ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ଠାରେ ଲକ୍ଷ୍ମୀନୃସିଂହ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା ମାସ ୪ତାରିଖରୁ ହିଞ୍ଜିଳିକାଟୁ ସହରର ପ୍ରସିଦ୍ଧ ଇଷ୍ଟଦେବ ଲକ୍ଷ୍ମୀନୃସିଂହ ଠାକୁର ଙ୍କ ଯାତ୍ରା ପାଇଁ ପୌର କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ…
Read More...

୨ ନାବାଳିକା ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ, ଆଦିବାସୀ ସଂଘର ଥାନା ଘେରାଉ ଚେତାବନୀ…..

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାଜୀବାହାଳି ରାସ୍ତାରେ ଦୁଇ ଜଣ ଆଦିବାସୀ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଁ ନ ଥିବାରୁ ଲାଞ୍ଜିଗଡ ବ୍ଲକ ଆଦିବାସୀ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ…
Read More...

ପାନୀୟ ଜଳ ସମସ୍ୟାକୁ ନେଇ ଡଙ୍ଗାଯୋର ଠାରେ ଗଛ ପକାଇ ରାସ୍ତା ରୋକ, ସହକାରୀ ଯନ୍ତ୍ରୀଙ୍କ ପ୍ରତିଶୃତି ପରେ ହଟିଲା…

ଅନୁସନ୍ଧାନ ଭାରତ(ବ୍ୟୁର): ସରକାର ଘରକୁ ଘର ପାନୀୟ ଜଳ ପହଞ୍ଚାଇବାକୁ କୋଟି କୋଟି ଟଙ୍କା ଖର୍ଚ କରି ଜଳ ଯୋଗାଣ ପ୍ରକଳ୍ପ କରୁଛନ୍ତି ସତ l ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଏବେ ମଧ୍ୟ ପାନୀୟ ଜଳ ପାଇଁ ନାହିଁ ନ'ଥିବା ସମସ୍ୟା ଭୋଗୁଛନ୍ତି ଗାଁ ଲୋକେ l ଜଳ କଷ୍ଟ…
Read More...

ହିଞ୍ଜିଳିକାଟୁ ଓକିଲ ସଙ୍ଘ ଓ ଆମ ଓଡ଼ିଶା ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଇନଜିବୀ ଦିବସ ଅବସର ରେ ହିଞ୍ଜିଳିକାଟୁ ଓକିଲ ସଙ୍ଘ ଓ ଆମ ଓଡିଶା ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର  ଓକିଲ ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ଆନୁଷ୍ଟାନିକ ଭାବେ ଶିବିର ଶୁଭାରମ୍ଭ କରିଥିଲେ I…
Read More...

ଇମିସ ହିଞ୍ଜିଳିକାଟୁ ସମ୍ବାଦ ତରଫରୁ ସ୍ୱାଭିମାନ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ଇମିସ ହିଞ୍ଜିଳିକାଟୁ ସମ୍ବାଦ ତରଫରୁ ବ୍ଲକ ପ୍ରତିନିଧି ଦ୍ବିତିକୃଷ୍ଣ ସାବତଙ୍କ ପୌରହିତରେ ମଧୁବାବୁଙ୍କ ଜୟନ୍ତୀ ଅବସରରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି I ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜିବୀ ନିର୍ମଳ ସାହୁ, ମୁଖ୍ୟ ବକ୍ତା…
Read More...

କସବସା ଠାରେ ନାବାଳିକାଙ୍କ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବାହ୍ନ ୭ ଘଟିକା ସମୟରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତାଯୁଙ୍ଗୀ ସେକ୍ଟର ହାତୀମୁଣ୍ଡା ପଞ୍ଚାୟତ କସବସା-୧, କସବସା-୨ ଓ ପଣସ ପଦର ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ଦାରିଂବାଡ଼ି ସିଡିପିଓ ଅଞ୍ଜଳି ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନାବାଳିକାମାନଙ୍କର…
Read More...

୮୫ ତମ ବାର୍ଷିକ ମହାସଭା ଓ ଫୁଲବାଣୀ ଧର୍ମାଞ୍ଚଳର ରୌପ୍ୟ ଜୟନ୍ତି ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ଧର୍ମାଞ୍ଚଳ ତରଫରୁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପାଷ୍ଟରେଟ ଅଧିନସ୍ଥ ଡ୍ରେପାଙ୍ଗା ଉତ୍ତର ଭାରତ ମଣ୍ଡଳୀ ଠାରେ ୮୪ ତମ ବାର୍ଷିକ ମହାସଭା ଓ ଫୁଲବାଣୀ ଧର୍ମାଞ୍ଚଳର ରୌପ୍ୟ ଜୟନ୍ତି ପାଳିତ ହୋଇଛି I ଏହି ଉତ୍ସବ ଅବସରରେ ତାରିଖ ୨୭ ଠାରୁ ଆରମ୍ଭ ହୋଇ ୨୯…
Read More...

ମାଁ ଶୁଳାବଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ , ଦୋମୁହାଣୀ ଚମ୍ପିୟାନ…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ଦୋମୁହାଁଣି ପଞ୍ଚାୟତ ଅଧୀନ ରାଇଗୋଚ୍ଛା ଗ୍ରାମରେ ମାଁ ଶୁଳାବଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଛି । ଅନୁଷ୍ଠିତ ଫାଇନାଲ୍ ମ୍ୟାଚ ଦୋମୁହାଁଣି ଓ ଗାଲେରୀ ଟିମ୍ ମଧ୍ୟରେ ହୋଇଥିଲା । ରୋମାଞ୍ଚକର ଏହି ମ୍ୟାଚ୍ ରେ ଦୋମୁହାଁଣି ଟିମ୍…
Read More...

ଅବସରପ୍ରାପ୍ତ କର୍ମଚାରୀଙ୍କ ପକ୍ଷରୁ ଦାବି ସପ୍ତାହ ପାଳନ, ଚିକିତ୍ସା ଭତ୍ତା ସହ ଅନ୍ୟ ୧୦ ଦଫା ଦାବିରେ ମାନ୍ୟବର…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟର ସାଢ଼େ ତିନି ଲକ୍ଷ ପେନସନର ଓ ଫାମିଲି ପେନସନର ମାନଙ୍କ ପାଇଁ ପ୍ରତିନିଧିତ୍ଵ କରୁଥିବା ଏକମାତ୍ର ସଂଗଠନ 'ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ' ର ଆହ୍ବାନକ୍ରମେ ୨୪ଏପ୍ରିଲରୁ ରାଜ୍ୟବ୍ୟାପୀ ପାଳନ ହେଉଥିବା ପ୍ରତିବାଦ ସପ୍ତାହ ଅଵସରରେ ଆଜି ୧୦ ଦଫା…
Read More...

ମିଞ୍ଜାପଙ୍କା ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ, ଦଳରେ ସାମିଲ ହେଲେ ବହୁସଂଖ୍ୟକ ମହିଳା….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମିଞ୍ଜାପଙ୍କା ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି I ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ସଂଖ୍ୟାରେ ମହିଳା ତଥା ଯୁବା ଯୁବତୀ ଯୋଗ ଦେଇଥିଲେ I…
Read More...