ତିନିକୋଟି ଟଙ୍କାର ପୋଲ ସହ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟରେ ଅନିୟମିତତା । ବିଭାଗିୟ ଅସାଧୁ ଯନ୍ତ୍ରୀ ଓ ଉଚ୍ଚ ପଦସ୍ଥ କର୍ମଚାରୀ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରୀକା ଯୋଗୁଁ ନିର୍ମାଣ କାର୍ଯ୍ୟର ମାନ ଓ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ । ସୁନ୍ଦରଗଡ ସଦର…
Read More...

ସୁନ୍ଦରଗଡ ବିଜେଡି ପକ୍ଷରୁ ସଦର ନିର୍ବାଚନ ମଣ୍ଡଳୀକୁ ସମ୍ପୂର୍ଣ ମରୁଡ଼ି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ସୁନ୍ଦରଗଡ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ଉପସଭାପତି ତଥା ସୁନ୍ଦରଗଡ ବିଧାୟକ ଯୋଗେଶ କୁମାର ସିଂଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ(ଆଇଏଏସ)ଙ୍କୁ …
Read More...

ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମିଳନୀ ନେଇ ପ୍ରସ୍ତୁତି ବୈଠକ….

ଭଞ୍ଜନଗର(ନିଲୁ ବିଷୋୟୀ): ଓଡିଶା ଆଇନଜୀବୀ ସଂଘ ଚଳିତ ବର୍ଷ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଭଞ୍ଜନଗର ଠାରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଓକିଲ ସଂଘର ସଭାପତି ଶୌଳେନ୍ଦ୍ର ନାରାୟଣ ସାହୁଙ୍କ ସଭାପତିତ୍ବରେ ବନ ବିଭାଗ ଡାକ…
Read More...

ବ୍ରାହ୍ମଣୀଗାଁ ମେଡ଼ିକାଲକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ କରିବାକୁ ଉଠିଲା ଦାବୀ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ବ୍ରାହ୍ମଣୀଗାଁ ତଥା ଏହାର ଆଖପାଖ ୮ଗୋଟି ପଞ୍ଚାୟତ ଯଥା ସରାମୂଳି, ଗଦା ପୁର,ତାଜୁଙ୍ଗିଆ, ହାତୀମୁଣ୍ଡା , ଝିଞ୍ଜିରୀ ଗୁଡା, କୁମ୍ଭାରି ଗାଁ, କାଟିଙ୍ଗିଆ ସମେତ ଗଜପତି ଜିଲ୍ଲାର କଟମା, ପାଣିଗଣ୍ଡା ଓ ଗଞ୍ଜାମ ଜିଲ୍ଲାର ସଲିମା…
Read More...

ଉନ୍ନୟନ କାର୍ଯ୍ୟ ଆଳରେ ଦୁର୍ଗପାଙ୍ଗା ପଂଚାୟତରେ ଦେଢ଼ କୋଟି ଅର୍ଥ ଆତ୍ମସାତ ଘଟଣା, ଏପିଡିଙ୍କ ତନାଘନା…..

ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ରାଜ୍ୟ ଅର୍ଥ କମିଶନ ପାଣ୍ଠି, ଚତୁର୍ଦଶ ଅର୍ଥ କମିଶନ ପାଣ୍ଠି ଓ ମନରେଗାର କାର୍ଯ୍ୟରେ କୋଟି କୋଟି ଟଙ୍କା ଚଳୁ ହୋଇଥିବା ନେଇ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ସୋସିଆଲ ମିଡ଼ିଆ ଗ୍ରୁପରେ ଦୁଇମାସ ହେବ ତର୍ଚ୍ଚା…
Read More...

ଜିଲ୍ଲାପାଳଙ୍କ ପ୍ରତିଶୃତି ପାଇବା ପରେ ଥଇଥାନ ଅପେକ୍ଷାରେ ମାଣ୍ଡିପଙ୍କାର ୩୫ଜଣ ଭୂମିହୀନ ପରିବାର….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୋମବାର ଦିନ ମାଣ୍ଡିପଙ୍କାରେ ପହଞ୍ଚି ଆମ୍ୱ ଟାକୁଆ ଖାଇ ମୃତ୍ୟୁ ବରଣ କରିଥିବା ପରିବାରକୁ ସାକ୍ଷାତ କରି ସାନ୍ତ୍ଵନା ଦେଇଥିଲେ l ଏହି ସମୟରେ ପୀଡ଼ିତ ପରିବାର ଲୋକଙ୍କ ସମସ୍ୟା ବୁଝିବା ସହିତ ଗ୍ରାମ ତଥା ଅଞ୍ଚଳର…
Read More...

ସରକାରୀ କର୍ମଚାରୀ ସରକାରୀ କୂଅକୁ ଜବରଦଖଲ କରିଥିବା ଅଭିଯୋଗ…..

ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ୩ ନମ୍ବର ୱାର୍ଡ ବାନ୍ଦାପଙ୍ଗା ୱାର୍ଡରେ ଲୋକମାନଙ୍କ ପାଇଁ ସରକାର ଏକ କୂଅ ଖୋଳି ଦେଇଥିଲା l ସେହି କୂଅକୁ ନିର୍ଭର କରୁଥିଲେ ବାନ୍ଦାପଙ୍ଗା ୱାର୍ଡ ବାସିନ୍ଦା । ହେଲେ ଅଧିବାସୀ ମହାବିଦ୍ୟାଳୟର ଇଂରାଜୀ ଲେକଚର…
Read More...

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ୪ଦିନ ପରେ ମାଣ୍ଡିପଙ୍କାରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ, ନିଜ ଗ୍ରାମରେ ମିଳିବ ପିଡିଏସ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ପରିବାରକୁ ୩୦ ହଜାର ଓ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା…
Read More...

ଗୋଲାମୁଣ୍ଡା ଗ୍ରାମାଞ୍ଚଳ କ୍ରିକେଟ ଉଦଯାପିତ….

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ଯୁବକମାନଙ୍କ ଉଦ୍ୟମରେ ଶିବାଜୀ ଷ୍ଟାଡିୟମରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା l ଏହି ଟୁର୍ନାମେଣ୍ଟରେ ମୋଟ ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଗତ କାଲି ଉଦଯାପିତ ହୋଇ ଯାଇଛି l ଫାଇନାଲ ମ୍ୟାଚ…
Read More...

ରାଇରଙ୍ଗପୁର ପ୍ରଶାସନ ତରଫରୁ ସରକାରୀ ଜମି ଉଚ୍ଛେଦ ବିରୋଧରେ ରାଇରଙ୍ଗପୁରରେ ବିଶାଳ ଗଣ ବିକ୍ଷୋଭ…

ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ତହସିଲ ତରଫରୁ ହଳଦା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ - ଲିପିଘୁଟୁ ଗ୍ରାମରେ ସରକାରୀ ଜମିରେ ପିଢ଼ି ପରେ ପିଢ଼ି ଘରଦ୍ଵାର କରି ବସବାସ କରୁଥିବା ଆଦିବାସୀମାନଙ୍କୁ ସରକାରୀ ଜମିରୁ ମାସକ ମଧ୍ୟରେ ଉଛେଦ ପାଇଁ ନୋଟିସ ପଠାଯାଇଛି । ଚିଠି ପାଇ ବସ୍ତି ବାସିନ୍ଦା…
Read More...