ବ୍ଲକ ସ୍ତରୀୟ ଏଫ୍ ଏଲ୍ ଏନ୍ କର୍ମଶାଳା ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ସ୍ଥାନୀୟ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭଂଜନଗର ବ୍ଲକ ସ୍ତରୀୟ ଏଫ୍ ଏଲ୍ ଏନ୍ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଏବଂ ମୌଳିକ ସ୍ଵାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର…
Read More...

ଜଗନ୍ନାଥପ୍ରସାଦରେ ଉପ ନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦରେ ଗୁରୁବାର ଉପ ନିବନ୍ଧକ(ସବ୍ ରେଜିଷ୍ଟ୍ରି)ଙ୍କ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ନବ ନିର୍ମିତ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ।…
Read More...

ଆସାମାଜିକ, ଗଞ୍ଜୁଡ଼ିଆ, ରାସଲୀଳାକାରୀଙ୍କ ପାଇଁ ସେଫ ଜୋନ ହୋଇଛି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅର୍ଦ୍ଧ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଷରରେ କାର୍ଯ୍ୟରତ ଡାକ୍ତର କିମ୍ବା ଅଧିକାରୀ ରହିବା ନିମନ୍ତେ ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ ହେବ ଷ୍ଟାଫ୍ କ୍ୱାଟର ଗୁଡ଼ିକ ନିର୍ମାଣାଧୀନ ଅବସ୍ଥାରେ ରହି ଥିବା…
Read More...

ମଛ୍ଯ ଅବତାରରେ ଦର୍ଶନ ଦେଲେ ମହାପ୍ରଭୁ….

ଅନୁସନ୍ଧାନ ଭାରତ(ବ୍ୟୁର): ରଥଯାତ୍ରାରେ ଆସି ଆଡପ ମଣ୍ଡପରେ ପୂଜା ପାଉଛନ୍ତି ଚତୁର୍ଧା ମୂର୍ତ୍ତି ।ନବ ଦିନାତ୍ମକ ଯାତ୍ରାରେ ବାହାରି ବିଭିନ୍ନ ବେଶରେ ମହାପ୍ରଭୁ ଭକ୍ତକୁ ଦେଇଥାନ୍ତି ଦର୍ଶନ । ଏହି କ୍ରମରେ ଆଜି ମଛ୍ଯ ବେଶରେ ଦେଇଛନ୍ତି ଦର୍ଶନ। ଆଡପ ମଣ୍ଡପରେ ମହାପ୍ରଭୁ ଦର୍ଶନ କରିବାରେ…
Read More...

୩୬ତମ ତାଇକୋଣ୍ଡ ଚାମ୍ପିୟନସିପ୍ ଅନୁଷ୍ଠିତ, ଭଞ୍ଜନଗର ପ୍ରଶିକ୍ଷାର୍ଥିଙ୍କ ସଫଳତା…

ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟ ସ୍ତରୀୟ ତାଇକୋଣ୍ଡ ଚାମ୍ପିୟନସିପ୍ ରେ ଭଞ୍ଜନଗର ପ୍ରଶିକ୍ଷାର୍ଥି ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ କଟକ ଜବହାରଲାଲ ନେହୁରୁ ଇନ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ୩୭ ତମ ଓଡ଼ିଶା ରାଜ୍ୟ ସ୍ତରୀୟ କନିଷ୍ଠ ଓ ବରିଷ୍ଠ ବର୍ଗର ତାଇକୋଣ୍ଡ ଚାମ୍ପିୟନସିପ୍…
Read More...

ସାପ କାମୁଡାରେ ଛାତ୍ରୀ ମୃତ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦର୍ପଙ୍ଗିଆ ଆଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ରବିବାର ରାତିରେ ହଷ୍ଟେଲରେ ଶୋଇଥିବା ସମୟରେ ଏକ ଚିତି ସାପ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ କାମୁଡି ଦେଇଥିଲା। ସେ ଚିତ୍କାର କରିବା ପରେ ସମସ୍ତେ ନିଦରୁ…
Read More...

ଗୁମୁଡ଼ୁ ମାହା ଗୁଳିକାଣ୍ଡ ଘଟଣା: ପାଞ୍ଚ ସହିଦଙ୍କ ସ୍ମୃତି ଉଦେଶ୍ୟରେ ଅଷ୍ଟମ ଶ୍ରଦ୍ଧାବାର୍ଷିକୀ ଅନୁଷ୍ଠିତ, ଅଧୁରା ଥିବା…

ବାଲିଗୁଡା (ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପରମପାଙ୍ଗା ଗ୍ରାମ ପଞ୍ଚଯାତର ଗୁମୁଡୁମାହା ଗ୍ରାମରେ ଆଜି ପାଞ୍ଚ ସହିଦ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି । 2016 ମସିହା ଜୁଲାଇ 8 ତାରିଖ ଗୁମୁଡୁମାହା ଗ୍ରାମବାସୀଙ୍କ ପାଇଁ ସାଜିଥିଲା କାଳରାତୀ । ମନରେଗା ଟଙ୍କା ଉଠେଇ…
Read More...

ଘୁ.ଉଦୟଗିରିରେ ପବିତ୍ର ରଥ ଯାତ୍ରା ଭକ୍ତଙ୍କ ଗହଣରେ ମହାଆଡମ୍ବରରେ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଘୁ.ଉଦୟଗିରି ସହରରେ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି I ଅପରାହ୍ନରେ ଝିପି ଝିପି ବର୍ଷା ସତ୍ୱେ ଭକ୍ତଙ୍କ ଯେଉଁ ଉତ୍କଣ୍ଠା ଏବଂ ବହୁ ଜନସମାଗମ ଲାଗି ରହିଥିବା ଦେଖି ବାକୁ ମିଳିଛି I ତିନି ଠାକୁର…
Read More...

କଳିଙ୍ଗ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମ ରେ ତା: ୦୬/୦୭/୨୦୨୪ ରିଖ ଦିନ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ମେହେର…
Read More...

ରାମଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ କୁର୍ତ୍ତମଗଡ଼ ଠାରେ ବନ ମହାତ୍ସବ ପାଳିତ…..

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡ଼ି ବନ୍ଧ ବନାଞ୍ଚଳ, କୁର୍ତ୍ତମଗଡ଼ ଗ୍ରାମ ପଞ୍ଚାୟତର ରାମ ଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ ଠାରେ 75 ତମ ବନ ମହତ୍ସବ ପାଳିତ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କିସମର ଚାରା ରୋପଣର ଶୁଭାରମ୍ଭ କରା…
Read More...