ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ମେଡିକାଲ ଛକ ଠାରେ ଓଡିଶା ସରକାରଙ୍କ ଦ୍ୱାରା ସ୍ମାର୍ଟ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ l ଏହାର ନିର୍ମାଣ କାର୍ଯ୍ୟ କିପରି ଚାଲିଛି ଦେଖିବା ପାଇଁ ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର ପ୍ରଭାତ ଭ୍ରମଣ ସମୟରେ ସ୍ମାର୍ଟ ବସ ଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି l ସ୍ମାର୍ଟ ବସ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ରେ ଅଧକ୍ଷ ସନ୍ତୋଷବ୍ୟକ୍ତ କରିଥିବା କହିଛନ୍ତି l