ଘୁ.ଉଦୟଗିରି ଠାକୁରାଣୀ ଯାତ୍ରା, କଳିଙ୍ଗ ବୈଶ୍ୟ ସଂଘ ତରଫରୁ ବିରାଟ ଶୋଭାଯାତ୍ରାରେ କଲେ ମାଙ୍କୁ ସ୍ୱାଗତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଠାରେ ଆରମ୍ଭ ହୋଇଥିବା ଠାକୁରାଣୀ ଯାତ୍ରାର ୫ମ ଦିନରେ ମାଙ୍କୁ କଳିଙ୍ଗ ବୈଶ୍ୟ ସଂଘ ତରଫରୁ ବରଣ କରିବା ସହିତ ବିରାଟ ପଟୁଆରରେ ସହର ପରିକ୍ରମା କରିଛନ୍ତି । ମା ସେସିବାଲି ଘଟ, ମା ତାରାତାରିଣୀ ଘଟ, ମା କନ୍ଧୁଣୀ ଦେବୀ ଘଟ, ଗ୍ରାମଦେବତୀ ଘଟଙ୍କ ସହିତ…
Read More...

କୁନି ଝିଅ ନିକିତାଙ୍କୁ ଭେଟିଲେ ଚାଇଲଡ ହେଲ୍ପ ଲାଇନ ସୁପରଭାଇଜର…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଓଡ଼ିଆ ସାହିରେ ଏକ ଅଭାବନୀୟ ଘଟଣା ଘଟିଥିଲା l ସ୍ୱାମୀ ନିଜ ସ୍ତ୍ରୀ ଉପରେ ସନ୍ଧେହ ରଖି  ପଥର ଛେଚି ପ୍ରାଣରେ ମାରିଦେବା ପରେ ନିଜେ ମଧ୍ୟ ଏକ କାଜୁ ଜଙ୍ଗଲରେ ଫାଶୀ ଦେଇ ଆତ୍ମହତ୍ୟା…
Read More...

ପଞ୍ଚମ ଦିନରେ ଠାକୁରାଣୀ ଯାତ୍ରା, ଚଳ ଚଞ୍ଚଳ ଘୁ.ଉଦୟଗିରି..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଠାକୁରାଣୀ ଯାତ୍ରା ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ବିରାଟ ଶୋଭାଯାତ୍ରାରେ ମାଁଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଛନ୍ତି । ପଞ୍ଚଦେବୀଙ୍କୁ ଅସ୍ଥାୟୀ ମଣ୍ଡପରୁ ବରଣ କରି ବିଭିନ୍ନ ପଟୁଆର ସହ ନିଜ ସାହିକୁ ନେଉଛନ୍ତି ଶ୍ରଦ୍ଧାଳୁ । ମଙ୍ଗଳ ବାର…
Read More...

ସାଙ୍ଗ ହୋଇ ମଦ୍ୟ ପାନ ପରେ ହତ୍ୟା ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ଥାନାରେ ଅଟକ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର ତିନି ନଂ ୱାର୍ଡ ହାଟପଦା ସାହିରେ ହତ୍ୟା ହୋଇଥିବା ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଅଭିଯୋଗ । ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ହାଟପଦା ସାହିରେ ଜଣେ ଦୁଇ ଜଣ ସାଙ୍ଗ ମିଶି ମଦ୍ୟ ପାନ କରିବା ପରେ ଦୁହିଁଙ୍କ…
Read More...

ଡ଼ାବରାଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….

ରା.ଉଦୟଗିରି(ଆକାଶ ଦାସ ): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଡ଼ାବରାଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ,…
Read More...

ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତର ମୁକ୍ତେଶ୍ଵର ପୀଠରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ସଚେତନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ…
Read More...

ବେଆଇନ ଦେଶୀ ମଦରନ୍ଧାକୁ ବିରୋଧ କରିବାରୁ ଆକ୍ରମଣ ଶିକାର ହେଲେ ମହିଳା ସଙ୍ଗଠନ, ଥାନାର ଦ୍ବାରସ୍ଥ ହେଲେ ତୁଡୁବିଜୁ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କୁମ୍ଭାରି ଗାଁ ପଞ୍ଚାୟତ ଅନ୍ତର୍ଗତ ଟୁଡୁ ବିଜୁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ବେଆଇନ ଦେଶୀ ମଦ ରନ୍ଧା ବନ୍ଦ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ମହିଳା ସଙ୍ଗଠନର ସଦସ୍ୟ । ଏନେଇ ବ୍ରାହ୍ମଣୀଗାଁ ଥାନାର…
Read More...

ସ୍ନେକ୍ ହେଲ୍ସ ଲାଇନ ଦ୍ଵାରା ଉଦ୍ଧାର ହୋଇଥିବା ୧୭ଟି ନାଗ ସାପ ଅଣ୍ଡାରୁ ବାହାରିଲା ନାଗ ସାପ ଛୁଆ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶ୍ୟାମଲାଇ ଗ୍ରାମରୁ ସ୍ନେକ୍ ହେଲ୍ସ ଲାଇନ ଦ୍ଵାରା ଉଦ୍ଧାର  ହୋଇଥିବା ୧୭ଟି ନାଗ ସାପ ଅଣ୍ଡାରୁ ବାହାରିଲା ଛୁଆ । ହିଞ୍ଜିଳିକାଟୁ ଶ୍ୟାମଲାଇ ଗ୍ରାମର କାହ୍ନୁ ଚରଣ ପାତ୍ରଙ୍କ ଘର ବାଡିରେ ନାଗ ସାପ ରହିଥ‌ିବା ପରିବାର ଲୋକ…
Read More...

ବୃଦ୍ଧଙ୍କୁ ହତ୍ୟା ଓ ପୋଡି ଘଟଣାରେ ୧୦ ଜଣ ଗିରଫ, ଖପୁରି, ହାଡ଼ ପାଉଁଶ ସହ ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ ୬୦ ବର୍ଷ ବୃଦ୍ଧ କାମ୍ବି ମଳିକଙ୍କୁ ହତ୍ୟା ପରେ ପୋଡ଼ି ଦେବା ଘଟଣାରେ ପୁଲିସ ଆଜି ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ମଧ୍ୟରୁ ୮ ଜଣ ମହିଳା ଥିବା ବେଳେ ଦୁଇଜଣ ପୁରୁଷ ଅଛନ୍ତି । ପୁଲିସ ଘଟଣା…
Read More...

ବର୍ଷାରେ ଗଛ ଉପୁଡି ମୂଖ୍ୟ ରାସ୍ତା ଅବରୋଧ, ଅଗ୍ନିଶମ ବାହିନୀ ପହଞ୍ଚି କଲେ ରାସ୍ତା ସଫା…

ଉଦୟଗିରି(ଆକାଶ ଦାସ): ଗଜପତି ଜିଲା ଆର ଉଦୟଗିରି ବ୍ଲକରେ ଘଡଘଡି ସହ ବର୍ଷା ପବନ ଦୀର୍ଘ ଦିନ ହେଲା ଲାଗି ରହିଛି । ଗତକାଲି ସଂଧ୍ୟା ଠାରୁ ଆଜି ସକାଳ ଯାଏ କୁଆ ପଥର, ବିଜୁଳି ଓ ଘଡଘଡି ବର୍ଷା ଲାଗି ରହିଥିଲା । ଯାହା ଫଳରେ ପାହାନ୍ତିଆ ବେଳକୁ  ରାମଗିରି ଥାନା ଅନ୍ତର୍ଗତ ଫୁକା ଗାଁଠାରେ ସକାଳ…
Read More...