ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି l ଆଜିର ଏହି ଜାତୀୟ କ୍ରୀଡ଼ା ଦିବସ ହକିର ଯାଦୁ ଘର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ସାରା ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳନ କରୁଛି l…
Read More...

ବାଲିଗୁଡାରେ ରାଧାପ୍ରେମ ଲୀଳା ନାଟକ ମଞ୍ଚସ୍ଥ ପାଇଁ ଚାଲିଛି ଆଖଡ଼ା…..

ଅନୁସନ୍ଧାନ ଭାରତ(ବ୍ୟୁର): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ ନାଟକ ପାଇଁ ଜୋରସୋରରେ ଚାଲିଛି ଆଖଡ଼ା l ବର୍ତ୍ତମାନ ଆଧୁନିକ ସ୍ପର୍ଶ କରୁଥିବା ବେଳେ ଧୀରେ ଧୀରେ ପୁରାତନ ସଂସ୍କୃତି ପରମ୍ପରା ଲୁପ୍ତ ହେବାକୁ ଯାଉଛି l ଏହି ସମୟରେ ବିଲୁପ୍ତପ୍ରାୟ ପ୍ରସିଦ୍ଧ ଲୋକ ନାଟକ ରାଧାପ୍ରେମ ଲୀଳାରକୁ…
Read More...

ବାଲିଗୁଡା ଏନଏସିର ଦୁର୍ନୀତି ବିରୋଧରେ କଂଗ୍ରେସର ଏନଏସି ଅଫିସ ଘେରାଉ……

ଅନୁସନ୍ଧାନ ଭାରତ(ବ୍ୟୁର): ଅଫିସରଙ୍କୁ ଆଇନର ପାଠ ପଢ଼ାଇଲେ କଂଗ୍ରେସ ନେତା l ବାଲିଗୁଡା ଏନଏସିରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ଼ ଲାଞ୍ଚ କାରବାର, ମୁକ୍ତା ଯୋଜନାରେ ଘୋଟଲା, ସ୍ୱାସ୍ଥ୍ୟ ଜଳ ପରିମଳ ବ୍ୟବସ୍ଥା ବିପର୍ଯୟ,…
Read More...

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ଠାରେ ଡଃ ଅରୁପ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ସଂଘର ସଭ୍ୟସଭ୍ୟା ଓ କର୍ମକର୍ତ୍ତାମାନଙ୍କୁ ପ୍ରଥମେ ସ୍ୱାଗତ…
Read More...

ଚାକିରି ଦେବା ନାଁରେ ଠକେଇ, ଯୁବକ ଗିରଫ….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଚାକିରିର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିବାରେ ଲାଗିଛନ୍ତି ଲୁଟେରା l ଗଜପତି ଜିଲ୍ଲା ସେରଙ୍ଗ ଥାନାରେ ରା.ଉଦୟଗିରି ଥାନା ଅଞ୍ଚଳର ଆଶିଷ କୁମାର ସିଂଙ୍କ ନାମରେ ଏଭଳି ଏକ ଅଭିଯୋଗ ହୋଇ ଥିଲା l ପୁଲିସ…
Read More...

ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାମ୍ନାକୁ ଆସିଛି ପୁଣି ଏକ ଅବ୍ୟବସ୍ଥାର ଚିତ୍ର, ବିଦ୍ୟୁତ ନଥିବାରୁ ରୋଗୀ…

ଅନୁସନ୍ଧାନ ଭାରତ(ବ୍ୟୁର): ସରକାର ସ୍ୱାସ୍ଥ୍ୟ ସେବା ପାଇଁ ଅଧିକା ପ୍ରାଧାନ୍ୟ ଦେଉଥିବା ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଯୋଜନା ଗଣିଲେ କମ ପଡିଯିବ l କିନ୍ତୁ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ l ଏହି ଚିତ୍ର ଯିଏ ବି ଦେଖିବ ଆଖିକୁ ଲୁହ ଆସିଯିବ…
Read More...

ଜେମ୍ସ ହସ୍ପିଟାଲ ତରଫରୁ ମେଗା ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଆରମ୍ଭ…….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ଉପଯୁକ୍ତ ଚିକିତ୍ସା ଉପଲବ୍ଧ ପାଇଁ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆରମ୍ଭ କଲା ରାଗୋଲୁ ସ୍ଥିତ ଜେମ୍ସ ବେସରକାରୀ ହସ୍ପିଟାଲ l ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା…
Read More...

ଗୁଣପୁରରେ ସେକ୍ସ ରାକେଟ ଠାବ୍, ଦୁଇଜଣ ଯୁବତୀଙ୍କ ସହ ପାଞ୍ଚ ଜଣ ଗ୍ରାହକ ଗିରଫ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଅଂଚଳରୁ ସ୍ଥାନୀୟ ପୁଲିସ ସେକ୍ସ ରକେଟ ଠାବ କରିଛି l ଏହି ଅଭିଯୋଗରେ ପୁଲିସ ୫ ଜଣକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି l ଗିରଫ ଆସାମୀ ହେଲେ ଆରକେଏଏସ ଲଜରୁ ଉକମ୍ବା ଗ୍ରାମର ରାତାଲୁ ବାବୁରାଓ, ଗୁଣପୁର ନୀଳାଦ୍ରି ବିହାରରେ ରହୁଥିବା ଲଜ୍ଜ…
Read More...

ଆଧାର ପଞ୍ଜିକରଣ ପାଇଁ ମା ଓ ପିଲା ହନ୍ତସନ୍ତ, ନେଟୱାର୍କର କ୍ଷମତା ନଥିବାରୁ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ…

ଅନୁସନ୍ଧାନ ଭାରତ(ବ୍ୟୁର): ୫ ବର୍ଷ ଶିଶୁଙ୍କ ଆଧାର ପଞ୍ଜିକରଣ ନ ହେଲେ ମିଳିବନି ସରକାରୀ ସହାୟତା,ମିଳିବନି ମାତୃତ୍ୱର ପରିଚୟ l ଏଣୁ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେ କିଛିଦିନ ହେଲା ଅଞ୍ଚଳର ମାତୃ ମଣ୍ଡଳୀଙ୍କ ଭିଡ଼ ଦେଖିବାକୁ ମିଳିଛି l ସ୍ଥାନୀୟ ସିଡ଼ିପିଓଙ୍କ ନିର୍ଦ୍ଦେଶରେ ଅଞ୍ଚଳରେ…
Read More...

କେରୁବାଡି ଠାରେ କଂଗ୍ରେସର ଜନ ସଚେତନା କାର୍ଯାକ୍ରମ ଅନୁଷ୍ଠିତ……..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ କେରୁବାଡି ଗ୍ରାମରେ ରବିବାର ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର…
Read More...