ଗୋଲାମୁଣ୍ଡାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ….

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଇସିଡିଏସ ପକ୍ଷରୁ ମଙ୍ଗଳବାର ଗୋଲାମୁଣ୍ଡା ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏପରିପ୍ରେକ୍ଷୀରେ ପ୍ରସୂତି ମହିଳାମାନେ କିଭଳି ତାଙ୍କର ନବଜାତ ଶିଶୁକୁ ସ୍ତନ୍ୟପାନ କରାଇବେ ସେ ନେଇ ଗୋଲାମୁଣ୍ଡା ଶିଶୁ…
Read More...

ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ରୋଡ ରୋମିଓଙ୍କ ଉନ୍ନତ୍ତ କାଣ୍ଡ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସ ଟର୍ମିନାଲ ପରିସରରେ ରୋଡ ରୋମିଓଙ୍କ ଉତ୍ପାତ l କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ବାଇକ ଚଳାଇ ବିକଟାଳ ଶବ୍ଦ କରି ବସଷ୍ଟାଣ୍ଡ ପରିସରରେ ଘୁରି ବୁଲିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ମଙ୍ଗଳବାର…
Read More...

ଠୋଙ୍ଗୋ ଗ୍ରାମ ବିଜୁ ଏକ୍ସପ୍ରେସ ୱେ ଠାରେ ବ୍ୟାପକ ମଦ ବିକ୍ରୀକୁ ନେଇ ତାତିଲେ ମହିଳା….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଜଡାମୁଣ୍ଡା ଗ୍ରାମପଞ୍ଚାୟତ ଠୋଙ୍ଗୋ ଗ୍ରାମ ସ୍ଥିତ ବିଜୁ ହାଇ ୱେରେ ଅବାଧ ମଦ ବିକ୍ରିକୁ ନେଇ ତାତିଲେ ମହିଳା l ଏହାକୁ ନେଇ ଜିଲ୍ଲାର ସଦର ମହକୁମା ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟକୁ ମହିଳାମାନେ ଆସି ଘେରାଉ କରିଥିଲେ । ମଦ କୋଠୀ ଖୋଲିବା ଦ୍ବାରା…
Read More...

ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ତରଫରୁ ଲକ୍ଷପତି ଦିଦି ଉପରେ କର୍ମଶାଳା ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ସ୍ଥିତ ସଦଭାବନା ଗୃହ ଠାରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ତରଫରୁ ବ୍ଲକ ସ୍ତରୀୟ ଲକ୍ଷପତି ଦିଦି ହେବା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ଓ ବ୍ଲକ ଅଧକ୍ଷା ନମିତା ମାଝୀ ଯୋଗ…
Read More...

ନୟାଗଡ଼ ୟୁ ସି ମାସ୍ ଛାତ୍ରଛାତ୍ରୀଙ୍କ ଅପୂର୍ବ ସଫଳତା, ୧୪ ଛାତ୍ରଛାତ୍ରୀ ପୁରସ୍କୃତ….

ନୟାଗଡ଼(ରତ୍ନାକର ହୋତା): ନୟାଗଡ଼ ଦେବତ୍ତୋର କଲୋନୀ ରେ ବିଶିଷ୍ଠ ଶିକ୍ଷକ ପ୍ରମୋଦ କୁମାର ହୋତାକଂ ତତ୍ବାବଧାନରେ ପରିଚାଳିତ ୟୁ.ସି.ମାସ୍ (Universal Concept of Mental Arithmatic System)ର ଏକ ମତିସ୍କ ଶକ୍ତି ପରିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହି…
Read More...

ମହିଳା ଉଦ୍ୟାନ ଅଧିଦର୍ଶିକାଙ୍କୁ ନର୍ଲାକୁ ପୁଣି ଥରେ ବଦଳି କରି ଆଣିବା କାହା ସ୍ୱାର୍ଥରେ ??

ନର୍ଲା(ନୃପରାଜ ସାହୁ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ପୂର୍ବରୁ ପାଞ୍ଚ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରିଥିବା ମହିଳା ଉଦ୍ୟାନ ଅଧୀଦର୍ଶିକାଙ୍କ ପୁଣି ବଦଳି ହୋଇ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି l ଉକ୍ତ ମହିଳା କର୍ମଚାରୀଙ୍କ ବିରୋଧରେ ବିଭିନ୍ନ ସମୟରେ ଉଦ୍ୟାନ…
Read More...

ନୂଆଗାଁ ବ୍ଲକ ସ୍ୱାଧୀନତା ଦିବସ ପାଈଁ ପ୍ରସ୍ତୁତି ବୈଠକ…

ନୟାଗଡ଼( ରତ୍ନାକର ହୋତା ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଦ ଭାବନା ଗୃହରେ ଆଜି ୧୨ ଘଟିକା ସମୟରେ ସ୍ୱାଧିନାତ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ପୂର୍ବ ବର୍ଷର ବିବରଣୀ ପାଠ କରାଯାଇଥିଲା l ପ୍ରାଇମେରୀ ସ୍କୁଲ, ହାଇସ୍କୁଲ, ଉଚ୍ଚ…
Read More...

ଗରିବ ଛାତ୍ର-ଛାତ୍ରୀମାନଙ୍କୁ ପାଠ୍ୟସାମଗ୍ରୀ ବିତରଣ….

ନୁଆପଡ଼ା(ବିରବଲ ପ୍ରଧାନ): ମାନବ ଧର୍ମର ପ୍ରଣେତା ସଦ୍‌ଗୁରୁଦେବ ଶ୍ରୀ ସତପାଲ ଜୀ ମହାରାଜଙ୍କ ଦିବ୍ୟ ନିର୍ଦ୍ଦେଶାନୁକ୍ରମେ ତା.୦୫.୦୮.୨୦୨୪ ରିଖ ଦିନ ନୂଆପଡ଼ା ଜିଲ୍ଲା ଅଧୀନସ୍ଥ ସିରତୋଲ, ଲକ୍ଷ୍ମୀନଗର ସ୍ଥିତ 'ମାନବ ଉତ୍ଥାନ ସେବା ସମିତି' ଆଶ୍ରମର ମହାମ୍ ଶ୍ରୀ ଅଜପାନନ୍ଦ ଜୀଙ୍କ…
Read More...

ନୀଳଜି ସରସ୍ବତୀ ଶିଶୁମନ୍ଦିର ନୂତନ ପରିଚାଳନା କମିଟି ଗଠନ…

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ସରସ୍ବତୀ ଶିଶୁମନ୍ଦିରର ପରିଚାଳନା କମିଟି ଓଡିଶା ଶିକ୍ଷା ବିକାଶ ସମିତିର କାର୍ଯ୍ୟକର୍ତା ତଥା ନୂଆପଡା ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ଯୁବରାଜ କୁଦେଇଙ୍କ ତତ୍ୱବଧାନରେ ଗଠିତ ହୋଇ ଯାଇଛି । ଏହି ନୂତନ ପରିଚାଳନା…
Read More...

ଗୋଲାମୁଣ୍ଡା ବିଡ଼ିଓ ଭାବେ ଯୋଗଦେଲେ ଶ୍ରୀଧର ପଣ୍ଡା…

ଗୋଲାମୁଣ୍ଡା (ଅଶ୍ବିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ବିଡ଼ିଓ ପଦବୀ ଖାଲି ପଡିଥିଲା l ନୂତନ ବିଡ଼ିଓ ଭାବେ ଶ୍ରୀଧର ପଣ୍ଡା ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ପୂର୍ବରୁ…
Read More...