ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ….

ଦାରିଙ୍ଗବାଡି(ଅଶୋକ ସିଂ): ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦୦ଦିନିଆ ଅଭିଯାନ ଚାଲିଥିବା ବେଳେ  ଏହି କାର୍ଯ୍ୟକ୍ରମଟି କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି…
Read More...

ସୋଲାର ପ୍ରକଳ୍ପ ସ୍ଥାପନର ୧ ମାସ ବିତିଯାଇଥିଲେ ସୁଦ୍ଧା ଆଜି ବି ସଲାଗୁଡ଼ି ବାସିନ୍ଦାଙ୍କ ପାଇଁ ଚୁଆଁ ପାଣି…

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଅନେକ ଦୁର୍ଗମ ଅଞ୍ଚଳମାନଙ୍କରେ  ଆଜି ବି ଭରସା ଚୁଆଁ ପାଣି । ପାନୀୟ ଜଳ ସମସ୍ୟା ନିମନ୍ତେ ଅନେକ ଖବର କାଗଜ ଏବଂ ଅନେକ ଅଭିଯୋଗ ପରେ ଏକ ସୋଲାର ପ୍ରକଳ୍ପ ସ୍ଥାପନ ହୋଇଛି । କିନ୍ତୁ ସୋଲାର  ପ୍ରକଳ୍ପର ୧ ମାସରୁ…
Read More...

ଖଜୁରୀପଡ଼ା ଥାନା ଉଦଘାଟନ କଲେ ଭାରତ ସରକାରଙ୍କ ଗୃହ ମନ୍ତ୍ରୀ ଅମିତ ଶାହା….

ଅନୁସନ୍ଧାନ ଭାରତ(ବ୍ୟୁର): ଶୁକ୍ରବାର ସନ୍ଧ୍ୟା ୬ ଟା ସମୟରେ ଥାନା ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିକାଶ ଏବଂ ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପ ଉପରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଅଭିଭାଷଣ ପ୍ରଦାନ କରିଥିଲେ । ତାପରେ ଭାରତ ସରକାରଙ୍କ ଗୃହ…
Read More...

ମିଞ୍ଜାପଙ୍କାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କା ସ୍ଥିତ କ୍ଲାଉଡିନ ସୋସିଆଲ ୱର୍କ କେନ୍ଦ୍ର ଠାରେ ଅଞ୍ଚଳର ମହିଳାମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫା.ଚିତ୍ତରଞ୍ଜନ ସେନାପତି ଯୋଗ…
Read More...

ଧାର ଟଙ୍କା ନ ଫେରେଇବାରୁ ହତ୍ୟା, ଅଭିଯୁକ୍ତ କୋର୍ଟ ଚାଲାଣ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ବୁଦୁଲି ଗ୍ରାମର ଅଶୋକ ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୁଲିସ ଗତକାଲି ଗିରଫ କରିଥିବା ଅଭିଯୁକ୍ତ ଦିଲ୍ଲୀପ କୁମାର ଜେନାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ଜାମିନ…
Read More...

ସମସ୍ୟା ଘେରରେ ସ୍ଲୁକି ଓ କାଣ୍ଡାପା ଗ୍ରାମ: ଉଗ୍ରରୂପ ଧାରଣ କରିଛି ପାନିୟଜଳ ସମସ୍ୟା, ପାଣି ପାଇଁ ଡହଳ ବିକଳ ସ୍ଲୁକି ଓ…

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ । ହେଲେ ତାହା ପୂର୍ବରୁ ଦେଖା ଦେଇଛି ଉତ୍କଟ ପାଣି ସମସ୍ୟା । ବୁନ୍ଦାଏ ପାଣି ପାଇଁ ସାହିମାନଙ୍କରେ ଦେଖା ଦେଇଛି ଅଶାନ୍ତି l ସକାଳ ହେଲେ ପାଟିତୁଣ୍ଡ ହେଉଛନ୍ତି ମହିଳା । ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ…
Read More...

ଘରକୁ ଫେରିବା ବାଟରେ ଦୁର୍ଘଟଣା ର ଶିକାର ହୋଇ ଚାଲିଗଲା ଯୁବକଙ୍କ ଜୀବନ….

ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡ଼ି ବ୍ଲକ ଦଣ୍ଡିମାହା ନିକଟ ଶୁର୍ଷାମାହାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଅଜଣା ବୋଲେରୋ ପିକଆପ ସହ ମଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ମଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ଗାଁଲୋକ ତାଙ୍କୁ ଉଦ୍ଧାର…
Read More...

ପର୍ତ୍ତମାହାରେ କ୍ୟାଥଲିକ ଚର୍ଚ୍ଚ ପକ୍ଷରୁ ମଦର ମେରିଙ୍କ ପର୍ବ ପାଳିତ….

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ପର୍ତ୍ତମାହା ଗ୍ରାମରେ ମଦର ମେରୀଙ୍କ ପର୍ବ ପାଳନ ହୋଇଯାଇଛି । ପ୍ରଥମ ଦିନ ମଦର ମେରୀଙ୍କ ପର୍ବରେ ବହୁ ସଂଖ୍ୟକ ଖ୍ରୀଷ୍ଟିୟ ଶ୍ରଦ୍ଧାଳୁ ତାଙ୍କ ମାନସିକତା ପୂରଣ କରିବା ନେଇ ଏହି ମହା ଦିବ୍ୟଯଜ୍ଞରେ ଯୋଗଦେଇ…
Read More...

ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ଜନ୍ମ ଜୟନ୍ତୀର ପାଳିତ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଆଜି ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଚାରି ଗୋଟି ବ୍ଲକ ମୋହନା, ରା ଉଦୟଗିରି, ନୂଆଗଡ ଏବଂ ରାଇଗଡ଼ ବ୍ଲକର ବିଜୁ ଜନତା ଦଳର ସମସ୍ତ କର୍ମୀ ଉପସ୍ଥିତ ରହି…
Read More...

ସୁଧୁରୁନି ସମସ୍ୟା, ନାହୁଡ଼ିମାହା ଗ୍ରାମବାସୀଙ୍କ ପାଇଁ ଆଜି ବି ଭରସା ଚୂଆ ପାଣି….

ସିମନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜାମାହା ଗ୍ରାମର ନାହୁଡ଼ିମାହା ସାହିରେ ଦେଖିବାକୁ ମିଳିଛି ପାନୀୟ ଜଳର ଉତ୍କଟ ସମସ୍ୟା । କୁହାଯାଏ ଜଳ ହିଁ ଜୀବନ । ଶରୀର ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକ । ଏଥିପାଇଁ…
Read More...