ଗଜପତି ଜିଲ୍ଲାରେ ଦାଦନ ଦୁଃଖ, ଏର୍ଣ୍ଣାକୁଲମରେ ପ୍ରବାସୀ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ….

ଗଜପତି(ପ୍ରବୀଣ କୁମାର ଲିମା): ପୁଣି ଦାଦନ ଦୁଃଖ l କେରଳ ରାଜ୍ୟ ଏର୍ଣ୍ଣାକୁଲମଠାରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତ ଅଣ୍ଡରସିଂ ଗ୍ରାମର ପ୍ରଦୀପ ଜେନା (34) ନିଜ ପରିବାରର ଭୋରଣା ପୋଷଣ ପାଇଁ ଏର୍ଣନାକୁଳମର ଏକ…
Read More...

ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ତୁରୁମୁ ଠାରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭଞ୍ଜନଗର ଡାକ ଅଧିକ୍ଷକରବିନାରାୟଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଆଇ. ସି .ଡି.ଏସ ସୁପରଭାଇଜର ସରିତା ପାତ୍ର,…
Read More...

ଫ୍ୟାଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଫ୍ୟାଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇ.କ୍ୟୁ.ଏସି ସଂଯୋଜକ ଡ଼ଃ ପ୍ରମୋଦ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନ କାର୍ଯ୍ୟକ୍ରମର…
Read More...

ଦାରିଙ୍ଗବାଡିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ….

ଦାରିଙ୍ଗବାଡି( ଆଶୋକ ସିଂ ): କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଓ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ମିଳିତ ଜନ ଶୁଣାଣି କାର୍ଯକ୍ରମ ସୋମବାର ଦିନ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ମୋଟ ୧୨୭ଟି ଅଭିଯୋଗ ମଧ୍ୟରେ ୫୮ଟି ସାମୁହିକ ଓ…
Read More...

ଡେରାବିଶରେ ଦିଲ୍ଲୀ ପୁଲିସ ଓ ଆଣ୍ଟି ନାରକୋଟିକ ସ୍ୱାର୍ଡ…

କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ): ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁନା ଚୋରି ଓ ଚୋରା ସୁନା ବିକ୍ରେତାମାନଙ୍କର ଡେରାବିଶ୍ ଚାନ୍ଦୋଳ ବଜାରର ଜୟ ନାରାୟଣ ଜୁଏଲାରୀ ସହ ଯୋଗାଯୋଗ ହୋଇ ଡ଼ିଲିଙ୍ଗ ହେଉଥିଲା । ଜୟ ନାରାୟଣ ଜୁଏଲାରୀର ମୁଖ୍ୟ ଶ୍ରୀକାନ୍ତ ସାହୁ 2012 ମସିହାରୁ 2014 ମସିହା…
Read More...

ବିଦ୍ୟାଞ୍ଜଳି ଓ ତିଥିଭୋଜନ କାର୍ଯ୍ୟକ୍ରମ ଖୁବ ଧୁମଧାମରେ ପାଳିତ….

ଟିକାବାଲି( ସାନୁଜ ବେହେରା): ଟିକାବାଲି ବ୍ଲକର ସମସ୍ତ ବିଦ୍ୟାଳୟରେ "ଶିକ୍ଷା ସପ୍ତାହ" କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଗୋଷ୍ଠୀ ତଥା ସମ୍ପ୍ରଦାୟ ସହଯୋଗ ଦିବସ ମାଧ୍ୟମରେ ବିଦ୍ୟାଞ୍ଜଳି ଓ ତିଥି ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ସପ୍ତମ ଦିବସ ରେ ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମ…
Read More...

ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଚଳିତ ସ୍ବାଧୀନତା ଦିବସ ପାଳନ ନେଇ…
Read More...

ବିଦ୍ୟୁତ୍ ଆଘାତରେ ଅଟୋ ଚାଳକଙ୍କ ମୃତ୍ୟୁ…

ଭଞ୍ଜନଗର(ନିଲୁ ବିଷୋୟୀ): ଅସାବଧାନତାରୁ ବିଦ୍ୟୁତ୍ ଆଘାତରେ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଜଣେ ଅଟୋଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କ୍ଷତ୍ରିୟବରପୁର ରମେଶ୍ ସାହୁ (୫୨) । ସେ ଅଞ୍ଚଳରେ ଅଟୋ ଚଳାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ । ସୋମବାର ସକାଳେ ରମେଶ ନିଜ ଘର ପାଖରେ ଚଲାବୁଲା…
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର…

ଭଞ୍ଜନଗର(ନିଲୁ ବିଷୋୟୀ): ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର କାଳଷଣ୍ଢପୁର ମେରୁମଣ୍ଡପରେ ଏକ ଆର୍ଥିକ ସାକ୍ଷରତା ଓ ଅନ୍ତଭୂକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସ୍କା ମୁଖ୍ୟ ଡାକଘର ଡାକପାଳ ଜିତେନ୍ଦ୍ର କୁମାର ସ୍ଵାଇଁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ…
Read More...

ଟିକାବାଲି ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ….

ଟିକାବାଲି(ସାନୁଜ ବେହେରା ): ଟିକାବାଲି ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି l ଏହି ବିଜ୍ଞାନ ମେଳରେ ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀମତୀ ବୋନୋଦିନୀ ତ୍ରିପାଠୀ ଓ ଶ୍ରୀ ଜଗନ୍ନାଥ ଜେନା ଓ AMCS ମହାବିଦ୍ୟାଳୟର PG ଛାତ୍ରୀ ଓ ପୂର୍ବରୁ…
Read More...