କଳିଙ୍ଗ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଭେଟେରାନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ଆଥଲେଟିକ୍ ଆସୋସିଏସନ୍ ଘୁ.ଉଦୟଗିରି ପକ୍ଷରୁ ପ୍ରତିଷ୍ଠା ଦିବସ ଅବସରରେ ଏକଦିବସୀୟ ଜିଲ୍ଲାସ୍ତରୀୟ ଭେଟେରାନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାର ୬ଟି ଦଳ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପ୍ରତାପ…
Read More...

ବାତ୍ୟା ପ୍ରଭାବରେ ଭୁଶୁଡ଼ିଲା ଘର, ଅସହାୟ ଅବସ୍ଥାରେ ବୃଦ୍ଧ…..

ଦାରିଙ୍ଗବାଡ଼ି(ଅଶୋକ ସିଂ): ବାତ୍ୟାର ପ୍ରଭାବରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ଏହି ବ୍ଲକ ଅନ୍ତର୍ଗତ କୁମ୍ଭାରୀଗାଁ ପଞ୍ଚାୟତର ୫ନଂ ୱାର୍ଡ ଟୁଡୁବିଜୁ ଗ୍ରାମରେ ବାତ୍ୟା ପ୍ରଭାବରେ  ଗାହସ ମଲ୍ଲିକଙ୍କ ଘର ଭୁଶୁଡ଼ି ପଡ଼ି ମାଟିରେ ମିଶିଯାଇଛି ।…
Read More...

ଗଂଜେଇ ଚୋରା ଚାଲାଣ ବେଳେ କୋଟଗଡ ପୁଲିସକୁ ମିଳିଲା ବଡ଼ ସଫଳତା….

କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା । ରାତିତମାମ ଅପରେସନ୍ କରି କେଶରାଗୁଡ଼ା ଛକ ନିକଟରୁ ଏକ ବ୍ରିଜା କାର (JH01EE9204)ର ସିଟ୍ ତଳେ ଥିବା ସିକ୍ରେଟ୍ ଚାମ୍ବରରୁ ୫୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ…
Read More...

୧୫୭ ନମ୍ବର ଜାତୀୟ ରାଜପଥ ତଥା ବିଜୟୱାଡା-ରାଞ୍ଚି କରିଡର କଳିଙ୍ଗା ଘାଟିରେ ପୁଣି ଧସିଲା ପଥର ୱାଲ, ସ୍ଥିତି ଅନୁଧ୍ୟାନ…

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି କଳିଙ୍ଗା ଘାଟିରେ ଧସିଲା ପଥର ୱାଲ ଓ ମାଟି l ଯାହା ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଳିଙ୍ଗା ଘାଟିକୁ ସିଲ କରିଛି ଜିଲ୍ଲା ପ୍ରଶାସନ l ଏନେଇ ଏକ ଚିଠି ଜାରୀ କରିଛି ଜିଲ୍ଲା ପ୍ରଶାସନ l ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ…
Read More...

ଭଙ୍ଗା କୁଡ଼ିଆରୁ ମେଡିକାଲ କଲେଜ: କେରଳରେ ଦାଦନ ଖଟିଲେ ବାପା, ଗୋଟିଏ ପରିବାରରୁ ୫ ଜଣ ହେବେ ଡାକ୍ତର….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଭଙ୍ଗା କୁଡ଼ିଆ ଘର, ଦୁର୍ବଳ କାନ୍ଥ, ଆଉ ଓଳିଏ ଖାଇଲେ ଓଳିଏ ଉପାସ । ଅର୍ଥ ଅଭାବରୁ ଘର ମରାମତି ତ ଦୂରର କଥା, ପିନ୍ଧିବାକୁ ଭଲ ଲୁଗା ଖଣ୍ଡିଏ କି ଚଳିବାକୁ ଟଙ୍କାଟିଏ ନଥିଲା । ଏଭଳି ଚରମ ଦାରିଦ୍ର୍ୟ ଓ ଅଭାବ ଅନାଟନ ଭିତରେ ଗତି କରୁଥିଲେ କନ୍ଧମାଳ…
Read More...

ଶାନ୍ତିଝର ପିକନିକ ସ୍ପଟ ପରିଦର୍ଶନ କରିଲେ ଗଞ୍ଜାମ ଜ଼ିଲ୍ଲା ପର୍ଯ୍ୟଟନ ସହ ନିର୍ଦେଶକ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ସହ ନିର୍ଦେଶକ ତନୁଜା ଦାସ ଆଜି ଧରାକୋଟ ବ୍ଲକ ଗସ୍ତ କରି  ଶାନ୍ତିଝର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଗସ୍ତ ସମୟରେ ଶାନ୍ତିଝର ଉର୍ନୟନ କମିଟି ସଦ୍ୟସ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ ବିଷୟ ନେଇ…
Read More...

ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ଥିତ ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ରକୁ ଶୁକ୍ରବାର ଅପରାହ୍ନରେ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । ପ୍ରଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ବିଶେଷ…
Read More...

ଦାରିଙ୍ଗବାଡିରେ ବିଶ୍ଵ ଫିଜିଓ ଥେରାପି ଦିବସ ପାଳିତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସାହାରା ଫିଜିଓ ଥେରାପି କାର୍ଯ୍ୟାଳୟ ଠାରେ “ବିଶ୍ଵ ଫିଜିଓଥେରାପି ଦିବସ”  କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ, ବୌଦ୍ଧିକ ଅକ୍ଷମତା ଥିବା ପିଲାମାନଙ୍କର ସାମଗ୍ରିକ…
Read More...

ଘୁ.ଉଦୟଗିରିରେ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ…

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଘୁ.ଉଦୟଗିରି ସହରରେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ।  ପୂଜା କମିଟି ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ରୀତିନୀତିରେ ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏଥିରେ ଉପ-ସଭାପତି ସଞ୍ଜୟ କୁମାର…
Read More...

କନ୍ଧମାଳ ଜିଲ୍ଲାରେ ଜାତି, ଧର୍ମ ନାମରେ ଭେଦଭାବ ଓ ଅରାଜଗତା ସୃଷ୍ଟି କରିବା ବରଦାସ୍ତ କରାଯିବ ନାହିଁ: କନ୍ଧମାଳ ମିଳିତ…

ଜିଲ୍ଲା ରେ ଅରାଜଗତା ସୃଷ୍ଟି କରିବା ବରଖାସ୍ତ କରାଯିବ ନାହିଁ : କନ୍ଧମାଳ ମିଳିତ ମଞ୍ଚର ଆହ୍ବାନ । ଦାରିଙ୍ଗବାଡି : ତା:୯/୯ (ଅଶୋକ ସିଂ) କନ୍ଧମାଳ ଜିଲ୍ଳା ମିଳିତ ମଞ୍ଚ ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଶାଖା ପକ୍ଷରୁ ନେତୃତ୍ୱ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର…
Read More...