କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ଗଞେଇ ଚାଷ ରୋକିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ରୋକିବା ନିମନ୍ତେ କେଳାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର…
Read More...

ଗୋଛାପଡା ପୁଲିସ ଦ୍ୱାରା ଏକ କାର ସହ ୫୪ କିଲୋ ଗଂଜେଇ ଜବତ, ଜଣେ ଗଞ୍ଜେଇ ମାଫିଆ ଗିରଫ…..

ଅନୁସନ୍ଧାନ ଭାରତ(ବ୍ୟୁର): କିଛି ଦିନର ନୀରବତା ପରେ ପୁଣି ଜଣେ ଆନ୍ତଃ ଜିଲ୍ଲା ପେସାଦାର ଗଂଜେଇ ମାଫିଆକୁ ଧରିବାରେ ସଫଳ ହୋଇଛି କନ୍ଧମାଳ ଜିଲ୍ଲାର ଗୋଛାପଡା ପୁଲିସ I ଏହା ସହ ଏକ କର ଓ କାର ରେ ଭର୍ତି ହୋଇଥିବା ୫୪ କିଲୋ ଗଂଜେଇକୁ ମଧ୍ୟ ଜବତ କରିଛି I ପୁଲିସର ସୂଚନା ଅନୁସାରେ ଗତକାଲି…
Read More...

ଫିରିଙ୍ଗିଆ ସଲାଗୁଡାରେ ଅନୁଷ୍ଠିତ ହେଲା ପରିବର୍ତ୍ତନ ମେଳା…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତରେ ବ୍ଲକର ଦ୍ଵିତୀୟ ପର୍ଯ୍ୟାୟରେ ପରିବର୍ତ୍ତନ ମେଳା ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହି ପରିବର୍ତ୍ତନ ମେଳା ରେ ଅନ୍ୟ…
Read More...

ପଞ୍ଚମ ଦିନରେ ସ୍ୱତନ୍ତ୍ର ସେବା ଶିବିର…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲାର କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ନିକଟସ୍ଥ ପୋଷ୍ୟ ଗ୍ରାମ ପରସୁଲୁଣ୍ଡା ଠାରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସେବା ଶିବିର ପଞ୍ଚମ ଦିନରେ ପହଁଚିଛି lଏହି ଦିନ ଭଞ୍ଜନଗର ଉତ୍ତର ଘୁମୁସର…
Read More...

ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷଙ୍କ ଦାୟୀତ୍ବ ଗ୍ରହଣ……

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ତଥା ‘ଗ୍ରୀଟ୍‌’ର ଅଧ୍ୟକ୍ଷ ଭାବେ ଗୁରୁବାର ଦାୟିତ୍ବ ଗ୍ରହଣ କରିଛନ୍ତି ହିଞ୍ଜିଳିକାଟୁ ଏନ୍ଏସିର ପୂର୍ବତନ ଉପାଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ । ଉକ୍ତ ସଂସ୍ଥା ଅଧୀନରେ ଥିବା ଭଞ୍ଜନଗର, ବେଲଗୁଣ୍ଠା, ଆସିକା ଏବଂ…
Read More...

୪୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଣ ତିଆରି ସାମଗ୍ରୀ ଓ ବାଣ ଜବତ, ଜଣେ ଗିରଫ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଗକୁ ଆଲୋକ ପର୍ବ ଦୀପାବଳି ରହିଥିବା ବେଳେ ଏହି ଅବସରରେ ଅଞ୍ଚଳରେ ବେଆଇନ ବାଣ ବ୍ୟବସାୟ ଉପରେ ରୋକ ଲଗାଇବା ଲାଗି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଲିସ ଜୋରଦାର ଚଢ଼ାଉ ଜାରିରଖିଛି l ସେହିଭଳି ଆଜି ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ବିଭିନ୍ନ…
Read More...

୨ ପୃଥକ ମାମଲାରେ ୨୫୩ କିଲୋ ଗଞ୍ଜେଇ ଜବତ, ୬ ଗିରଫ…….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲାରେ ଦୁଇଟି ପୃଥକ ମାମଲାରେ ୨୫୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ପାଟପୁର ଥାନା ପୁଲିସ ଧରମପୂର୍ ଗାଁରେ ଚଢାଉ କରି ୧୫୩ କିଲୋ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଧରମପୁର ଗ୍ରାମର…
Read More...

ମଦ୍ୟପ ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ରାଶିବାଡୀ ରାମଚନ୍ଦ୍ର ପୁର ଗ୍ରାମରେ ମଦ୍ୟପ ସ୍ଵାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛି । ଗୁରୁତର ଆହତ ମହିଳା ଜଣକ ହେଲେ ପରାଣ୍ଡି ପାତ୍ର l ମହିଳା ଜଣକ ଆସିକା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ବାମ…
Read More...

କ.ନୂଆଗାଁ ଅନ୍ତର୍ଗତ ପୁରୁଣା ସାହିରେ କଲ୍ୟାଣ ମଣ୍ଡପ ନାରେ ହରିଲୂଟ……..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଅନ୍ତର୍ଗତ ପୁରୁଣା ସାହି ଶିବମନ୍ଦିର ନିକଟରେ ଦୀର୍ଘ ପ୍ରାୟ ପାଞ୍ଚ ବର୍ଷ ହେବ କଲ୍ୟାଣ ମଣ୍ଡପ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଅଭିଯୋଗ ହୋଇଛି l ଏହି କଲ୍ୟାଣ ମଣ୍ଡପ ଆଜି ବି ସମ୍ପୂର୍ଣ୍ଣ ହେଇ ପାରୁ ନ ଥିବା ବେଳେ ଏହାର କାରଣ…
Read More...

ମୋ ସ୍କୁଲ ଅଭିଯାନ ରାଜ୍ୟ ସ୍ତରୀୟ ଦଳର ଭଞ୍ଜନଗର ବ୍ଳକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ………

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଭଞ୍ଜନଗର ବ୍ଳକର ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନର ରାଜ୍ୟ ସ୍ତରୀୟ ସ୍ବତନ୍ତ୍ର ଦଳ l ଏହି ଦଳରେ ମୋ ସ୍କୁଲ…
Read More...