ସେଣ୍ଟ ଜୋନ ସ୍କୁଲରେ ବନମହୋତ୍ସବ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ସେଣ୍ଟ ଜୋନ ସ୍କୁଲରେ ବନମହୋତ୍ସବ ପାଳିତ ହୋଇଯାଇଛି l ଏହି ବନମହୋତ୍ସବ ମୁଖ୍ୟ ଅତଥିଭାବେ ବାଲିଗୁଡା ସହକାରୀ ବନ ସଂରକ୍ଷକ ମନୋରଞ୍ଜନ ବାଘ ଯୋଗଦେଇ ଥିଲେ l ସ୍କୁଲ କର୍ତ୍ତପକ୍ଷ ପକ୍ଷରୁ ସହକାରୀ ବନ ସଂରକ୍ଷକଙ୍କୁ ଭବ୍ୟ ସ୍ଵାଗତ…
Read More...

ଟିକାବାଲି ସମିତି ଅଧକ୍ଷଙ୍କ ନିର୍ମାଣଧୀନ ସରକାରୀ ସ୍ମାର୍ଟ ବସଷ୍ଟାଣ୍ଡ ପରିଦର୍ଶନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ମେଡିକାଲ ଛକ ଠାରେ ଓଡିଶା ସରକାରଙ୍କ ଦ୍ୱାରା ସ୍ମାର୍ଟ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ l ଏହାର ନିର୍ମାଣ କାର୍ଯ୍ୟ କିପରି ଚାଲିଛି ଦେଖିବା ପାଇଁ ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ…
Read More...

ଟିକାବାଲି ଡି.ଆଈ.ଇ.ଟିଠାରେ ଏଫ.ଏଲ.ଏନ ସମ୍ବଳ କକ୍ଷ ପ୍ରସ୍ତୁତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଚାରି ଦିନିଆ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ଶିକ୍ଷଣ ଉପକରଣ କକ୍ଷ ପ୍ରସ୍ତୁତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ତଥା କର୍ମଶାଳାରେ ଟିକାବାଲି…
Read More...

ଦୁବାଇ ଅଭିମୁଖେ ହିଞ୍ଜିଳିର ୩୫ ଜଣିଆ ପ୍ରତିନିଧି ଦଳ…

ଅନୁସନ୍ଧାନ ଭାରତ(ବ୍ୟୁର): ଦେଶର ଅନ୍ୟତମ ଶ୍ରେଷ୍ଠ ବ୍ଲକ ଭାବରେ ହିଞ୍ଜିଳିକାଟୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନୀତ ହେବା ପରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା ସହ ସଂପୃକ୍ତ ଥିବା ହିଞ୍ଜିଳି ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଦୁବାଇ ପରିଦର୍ଶନ ପାଇଁ ପଠାଯାଇଛି । ହିଞ୍ଜିଳିକାଟୁ…
Read More...

କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ଚନ୍ଧନ ପଣ୍ଡା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଭାବରେ ନିର୍ବାଚିତ ହୋଇଛନ୍ତି ଟିକାବାଲି ବ୍ଲକର ଯୁବନେତା ଚନ୍ଧନ ପଣ୍ଡା I ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇ କଂଗ୍ରେସର ଏକ ସଦସ୍ୟ ହୋଇ ଅଞ୍ଚଳରେ ବିଭିନ୍ନ ସମାଜର ଉନ୍ନତି ମୂଳକ କାର୍ଯ୍ୟରେ ଆଗଧାଡିରେ ରହି କଂଗ୍ରେସ ପାଇଁ…
Read More...

ଗୋରୁ ଏବଂ କଲେଜ ଛାତ୍ରୀଙ୍କୁ ବଞ୍ଚେଇବାକୁ ଯାଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଟଳିଲା ବଡ଼ ଦୁର୍ଘଟଣା….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅପରାହ୍ନ ୧ ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ୧୦୮ ଆମ୍ବୁଲାନ୍ସ ଗାଡ଼ି ସାରଙ୍ଗଗଡ଼ ଅଭିମୁଖେ ଯାଉଥିଲା I ଏହି ସମୟରେ ୱାର୍ଡ ନଂ ୪ ଶ୍ରୀରାମପଦା ଉପ-କାରାଗାର ନିକଟରେ କିଛି ଗୋରୁ କଲେଜରୁ ଆସୁଥିବା କଲେଜ…
Read More...

ପ୍ରାହେଡପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭୁଶୁଡ଼ିଗଲା ଛାତ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସରାମୁଳି ଗ୍ରାମ ପଞ୍ଚାୟତ ପ୍ରାହେଡପଙ୍କା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଲଗାଣ ବର୍ଷାରେ ଗତ ମଙ୍ଗଳବାର ଅର୍ଥାତ ୧୮ତାରିଖ ଦିନ ସମୟ ପ୍ରାୟ ସକାଳ ୧୦ ଟା ୩୦ ରେ ଭୁଶୁଡି଼ ପଡ଼ିଥିବା ଖବର ହସ୍ତଗତ…
Read More...

ଟିକାବାଲି ଠାରେ ଆବାସ ଘରର ମୂଲ୍ୟ ଦୁଇ ଲକ୍ଷକୁ ବୃଦ୍ଧି ଓ ଟାକ୍ଟର ମାଲିକଙ୍କ ଠାରୁ ଫାଇନ ଆଦାୟ ନ କରିବା ଦାବୀରେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ହେଡ କ୍ୱାଟରରେ ଅନୁଷ୍ଠିତ ହୋଇଯାଇଛି ତହସିଲ ବିରୋଧୀ ଏବଂ ଆବାସ ଘରର ମୂଲ୍ୟ ବୃଦ୍ଧି ନେଇ ଆନ୍ଦୋଳନ l ଦୀର୍ଘ ବର୍ଷ ପରେ ସରକାର ଲକୋମାନଙ୍କ ଆବଶ୍ୟକତା ଅନୁଭବ କରି ବହୁଥର ଆନ୍ଦୋଳନ ପରେ ଚଳିତ ମାସ ପ୍ରଧାନମନ୍ତ୍ରୀ ଆବାସ ଘରର…
Read More...

ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ, କୁମ୍ଭାରୀପଦର ଭୂସ୍ଖଳନ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ବହୁ ଚର୍ଚ୍ଚିତ  ତାମାଙ୍ଗି- କୁମ୍ଭାରୀପଦର ଭୂସ୍ଖଳନ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ପ୍ରଶାସନ l ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡାପଞ୍ଚାୟତର କୁମ୍ଭାରୀପଦର ଗାଁ ମୁଣ୍ଡ ପାହାଡ଼ରେ ପ୍ରତି ବର୍ଷ ଲଗାଣ ବର୍ଷାରେ…
Read More...

ଗଞ୍ଜାମ ଜିଲ୍ଲା ଯୁବ ବିଜେଡିରେ ହିଞ୍ଜିଳିର ଦୁଇ ଯୁବ ନେତା, ପ୍ରଭାତ ସାଧାରଣ ସମ୍ପାଦକ ଓ ସଂସ୍କାର ସମ୍ପାଦକ….

ଅନୁସନ୍ଧାନ ଭାରତ(ବ୍ୟୁର): ବିଜୁ ଜନତା ଦଳର ପରିବର୍ଦ୍ଧିତ କଳେବରରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡିରେ ହିଞ୍ଜିଳିକାଟୁ ଅଞ୍ଚଳର ଦୁଇ ଯୁବନେତାଙ୍କୁ ସ୍ଥାନ ମିଳିଛି । ଛାତ୍ର ତଥା ଯୁବ ନେତା ପ୍ରଭାତ କୁମାର ମହାରଣା ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଓ ସଂସ୍କାର ପଟ୍ଟନାୟକ ଜିଲ୍ଲା ଯୁବ…
Read More...