ଭଞ୍ଜନଗରରେ ଭାରତ ବନ୍ଦ ପ୍ରଭାବ, ଯାତ୍ରୀ ଓ ଜନସାଧାରଣ ହନ୍ତସନ୍ତ…

ଭଞ୍ଜନଗର(ନିଲୁ ବିଷୋୟୀ): ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଫଳରେ ବୁଧବାର ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଯାତାୟତ ଏକ ପ୍ରକାର ଠପ ହୋଇଛି । ଗୋଟିଏ ପଟେ ଚାଳକ ମହାସଂଘ ଷ୍ଟିୟରିଂ ଛାଡ ଡାକରା ଦେଇ ଗତକାଲି ଠାରୁ ଯାନବାହାନ ଚଳାଚଳ ବନ୍ଦ ରଖିଥିବା…
Read More...

ରାୟଗଡ଼ ବ୍ଲକରେ ଦଶ ଦଫା ଦାବି ନେଇ ଆଶା କର୍ମୀଙ୍କ ମୁଖ୍ୟ ରାଜପଥ ଅବରୋଧ…

ଗଜପତି(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମାରେ ଆଜି ଦଶଟା ବେଳେ ଦଶ ଦଫା ଦାବି ନେଇ ଆଶା କର୍ମୀଙ୍କ ମୁଖ୍ୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ପ୍ରେସିଡେଣ୍ଟ ଇଶ୍ରାଇଲ ମାଳିଙ୍କ  ନେତୃତ୍ଵରେ, ଗୀତା ଆନ୍ଦ୍ରା…
Read More...

ଜୟପୁରରେ ଭାରତ ବନ୍ଦର ପ୍ରଭାବ…..

ଜୟପୁର(ଦେବଦତ୍ତ ପାଣି): କୋରାପୁଟ ଜ଼ିଲ୍ଲା ଜୟପୁର ଠାରେ ଭାରତ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି । ଛ ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଧର୍ମଘଟ ଡାକରା ଦିଆଯାଇଛି । 10 କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନ ଓ ସହଯୋଗୀ ସଂଘକୁ ନେଇ ଗଠିତ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି…
Read More...

ଧରାକୋଟ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ପରିସରରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଧରାକୋଟ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ପରିସରରେ ନୂତନ ଭାବେ ନିର୍ମିତ ତ୍ରିନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ କଳସ ଯାତ୍ରା, ସର୍ବ ଦେବତା ଆବାହନ, ଦେବତା…
Read More...

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ଶିକ୍ଷୟତ୍ରୀ ରଶ୍ମିତା….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପରିବେଶ ସ°ରକ୍ଷଣ ତଥା ପରିବେଶ ସମ୍ପର୍କରେ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ରାଜ୍ୟର 30 ଜିଲ୍ଲାରୁ ଚୟନ ହୋଇଥିବା 185 ପ୍ରକୃତି ମିତ୍ର ଓ 211 ପ୍ରକୃତି ବନ୍ଧୁ…
Read More...

ସମ୍ବାଦ ପକ୍ଷରୁ ବନ ମହୋତ୍ସବ ପାଳିତ…

କୁନ୍ଦୁରା(ନିରଞ୍ଜନପାଣି): କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ ଅନ୍ତର୍ଗତ କଦଳୀମୁଣ୍ଡା ଗ୍ରାମ ଠାରେ ସମ୍ବାଦ, କୁନ୍ଦୁରା ଯୁବ ଶକ୍ତି ଯୁବି ସଂଘ ଓ ଜଙ୍ଗଲ ବିଭାଗର ମିଳିତ ଆନୁକୂଲ୍ୟ‌ରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିଥିଭାବେ ଭିଏସଏସ ସଭାପତି ସୁରେନ୍ଦ୍ର ଭୁମିଆ, ୱାଡସଭ୍ୟ,…
Read More...

କେରମେଟି ଠାରେ ପଞ୍ଚାୟତ ସ୍ତରୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

କୁନ୍ଦୁରା(ନିରଞ୍ଜନ ପାଣି): କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡିଓ ବିନୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ମୋଟ ୧୧ଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ଗୋଷ୍ଠୀଗତ ଭାବେ ୧୦ଟି…
Read More...

ଓଡିଶା ଡ୍ରାଇଭର ମହାସଂଘ କୋଟଗଡର ଶାନ୍ତିପୂର୍ଣ୍ଣ ଷ୍ଟିଅରିଂ ଛାଡ ଆନ୍ଦୋଳନ…

କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ରେ ଆଜି ଓଡିଶା ଡ୍ରାଇଭର ମହାସଂଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଷ୍ଟିଅରିଂ ଛାଡ ଆନ୍ଦୋଳନ ସହ ଡ୍ରାଇଭର ଧର୍ମଘଟ ଅନୁଷ୍ଠିତ ହୋଇଛି l ଆଜକୁ ଅନେକ ବର୍ଷ ଧରି ଡ୍ରାଇଭରମାନେ ସାତ ଦଫା ଦାବୀ ପ୍ରଦାନ ପାଇଁ ଆନ୍ଦୋଳନ…
Read More...

ଧରାକୋଟ ବହୁଡ଼ା ଯାତ୍ରାରେ ବଡ଼ଦାଣ୍ଡ ଲୋକାରଣ୍ୟ, ଆକର୍ଷଣର କେନ୍ଦ୍ର ବିନ୍ଦୁ ମହିଳା ରାଜା….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଓଡ଼ିଶା ସମେତ ଦେଶ, ବିଦେଶ ଠାରୁ ଆରମ୍ଭ କରି ସବୁଠି ବାହୁଡା଼ ତିଥିରେ ରଥଟଣା ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡ଼ରେ ଏକ ନିଆରା ଢଙ୍ଗରେ ପରମ୍ପରା ପାଳନ ଅନୁଯାୟୀ ଏକାଦଶୀ ତିଥିରେ ରଥଟଣା ହୋଇଛି  । ଶନିବାର  ବାହୁଡା଼ ଦିନ…
Read More...

ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସାମାଜିକ ଗଣମାଧ୍ୟମ ବିଭାଗର ପ୍ରସ୍ତୁତି ବୈଠକ….

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା ୧୧ ତାରିଖ ଦିନ "ସମ୍ବିଧାନ ବଞ୍ଚାଅ" ମହା ସମାବେଶରେ ଜନନାୟକ ଆଦରଣୀୟ ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) କେ ସି ବେଣୁଗୋପାଳଙ୍କ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିବା ପାଇଁ…
Read More...