ବଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ମୁକୁଳା ଡ୍ରେନ, ଛାତ୍ରଛାତ୍ରୀଙ୍କ ବିପଦ ଆଶଙ୍କା…

ନୂଆଗଡ( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧିନସ୍ତ ବଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଜାତୀୟ ରାଜପଥ ପାର୍ଶ୍ବର ଡ୍ରେନ୍ ମୁକୁଳା ହୋଇରହିଛି । କୁନିକୁନି ପିଲାଏ ସେଦେଇ ଯାତାୟାତ କରନ୍ତି। କେତେବେଳେ କିଏ ସେଥିରେ ଗଳି ପଡି ଦୁର୍ଘଟଣା ଘଟିବ,…
Read More...

ନୁଆପଡ଼ା ଠାରେ ମିଳେଟଶକ୍ତି ଟିଫିନ ସେଣ୍ଟର ଉଦ୍‌ଘାଟିତ…

ନୁଆପଡ଼ା(ବିରବଲ ପ୍ରଧାନ): ଆଜି ଦିନ ୧୦ ଘଣ୍ଟା ସମୟରେ ନୁଆପଡ଼ା ସଦର ମହକୁମା ବ୍ଲକ୍ ଛକସ୍ଥିତ ବ୍ଲକ୍ ମାର୍କେଟ କଂପ୍ଲେକ୍ସରେ ମିଲେଟଶକ୍ତି ଟିଫିନ ସେଣ୍ଟର ଭଦ୍ଘାଟନ ହୋଇଯାଇଛି । ଏଥିରେ ନୁଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଉପସ୍ଥିତ ରହି ମିଳେଟଶକ୍ତି ଟିଫିନ ସେଣ୍ଟର ଉଦ୍‌ଘାଟନ କରିଥିଲେ ।…
Read More...

ତିନି ମାସ ଧରି ପ୍ରସୂତି ମା ଓ କିଶୋରୀ ବାଳିକା ଛତୁଆ ଏବଂ ଲଡୁ ପାଇନ ଥିବା ଅଭିଯୋଗ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ସରକାର ପୋଷଣ କାର୍ଯ୍ୟକ୍ରମ ହାତକୁ ନେଇ ଅଙ୍ଗନୱାଡ଼ି ମାଧ୍ୟମରେ ଶିଶୁ, କିଶୋରି ବାଳିକା ଓ ପ୍ରସୂତିମାନଙ୍କ ଶାରିରୀକ ଓ ମାନସିକର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବ୍ଯୟ ମଞ୍ଜୁର କରୁଛନ୍ତି l କିନ୍ତୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି…
Read More...

ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ମୃତ୍ୟୁ….

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଛିଲିପାମାଲରୁ ଡ଼ହଗାଁ ରାସ୍ତା ମଝିରେ ଶୁକ୍ରବାର ସକାଳ ୬ ଘଣ୍ଟା ସମୟରେ ଏକ ବାଇକ ଧକ୍କା ଦେବାରୁ ଚାଷଜମିକୁ ଯାଉଥିବା ଛିଲିପାମାଲ ଗ୍ରାମର ଜଣେ ଚାଷୀ ବିଳାମ୍ବର ନାଗ (୫୫) ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ । ପରେ ତାଙ୍କୁ…
Read More...

ଚାଷଜମିରେ ପାଣି ମଡାଉଥିବା ବେଳେ ମହୁମାଛି ଆକ୍ରମଣ, ଜଣେ ଚାଷୀ ଗୁରୁବାର ୨ ଆହତ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକରେ ଅନାବୃଷ୍ଟି କାରଣରୁ ଧାନଚାଷ ଏବେ ପାଣି ଅଭାବରୁ ମରିବାକୁ ବସିଛି l ଏହି ବ୍ଲକର ଅନେକ ଅଞ୍ଚଳରେ ଚାଷୀମାନେ ଚାଷ ଜମିକୁ ଲାଗି ରହିଥିବା ବିଭିନ୍ନ ଜଳଉତ୍ସରୁ କଷ୍ଟ ଉପାର୍ଜନ ଫସଲକୁ ଅମଳକ୍ଷମ କରିବା ପାଇଁ ପାଣି ପମ୍ପ ଲଗାଇ ଚାଷଜମି କୁ ଜଳସେଚନ…
Read More...

ପୁଣି ଚମକିଲେ ଡଙ୍ଗରିଆ ଛାତ୍ର…

ରାୟଗଡ଼ା(ଚନ୍ଦ୍ର ଶେଖର ମହାନ୍ତିି): ପୁଣି ଚମକିଛନ୍ତି ଡଙ୍ଗରିଆ କନ୍ଧ ଛାତ୍ର ଅଜୟ କୁମାର କାଡ୍ରାକା l ଛାତ୍ର ଅଜୟ ଚଳିତ ବର୍ଷ ହୋଇଥିବା ୟୁଜିସି ଦ୍ବାରା ପରିଚାଳିତ ଏନ୍ଇଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାୟଗଡ଼ା ଜିଲ୍ଲାର ନାମକୁ ଗୌରବନ୍ବିତ କରିଛନ୍ତି । ଏହି ପରୀକ୍ଷାରେ ସଫଳତାର ସହ…
Read More...

ସରକାରୀ ସୁବିଧାରୁ ବଞ୍ଚିତ କାଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ପୁଇଝରି ଗ୍ରାମବାସୀ…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ କଳାହାଣ୍ଡି ସୀମାନ୍ତ ଅଞ୍ଚଳ ପୁଇଝରି ଗ୍ରାମରେ ପଚାଶରୁ ଉର୍ଦ୍ଧ ପରିବାର ଦୀର୍ଘ ବର୍ଷ ଧରି ବସବାସ କରିଆସୁଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଗଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସୁବିଧା ପାଇ ପାରିନାହାନ୍ତି କାଳାହାଣ୍ଡି ଜିଲ୍ଲା ପୁଇଝରି…
Read More...

ଶାନ୍ତିଝର ନୂତନ ଉର୍ନୟନ କମିଟି କର୍ମକର୍ତା ଚୟନ, ସୁନିଲ କୁମାର ଚୌଧୁରୀ ସଭାପତି ଭାବେ ମନୋନୀତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଶାନ୍ତି ଝର ଠାରେ ପୁରାତନ କମିଟିକୁ ଭାଂଗି ନୂତନ କମିଟି ଗଠନ କରାଯାଇଛି l ଏହି ବୈଠକରେ କମିଟିରେ ସୁନୀଲ କୁମାର ଚୌଧୁରୀ ସଭାପତି, ବିପିନୀ ବିହାରୀ ଶତପଥୀ ଉପ ସଭାପତି, ଶରତ ଚନ୍ଦ୍ର ରାଜ କୋଷାଧକ୍ଷ, ହିମାଂଶୁ ଶେଖର ସ୍ୱାଇଁ ସମ୍ପାଦକ ଭାବେ…
Read More...

ସାମ୍ୱାଦିକ ସଂଘ ଗୁମ୍ମା ବ୍ଲକର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ…

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗୁମ୍ମା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୀରୋଜ କୁମାର ଷଡ଼ଙ୍ଗୀଙ୍କ ପ୍ରସ୍ତାବ ଓ ଉପ୍ରୀୟମ୍ ନାଇକାଙ୍କ ସମର୍ଥନ ପରେ ସମ୍ପାଦକ ଶ୍ରୀ ଉତ୍ତମ ପାଣି ସଭାପତିତ୍ବ କରିଥିଲେ । ଆଜିର ବୈଠକରେ 2024-25 ବର୍ଷ ପାଇଁ…
Read More...

ନିଆରା ଢ଼ଙ୍ଗରେ ଜନ୍ମ ଦିନ ପାଳିତ….

ସିନାପାଲି(ପରମେଶ୍ୱର ମେହେର): ସଦା ସର୍ବଦା ଭିନ୍ନ ଭିନ୍ନ ପରିକଳ୍ପନା ଦ୍ୱାରା ସମାଜରେ ମାନବିକତାର ରକ୍ଷକ ସାଜୁଥିବା ଭିନ୍ନ ଏକ ଅନୁଷ୍ଠାନ ହେଲ୍ ପିଙ୍ଗ୍ ଫର୍ ହେଲ୍ପଲେସ୍ ପିପୁଲ୍ ଫାଉଣ୍ଡେସନ ଅନୁଷ୍ଠାନ ସେହିଭଳି ଏକ ନିଆରା ପରିକଳ୍ପନା ନିଜ ବ୍ୟକ୍ତିଗତ ଉତ୍ସବକୁ ସାମାଜିକ ଉତ୍ସବରେ ପରିଣତ…
Read More...