଧାୟକ…
Read More...
Read More...
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସମ୍ବଲପୁର ରିଜିଓନାଲ ଡାଇରେକ୍ଟର ବିକାଶ…
ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 8 ତାରିଖ ଶୁକ୍ରବାର ପୂର୍ବାହ୍ନ 10:30 ମିନିଟରେ ସୁନ୍ଦରଗଡ଼ ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ଶିଶୁ ମହୋଉତ୍ସବ ସୁରଭି 2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି…
Read More...
Read More...
ପଶୁ ପ୍ରେମୀ ଜୟନ୍ତ….
ଖୋର୍ଦ୍ଧା(ସଂଗ୍ରାମ ରଣା): ଆଜି କାଲିର ଏ ବ୍ୟସ୍ତ ବହୁଳ ଜୀବନରେ କିଏ ବା କାହାକୁ ପଚାରେ ...ହେଲେ ଏ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯୋଉମାନେ ନିଜର କର୍ମକୁ ଗୁରୁତ୍ୱ ଦେଇଥାନ୍ତି l ନିଜ ମନ ଯାହା କହେ ତାକୁ କରି ନିଜକୁ ଆନନ୍ଦିତ କରିବା ସହିତ ଅନ୍ୟକୁ ମଧ୍ୟ ଆନନ୍ଦିତ କରିଥାନ୍ତି l…
Read More...
Read More...
ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ: କୋଡ଼ିଏ ବର୍ଷ ଧରି ଗଳଗଣ୍ଡ ରୋଗରେ ଆକ୍ରାନ୍ତ ପ୍ରସାଦ…
ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତର ମାଲିଆରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ପରିସ୍ଥିତି । ପ୍ରସାଦ ରଇତ (୫୨ବର୍ଷ) ଅର୍ଥ ଅଭାବରୁ କୋଡ଼ିଏ ବର୍ଷ ଧରି ଗଳଗଣ୍ଡ ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଚିକିତ୍ସା କରି ପାରୁ…
Read More...
Read More...
ଗୁମା ବ୍ଲକ ବାପଟିଷ୍ଟି ମଣ୍ଡଳୀ ସମ୍ମିଳନୀର ନୂତନ ଉପାସନା ଗୃହ ଓ ନୂତନ ପାଳକାଭିଷେକ ଉତ୍ସବ ଅନୁଷ୍ଠିତ….
ଗୁମ୍ମା(ଟିକି ଲିମା): ଗଜପତି ଜିଲ୍ଲା ଗୁମା ବ୍ଲକ ବାପଟିଷ୍ଟି ମଣ୍ଡଳୀ ସମ୍ମିଳନୀର ନୂତନ ଉପାସନା ଗୃହ ଓ ନୂତନ ପାଳକ ବିଳାପ ପାଣିଙ୍କ ପାଳକାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ସମ୍ମିଳନୀର ମୁଖ୍ୟକର୍ମକର୍ତା ଏବଂ ସମସ୍ତ ପାଳକ, ଚାଳକ, ମଣ୍ଡଳୀର ସମସ୍ତ ବିଶ୍ବାସୀ…
Read More...
Read More...
ସ୍କାଉଟ୍ ଏଣ୍ଡ ଗାଇଡର ୭୫ତମ ପ୍ରତିଷ୍ଠା ଦିବସ ପାଳିତ…
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟରେ ଭାରତ ସ୍କାଉଟ୍ ଏଣ୍ଡ ଗାଇଡର ୭୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ମଞ୍ଚାସୀନ ଥିଲେ । ବରିଷ୍ଠ ସ୍କାଉଟ୍ ଶିକ୍ଷକ ହ୍ରୃଷିକେଶ ନାୟକ…
Read More...
Read More...