ଦାରିଙ୍ଗବାଡି ବ୍ଲକ କଂଗ୍ରେସ ଦଳର ବିଧାୟକ ପ୍ରତିନିଧି ହେଲେ ପିଟର ଦିଗାଲ….

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି (୮୩) ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ତାଙ୍କ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ଲକରେ ନିଜ ପ୍ରତିନିଧି ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଦାରିଙ୍ଗବାଡି ବ୍ଲକ ର ବିଧାୟକ ପ୍ରତିନିଧି ଭାବେ ପିଟର…
Read More...

ଚବିଶି କୁଣ୍ତିୟ ଗାୟତ୍ରୀ ମହାଯଜ୍ଞ ସହ ନବରାତ୍ର ପୂଜା ସଂପନ୍ନ…

ସିନାପାଲି(ପରମେଶ୍ୱର ମେହେର): ଚବିଶି କୁଣ୍ତିୟ ଗାୟତ୍ରୀ ମହାଯଜ୍ଞର ଆୟୋଜନ ସହ ଶନିବାର ନୂଆପଡ଼ା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠ ଠାରେ ନଅ ଦିନ ବ୍ଯାପି ଚାଲିଥିବା ନବରାତ୍ର ପୂଜା ସଂପନ୍ନ ହୋଇଛି l ପବିତ୍ର ମହାଳୟା ତିଥିରେ ଏଠାରେ ସାମୁହିକ ପିତୃଶ୍ରାଦ୍ଧ ତର୍ପଣ କରାଯିବା ପରେ…
Read More...

ଚଳନାରେ ପଞ୍ଚ ବାର୍ଷିକ କ୍ଷତ୍ରୀୟ ଖଣ୍ଡା ପୂଜା ପାଳିତ…..

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଳନା ବଜାର ପଡିଆରେ କ୍ଷତ୍ରୀୟ ସମାଜର ପଞ୍ଚ ବାର୍ଷିକ କ୍ଷତ୍ରୀୟ ଖଣ୍ଡା ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ…
Read More...

ଭିକ୍ଷାବୃତ୍ତିରେ ନିୟୋଜିତ କରିବା ପାଇଁ ଶିଶୁ ଅପହରଣ…

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଜଣେ ୫ବର୍ଷର ଶିଶୁପୁତ୍ର ଅପହରଣର ଶିକାର ହୋଇଛନ୍ତି । ତାଙ୍କୁ ୧୩ ଦିନ ତଳେ ଅପହରଣ କରାଯାଇ ହାଇଦ୍ରାବାଦରେ ଭିକ୍ଷାବୃତ୍ତିରେ ନିୟୋଜିତ କରାଯାଇଥିଲା। କୋମନା ପୁଲିସ ଶୁକ୍ରବାର ହାଇଦ୍ରାବାଦରୁ ଉକ୍ତ ଶିଶୁପୁତ୍ରଙ୍କୁ ଉଦ୍ଧାର…
Read More...

ଜାମଦା ବ୍ଲକରେ ଦୁର୍ଗାପୂଜା ପାଇଁ ପ୍ରବଳ ଜନ ସମାଗମ…

ରାଇରଙ୍ଗପୁର(ଉତ୍ତମ କୁମାର ରାମ): ବର୍ତ୍ତମାନ ଚାଲିଛି ପାର୍ବଣଋତୁ। ଚାରି ଆଡ଼େ ମା'ଙ୍କ ଆଗମନ ହେତୁ ଭକ୍ତଙ୍କ ମନରେ ଆନନ୍ଦର ସହିତ ଉତ୍କଣ୍ଠା ଦେଖିବାକୁ ମିଳିଛି । ସାରା ଦେଶ ତଥା ରାଜ୍ୟ ଚଳଚଂଚଳ ହୋଇଛି ମା'ଙ୍କ ଆଗମନ ପାଇଁ । ଜାମଦା ବ୍ଲକର ଦୂର୍ଗାପୂଜା ବ୍ଲକ କାର୍ଯଳୟ ତଥା ଜାମଦା ଥାନା…
Read More...

ଜମୁଛି ଦୁର୍ଗାପୂଜା, ଝଲସୁଛି ଖଡିଆଳ ସହର….

ନୂଆପଡ଼ା(ବିରବଲ ପ୍ରଧାନ): ଧରା ଅବତରଣ କରି ପୂଜା ପାଉଛନ୍ତି ଦୁର୍ଗତିନାସିନୀ ମହିଷାମର୍ଦ୍ଦିନୀ ମା’ ଦୁର୍ଗା । ଏହି ପରିପ୍ରେକ୍ଷିରେ ନୂଆପଡା ଜିଲ୍ଲାର ସର୍ଵ ପୁରାତନ ଐତିହାସିକ ଖଡ଼ିଆଳ ସହରର ପଟ୍ଟନାୟକ ପଡ଼ା ଓ ରାଜାପଡାରେ ନବରାତ୍ର ଦୁର୍ଗା ପୂଜା ଚାଲିଥିବା ବେଳେ ଚଳଚଞ୍ଚଳ ହୋଇ ଉଠିଛି…
Read More...

ମା ଇନ୍ଦ୍ରାଣୀ ଦେବୀଙ୍କ ଖଣ୍ଡା ଧୁଆ ଯାତ୍ରା ଅନୁଷ୍ଠିତ…..

ନୁଆପଡ଼ା(ବିରବଲ ପ୍ରଧାନ): ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକର ଦେଓଦରା ଠାରେ ଧୂମଧାମରେ ମା ଇନ୍ଦ୍ରାଣୀ ଦେବୀଙ୍କ ଖଣ୍ଡା ଧୁଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆଜି ରାତ୍ର ୧୦ ଘଣ୍ଟା ସମୟରେ ରୀତିନୀତି ଅନୁସାରେ ମାଙ୍କ ପୂଜକ ଧବଳେଶ୍ୱର ପୂଝରୀ ପୂଜା…
Read More...

ଏନଏସି କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ…

କାମାକ୍ଷାନଗର( ସୌମ୍ୟରଞ୍ଜନ ନାୟକ ): କାମାକ୍ଷାନଗର ଏନଏସି କ୍ଲଷ୍ଟର ସ୍ତରୀୟ 'ସୁରଭି' କାର୍ଯ୍ୟକ୍ରମ ସ୍ଥାନୀୟ ପୁରୁଣା ରେକୁଳା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର…
Read More...

ଆମ ଓଡିଶା ନବୀନ ଓଡିଶା ଅନୁଦାନ ପ୍ରାପ୍ତ ପୂଜା ମଣ୍ଡପ ଶୁଭ ଉଦଘାଟନ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଳା ରାୟଗଡ ବ୍ଲକ ଅମେଡା ପଞ୍ଚାୟତ ଅନ୍ତର୍ଗତ ବଡମଣ୍ଡିସାହି ଗ୍ରାମରେ ପୂଜା ମଣ୍ଡପ ରାୟଗଡ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ବିଡିଓ ସୁଧୀର ସିଂଙ୍କ କରକମଳରେ ଉଦଘାଟନ ହୋଇଯାଇଛି । ଗତ ବିଜେଡି ସରକାରଙ୍କ ସମୟରେ ଆମ ଓଡିଶା ନବୀନ ଓଡିଶା…
Read More...

କିରାମାହା ଗ୍ରାମବାସୀଙ୍କୁ ମିଳୁନି ବସୁଧା ପାନୀୟ ଜଳ….

ଦାରିଙ୍ଗବାଡି(ଆଶୋକ ସିଂ): ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ବସୁଧା ଯୋଜନାରେ କୋଟି କୋଟି ଅର୍ଥ ବ୍ୟୟ କରୁଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ତଦାରଖର ଅଭାବ ହେତୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରି ଏକ ଘଟଣା ସାମ୍ନା କୁ ଆସିଛି କନ୍ଧମାଳ ଜିଲା…
Read More...